Base Word
נָסַךְ
Short Definitionto pour out, especially a libation, or to cast (metal); by analogy, to anoint a king
Long Definitionto pour out, pour, offer, cast
Derivationa primitive root
International Phonetic Alphabetn̪ɔːˈsɑk
IPA modnɑːˈsɑχ
Syllablenāsak
Dictionnaw-SAHK
Diction Modna-SAHK
Usagecover, melt, offer, (cause to) pour (out), set (up)
Part of speechv
Base Word
נָסַךְ
Short Definitionto pour out, especially a libation, or to cast (metal); by analogy, to anoint a king
Long Definitionto pour out, pour, offer, cast
Derivationa primitive root
International Phonetic Alphabetn̪ɔːˈsɑk
IPA modnɑːˈsɑχ
Syllablenāsak
Dictionnaw-SAHK
Diction Modna-SAHK
Usagecover, melt, offer, (cause to) pour (out), set (up)
Part of speechv

ଆଦି ପୁସ୍ତକ 35:14
ଯାକୁବ ସଠାେରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସଠାେରେ ପଯେ ନବୈେଦ୍ଯ ଓ ତୈଳ ଢ଼ାଳିଲେ।

ଯାତ୍ରା ପୁସ୍ତକ 25:29
ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡିକ ପଯେ ନବୈେଦ୍ଯ ପାଇଁ ବ୍ଯବହୃତ ହବେ।

ଯାତ୍ରା ପୁସ୍ତକ 30:9
ବିଦେଶୀ ଧୂପ କିମ୍ବା ହାମବେଳି କିମ୍ବା ଶସ୍ଯ ନବୈେଦ୍ଯ ବଦେୀ ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପଯେ ନବୈେଦ୍ଯ ଢାଳ ନାହିଁ।

ଯାତ୍ରା ପୁସ୍ତକ 37:16
ତା'ପରେ ସେ ଥାଳି, ଚାମଚ, ଗରା, ଗଡୁ ସବୁକୁ ସୁବର୍ଣ୍ଣ ରେ ତିଆରି କଲେ। ସହେି ଗରା ଓ ଗଡୁସବୁ ପଯେ ନବୈେଦ୍ଯ ଢାଳିବା ରେ ବ୍ଯବହୃତ ହୁଏ।

ଗଣନା ପୁସ୍ତକ 28:7
ପୁଣି ତହିଁର ଏକ ମଷେବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପଯେ ନବୈେଦ୍ଯ ଦବେ। ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ପଯେ ନବୈେଦ୍ଯରୂପେ ଦ୍ରାକ୍ଷାରସ ଢାଳିବ।

ଦିତୀୟ ଶାମୁୟେଲ 23:16
ତହିଁରେ ସହେି ତିନି ବୀର ରାସ୍ତା ରେ ପଲେଷ୍ଟୀୟମାନଙ୍କ ସୈନ୍ଯ ମଧ୍ଯ ଦଇେ ପଶିୟାଇ ବୈଥ୍ଲହମେ ନଗରଦ୍ବାର ନିକଟସ୍ଥ କୂଅରକ୍ସ୍ଟ ପାଣି ଆଣିଲେ। ମାତ୍ର ସେ ତହିଁରକ୍ସ୍ଟ ପିଇବାକକ୍ସ୍ଟ ସମ୍ମତ ନ ହାଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାହାକକ୍ସ୍ଟ ଢାଳି ଦେଲେ।

ଦିତୀୟ ରାଜାବଳୀ 16:13
ପୁଣିସସସସହି ୟଜ୍ଞବଲଦି ଉପଲର ଆପଣାସହାମବଳି ଭକ୍ଷ୍ଯ ନୈବଲଦ୍ଯ ଦଗ୍ଧକରି, ଆପଣା ପଲଯ ନୈବଲଦ୍ଯ ଢାଳି ଓସସ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ୟଜ୍ଞବଲଦୀ ଉପଲର ଛିଞ୍ଚିଲଲ।

ପ୍ରଥମ ବଂଶାବଳୀ 11:18
କିନ୍ତୁ ଏହି ତିନିଜଣ ପଲେଷ୍ଟୀୟ ସୈନ୍ଯମାନଙ୍କ ସହିତ ୟୁଦ୍ଧ କରି କରି ସମାନଙ୍କେ ମଧ୍ଯ ଦଇେ ଗଲେ। ଏହି ତିନି ବ୍ଯକ୍ତି ବୈଥଲହମେ ନଗରର ଦ୍ବାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହାପରେ ଏହି ତିନି ବୀର ସହେି ଜଳକୁ ନଇେ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ସ୍ବରୂପେ ସହେି ଜଳକୁ ଭୂମିରେ ଢ଼ାଳିଲେ।

ଗୀତସଂହିତା 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।

ଗୀତସଂହିତା 16:4
କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦବେତାମାନଙ୍କୁ ପୂଜା କରନ୍ତି, ସମାନେେ ଅଧିକ ଦୁଃଖ ପାଆନ୍ତି। ମୁଁ ସମାନଙ୍କେ ସହିତ ଏକମତ ହାଇପୋରିବି ନାହିଁ। ଯେଉଁମାନେ ସହେି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସମାନଙ୍କେର ନାମ ମୁଁ କବେେ ଉଚ୍ଚାରଣ କରିବି ନାହିଁ।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்