Base Word
נַעֲרָה
Short Definitiona girl (from infancy to adolescence)
Long Definitiongirl, damsel, female servant
Derivationfeminine of H5288
International Phonetic Alphabetn̪ɑ.ʕə̆ˈrɔː
IPA modnɑ.ʕə̆ˈʁɑː
Syllablenaʿărâ
Dictionna-uh-RAW
Diction Modna-uh-RA
Usagedamsel, maid(-en), young (woman)
Part of speechn-f

ଆଦି ପୁସ୍ତକ 24:14
ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହବେ। ମୁଁ ସହେି ଝିଅକୁ କହିବି 'ଦୟାକରି ତୁମ୍ଭର ପାତ୍ର ମାେ ଆଡ଼କୁ ତଳମୁହାଁ କର। ତେଣୁ ମୁଁ ପାଣି ପିଇ ପାରିବି।' ମୁଁ ଜାଣିପାରିବି ସହେି ହେଉଛି ଉପୟୁକ୍ତ ପାତ୍ରୀ ୟିଏ କହିବ, 'ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ଯ ପାଣି ଦବେି।' ଯଦି ଏହିପରି ହୁଏ, ତବେେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପୟୁକ୍ତ କନ୍ଯା। ଏବଂ ମୁଁ ଜାଣିବି ତୁମ୍ଭେ ମାରେ ମୁନିବଙ୍କ ଉପରେ ଦୟା କଲ।

ଆଦି ପୁସ୍ତକ 24:16
ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ଯ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲା ଓ ତା'ର ପାତ୍ର ରେ ପାଣି ଭର୍ତ୍ତି କଲା।

ଆଦି ପୁସ୍ତକ 24:28
ଏହାପରେ ରିବିକା ଦୌଡ଼ିୟାଇ ତାଙ୍କ ପରିବାର ରେ ଏହି କଥା ଜଣାଇଲା।

ଆଦି ପୁସ୍ତକ 24:55
ରିବିକାର ମା ଓ ଭାଇ କହିଲେ, ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାଙ୍କୁ ଆମ ସହିତ ଆଉ ଦଶଦିନ ରହିବାକୁ ଦିଅ। ଏହାପରେ ସେ ୟାଇପାରିବ।

ଆଦି ପୁସ୍ତକ 24:57
ରିବିକାର ଭାଇ ଓ ମା କହିଲେ, ଆମ୍ଭେ ରିବିକାକୁ ପଚାରିବା।

ଆଦି ପୁସ୍ତକ 24:61
ଏହାପରେ ରିବିକା ଓ ତାଙ୍କର ସବେୀକା ଓଟଗୁଡ଼ିକ ଉପରେ ଚଢ଼ି ସହେି ମନୁଷ୍ଯର ପେଛ ୟାତ୍ରା କଲେ। ସହେି ଦାସ ରିବିକାକୁ ଘନେି ପ୍ରସ୍ଥାନ କଲା।

ଆଦି ପୁସ୍ତକ 34:3
ଏହାପରେ ଶିଖିମ ଦୀଣାର ପ୍ ରମେ ରେ ପଡ଼ିଗଲା ଓ ତାକୁ ବିବାହ ହବୋକୁ ଚାହିଁଲା।

ଆଦି ପୁସ୍ତକ 34:3
ଏହାପରେ ଶିଖିମ ଦୀଣାର ପ୍ ରମେ ରେ ପଡ଼ିଗଲା ଓ ତାକୁ ବିବାହ ହବୋକୁ ଚାହିଁଲା।

ଆଦି ପୁସ୍ତକ 34:12
ମୁଁ ତୁମ୍ଭକୁ ସବୁ କିଛି ଉପହାର ଦବେି ଏବଂ ସବୁ ଟଙ୍କା ଦବେି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ଯାକୁ ମାେତେ ବିବାହ ଦିଅ।

ଯାତ୍ରା ପୁସ୍ତକ 2:5
ଠିକ୍ ତା'ପରେ ଫାରୋଙ୍କର କନ୍ଯା ନଦୀକୁ ଗା ଧୋଇବକୁ ଗଲେ। ସେ ସହେି ନଳବନ ମଧିଅରେ ଟୋକଇଟେିକୁ ପାଇଲେ। ତାଙ୍କର ଚାକରମାନେ ସହେି ନଦୀ କୂଳ ରେ ବୁଲୁଥିଲେ। ସେ ତାଙ୍କର ଜଣେ ଦାସୀକୁ ସହେି ପଡେିଟିକୁ ଆଣିବା ପାଇଁ କହିଲେ।

Occurences : 63

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்