Base Word
נָמֵר
Short Definitiona leopard (from its stripes)
Long Definitionleopard
Derivationfrom an unused root meaning properly, to filtrate, i.e., be limpid (compare H5247 and H5249); and thus to spot or stain as if by dripping
International Phonetic Alphabetn̪ɔːˈmer
IPA modnɑːˈmeʁ
Syllablenāmēr
Dictionnaw-MARE
Diction Modna-MARE
Usageleopard
Part of speechn-m

ପରମଗୀତ 4:8
ଆଗୋ ମାରେ ପ୍ରିୟେ, ମାେ ସଙ୍ଗେ ଲିବାନୋନରୁ ଆସ। ଅମାନାର ଶୃଙ୍ଗରୁ, ଶନୀର ଓ ହର୍ମୋଣରୁ ଏବଂ ସିଂହମାନଙ୍କ ଗୁମ୍ଫାରୁ ଓ ଚିତା ବାଘମାନଙ୍କ ବାସ ସ୍ଥାନରୁ।

ଯିଶାଇୟ 11:6
ସେ ସମୟରେ ଗଧିଆଗୁଡ଼ିକ ମଷେ ଶାବକମାନଙ୍କ ସହିତ ଶାନ୍ତି ରେ ବାସ କରିବେ। ଛଳେିଛୁଆ ସହିତ ବାଘ ଏକତ୍ର ଶାନ୍ତି ରେ ଶୋଇବେ। ବାଛୁରୀ, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତି ରେ ବାସ କରିବେ। ଏପରିକି ଗୋଟିଏ େଛାଟ ପିଲା ସମାନଙ୍କେୁ ଅଡ଼ାଇବ।

ଯିରିମିୟ 5:6
ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।

ଯିରିମିୟ 13:23
ଜଣେ କୃଷ୍ଣକାଯ କ'ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ'ଣ ନିଜର ଦହରେ ଛାପ ବଦଳାଇ ପାରିବ ? ତେଣୁ ହେ ୟିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବା ରେ ଅଭ୍ଯସ୍ତ, ତୁମ୍ଭେ କବେେ ସୁକର୍ମ କରିପାରିବ ନାହିଁ।

ହୋଶେୟ 13:7
ସେଥିପାଇଁ ଆମ୍ଭେ ସିଂହ ଓ ବ୍ଯାଘ୍ର ସଦୃଶ ହାଇେ ରାସ୍ତାକଡ ରେ ସମାନଙ୍କେୁ ଅପେକ୍ଷା କରିବା।

ହବକକୂକ 1:8
ସମାନଙ୍କେର ଘୋଡାଗୁଡିକ ଚିତାବାଘଠାରୁ ଦ୍ରୁତଗାମୀ ହବେେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳ ରେ ହବେେ। ସମାନଙ୍କେର ସୈନ୍ଯମାନେ ଘୋଡା ଚଢି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପ ରେ ଝାମ୍ପ ମାରିଲା ପରି ସମାନେେ ଦ୍ରୁତ ବଗେ ରେ ଶତୃଙ୍କୁ ଆକ୍ରମଣ କରିବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்