Base Word
נָטַע
Short Definitionproperly, to strike in, i.e., fix; specifically, to plant (literally or figuratively)
Long Definitionto plant, fasten, fix, establish
Derivationa primitive root
International Phonetic Alphabetn̪ɔːˈt̪’ɑʕ
IPA modnɑːˈtɑʕ
Syllablenāṭaʿ
Dictionnaw-TA
Diction Modna-TA
Usagefastened, plant(-er)
Part of speechv

ଆଦି ପୁସ୍ତକ 2:8
ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।

ଆଦି ପୁସ୍ତକ 9:20
ନୋହ କୃଷକ ହେଲ। ସେ କ୍ଷେତ୍ର ରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।

ଆଦି ପୁସ୍ତକ 21:33
ଅବ୍ରହାମ ଏକ ବିଶଷେ ଗଛ ସଠାେରେ ରୋପଣ କଲେ। ସହେି ସ୍ଥାନ ରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ।

ଯାତ୍ରା ପୁସ୍ତକ 15:17
ତୁମ୍ଭେ ସମାନଙ୍କେୁ ଆଣ ଓ ସମାନଙ୍କେୁ ନିଜ ପର୍ବତ ରେ ସ୍ଥାପନ କର। ହେ ସଦାପ୍ରଭୁ, ତୁମ୍ଭ ନିଜ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛ, ସଦାପ୍ରଭୁ ତୁମ୍ଭର ହସ୍ତ ଏକ ଧର୍ମଧାମ ପ୍ରସ୍ତୁତ କରିଅଛି।

ଲେବୀୟ ପୁସ୍ତକ 19:23
ଭବିଷ୍ଯତ ରେ ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶ ରେ ପ୍ରବେଶ କରିବ। ତୁମ୍ଭମାନେେ ଭୋଜନର୍ଥେ ସେତବେେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭମାନେେ ତିନି ବର୍ଷ ପର୍ୟ୍ଯନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ଯବହାର କରିବ ନାହିଁ। କାରଣ ତାହା ଅଶୁଚି।

ଗଣନା ପୁସ୍ତକ 24:6
ତୁମ୍ଭମାନେେ ଉପତ୍ୟକା ତୁଲ୍ଯ ବିସ୍ତାରିତ ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ଯ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।

ଦିତୀୟ ବିବରଣ 6:11
ଉତ୍ତମ ସାମଗ୍ରି ରେ ପରିପୂର୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ କରିନାହିଁ, କୂଅସବୁ ଯାହା ତୁମ୍ଭେ ଖାେଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜିତବୃକ୍ଷ ଯାହାକକ୍ସ୍ଟ ତୁମ୍ଭମାନେେ ରୋପଣ କଲ ନାହିଁ, ସଗେକ୍ସ୍ଟଡିକ ତୁମ୍ଭମାନେେ ଭୋଗକରି ତୃଲ୍ଗ ହବେ।

ଦିତୀୟ ବିବରଣ 16:21
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିବ, ତହିଁ ନିକଟରେ ଆଶରୋର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ।

ଦିତୀୟ ବିବରଣ 20:6
ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତକ୍ସ୍ଟତ କରି ତହିଁର ଫଳ ଭୋଗ କରିନାହିଁ। ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ କାରଣ ଯଦି ସେ ୟକ୍ସ୍ଟଦ୍ଧ ରେ ମରିୟାଏ, ତବେେ ଅନ୍ୟ କହେି ସହେି ଜମିକକ୍ସ୍ଟ ଭୋଗ କରିବ।

ଦିତୀୟ ବିବରଣ 28:30
ତୁମ୍ଭେ ଏକ ସ୍ତ୍ରୀଲୋକକୁ ବିବାହ କରିବ କିନ୍ତୁ ଅନ୍ୟ ଜଣେ ପୁରୁଷ ତାକକ୍ସ୍ଟ ଧର୍ଷଣ କରିବ। ତୁମ୍ଭେ ଏକ ଗୃହ ନିର୍ମାଣ କରିବ କିନ୍ତୁ ସେଥି ରେ ଅନ୍ୟ ଜଣେ ବାସ କରିବ। ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ଓ ଅନ୍ୟ ଜଣେ ତା'ର ଫଳସବୁ ଖାଇବ। ତୁମ୍ଭେ ସେଥିରକ୍ସ୍ଟ କିଛି ପାଇବ ନାହିଁ।

Occurences : 58

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்