Base Word
נָצַל
Short Definitionto snatch away, whether in a good or a bad sense
Long Definitionto snatch away, deliver, rescue, save, strip, plunder
Derivationa primitive root
International Phonetic Alphabetn̪ɔːˈt͡sˤɑl
IPA modnɑːˈt͡sɑl
Syllablenāṣal
Dictionnaw-TSAHL
Diction Modna-TSAHL
Usage× at all, defend, deliver (self), escape, × without fail, part, pluck, preserve, recover, rescue, rid, save, spoil, strip, × surely, take (out)
Part of speechv

ଆଦି ପୁସ୍ତକ 31:9
ତେଣୁ ପରମେଶ୍ବର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମାେତେ ଦେଲେ।

ଆଦି ପୁସ୍ତକ 31:16
ଏଣୁ ପରମେଶ୍ବର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁ ସବୁ ଧନ ନଇେଅଛନ୍ତି, ସହେିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ବର ଯାହା କହିଲେ, ତୁମ୍ଭେ ତାହା କର।

ଆଦି ପୁସ୍ତକ 32:11
ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।

ଆଦି ପୁସ୍ତକ 32:30
ତେଣୁ ଯାକୁବ ସହେି ସ୍ଥାନର ନାମ ପନୂଯଲେ ଦେଲେ। ତା'ପରେ ସେ କହିଲେ, ମୁଁ ପରମେଶ୍ବରଙ୍କୁ ମୁହାଁମୁହିଁ ଦେଖିଲେ ବି ମାରେ ଜୀବନ ବଞ୍ଚି ରହିଲା।

ଆଦି ପୁସ୍ତକ 37:21
କିନ୍ତୁ ରୂବନେ ଏହା ଶୁଣିଲେ ସେ ଯୋଷଫେକୁ ସମାନଙ୍କେଠାରୁ ରକ୍ଷା କରିବାକୁ ଚାହିଁଲେ। ରୁବନେ କହିଲେ, ତାକୁ ମାର ନାହିଁ।

ଆଦି ପୁସ୍ତକ 37:22
କୌଣସି ରକ୍ତପାତ କର ନାହିଁ! ତାକୁ ଏକ ଜଙ୍ଗଲର ଶୁଷ୍କ କୂଅ ରେ ଫିଙ୍ଗି ଦିଅ, କିନ୍ତୁ, ତୁମ୍ଭମାନେେ ନିଜେ ତାକୁ ଆଘାତ କରନାହିଁ। କାରଣ ତାକୁ ନମାରି ପିତାଙ୍କ ନିକଟକୁ ପଠାଇ ଦବୋ ପାଇଁ ରୂବନରେ ଏହି ଯୋଜନା ଥିଲା।

ଯାତ୍ରା ପୁସ୍ତକ 2:19
କନ୍ଯାଗଣ ତାଙ୍କୁ ଉତ୍ତର ଦେଲେ, ହଁ, ମଷେପାଳକମାନେ ଆମ୍ଭକୁ ଘଉଡାଇ ଦେଉଥିଲେ, ମାତ୍ର ଏବ୍ରୀଯ ଲୋକ ଆମ୍ଭକୁ ସାହାୟ୍ଯ କଲେ। ସେ ଆମ୍ଭମାନଙ୍କ ପାଇଁ ପାଣି କାଢି ଆମ୍ଭର ମଷେମାନଙ୍କୁ ଜଳପାନ କରାଇଲେ।

ଯାତ୍ରା ପୁସ୍ତକ 3:8
ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

ଯାତ୍ରା ପୁସ୍ତକ 3:22
ସମସ୍ତ ଇଶ୍ରାୟେଲୀୟ ସ୍ତ୍ରୀ ଆପଣା ପ୍ରତିବେଶୀନୀ ଓ ଆପଣା ଗୃହପ୍ରବାସୀନୀ ସ୍ତ୍ରୀ ନିକଟରୁ ରେ ୗପ୍ୟ, ଅଳଙ୍କାର ଓ ସ୍ବର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନଇୟିବେ, ପୁଣି ତାହା ତୁମ୍ଭମାନେେ ଆପଣା ପୁତ୍ର କନ୍ଯାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭମାନେେ ମିଶରୀଯ ଲୋକମାନଙ୍କ ଦ୍ରବ୍ଯ ହରଣ କରିବ।

ଯାତ୍ରା ପୁସ୍ତକ 5:23
ମୁଁ ଫାରୋଙ୍କ ନିକଟକୁ ୟାଇ ତୁମ୍ଭେ ଯାହା କହିବାକୁ ମାେତେ କହିଥିଲ, ମୁଁ କହିଲି। କିନ୍ତୁ ସହେି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସମାନଙ୍କେୁ ସାହାୟ୍ଯ କରିବା ପାଇଁ କିଛି କଲ ନାହିଁ।

Occurences : 213

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்