Base Word
נָחָה
Short Definitionto guide; by implication, to transport (into exile, or as colonists)
Long Definitionto lead, guide
Derivationa primitive root
International Phonetic Alphabetn̪ɔːˈħɔː
IPA modnɑːˈχɑː
Syllablenāḥâ
Dictionnaw-HAW
Diction Modna-HA
Usagebestow, bring, govern, guide, lead (forth), put, straiten
Part of speechv

ଆଦି ପୁସ୍ତକ 24:27
ସହେି ଦାସଜଣଙ୍କ କହିଲା, ମାରେ କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ବର ଧନ୍ଯ ହୁଅନ୍ତୁ। ୟ ହତେୁ ସଦାପ୍ରଭୁ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ଯାଚରଣ କରିବାରୁ ନିବୃତ୍ତ ହାଇେ ନାହାଁନ୍ତି। ସଦାପ୍ରଭୁ ମାେ କର୍ତ୍ତାଙ୍କର ସମ୍ବନ୍ଧୀଯଙ୍କ ଗୃହକୁ କଢ଼ାଇ ନେଲେ।

ଆଦି ପୁସ୍ତକ 24:48
ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ଯବାଦ କଲି। ସେ ମାରେ କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃ ପୁତ୍ରଙ୍କ କନ୍ଯା ଗ୍ରହଣ କରିବାକୁ ମାେତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମାରେ କର୍ତ୍ତା ଆବ୍ରହାମର ସହେି ସଦାପ୍ରଭୁ ପରମେଶ୍ବଙ୍କର ଧନ୍ଯବାଦ କଲି।

ଯାତ୍ରା ପୁସ୍ତକ 13:17
ଏବଂ ତା'ପରେ ଯେତବେେଳେ ଫାରୋ ମାରେ ଲୋକମାନଙ୍କୁ ମିଶର ଛାଡିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ୟିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, ଯଦି ଲୋକମାନେ ଏ ବାଟରେ ୟାଆନ୍ତି। ସମାନଙ୍କେୁ ହୁଏତ ୟୁଦ୍ଧ କରିବାକୁ ପଡିପା ରେ। ତବେେ ହୁଏତ ସମାନେେ ତାଙ୍କର ମତ ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫରେିୟାଇ ପାରନ୍ତି।

ଯାତ୍ରା ପୁସ୍ତକ 13:21
ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।

ଯାତ୍ରା ପୁସ୍ତକ 15:13
କିନ୍ତୁ ତୁମ୍ଭେ ଦୟା ରେ ରକ୍ଷା କରିଥିବା ଲୋକମାନଙ୍କୁ ଆଗଇେ ନଲେ। ତୁମ୍ଭେ ଆପଣା ପରାକ୍ରମ ରେ ସମାନଙ୍କେୁ ତୁମ୍ଭର ପବିତ୍ର ନିବାସସ୍ଥାନକୁ ନଇେ ୟାଇଛ।

ଯାତ୍ରା ପୁସ୍ତକ 32:34
ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷଯ ରେ ତୁମ୍ଭକୁ କହୁଅଛି ସହେି ଦେଶକୁ ଲୋକମାନଙ୍କୁ ନଇୟୋଅ। ଦେଖ, ମାରେସ୍ବର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହବେେ।

ଗଣନା ପୁସ୍ତକ 23:7
ତହୁଁ ବିଲିଯମ କହିଲେ,

ଦିତୀୟ ବିବରଣ 32:12
ସଦାପ୍ରଭୁ ଏକାକୀ ୟାକୁବକୁ ଗମନ କରାଇଲେ। ତାଙ୍କ ସହିତ କୌଣସି ବିଦେଶୀ ଦବଗେଣ ନ ଥିଲେ।

ପ୍ରଥମ ଶାମୁୟେଲ 22:4
ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମାୟୋବର ରାଜାଙ୍କ ନିକଟରେ ଛାଡି ଗଲେ। ଯେତଦେିନ ୟାଏ ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ସେ ପର୍ୟ୍ଯନ୍ତ ସମାନେେ ମାୟୋବର ରାଜାଙ୍କ ସହିତ ରହିଲେ।

ପ୍ରଥମ ରାଜାବଳୀ 10:26
ଏହିପରି ରାଜା ଶଲୋମନଙ୍କର ବହୁତଗୁଡିଏ ରଥ ଓ ଅଶ୍ବାରୋହୀ ହାଇଗେଲେ। ତାଙ୍କର 1,400 ରଥ ଓ 12,000 ଅଶ୍ବାରୋହୀ ଥିଲେ। ସେ ତାଙ୍କର ରଥଗୁଡିକ ପାଇଁ ସ୍ବତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ୟିରୁଶାଲମ ନଗର ରେ ରଖିଲେ।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்