Base Word
נֶזֶם
Short Definitiona nose-ring
Long Definitionring, nose ring, earring
Derivationfrom an unused root of uncertain meaning
International Phonetic Alphabetn̪ɛˈd͡zɛm
IPA modnɛˈzɛm
Syllablenezem
Dictionneh-DZEM
Diction Modneh-ZEM
Usageearring, jewel
Part of speechn-m

ଆଦି ପୁସ୍ତକ 24:22
ଓଟମାନେ ପାଣି ପିଇସାରିବା ପରେ। ସହେି ଦାସ ଜଣଙ୍କ ରିବିକାକୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା।

ଆଦି ପୁସ୍ତକ 24:30
ସେ କୂଅ ପାଖକୁ ଦୌଡ଼ିଗଲା। ଏବଂ ସହେିଠା ରେ ସହେିଲୋକ ଜଣକ ସହେି ଓଟମାନଙ୍କୁ ଧରି ସହେି କୂପ ପାଖ ରେ ଠିଆ ହାଇେଥିଲା।

ଆଦି ପୁସ୍ତକ 24:47
ତା'ପରେ ମୁଁ ପଚାରିଲି, 'ତୁମ୍ଭର ପିତା କିଏ?' ସେ ଉତ୍ତର ଦଲୋ, 'ବଥୂଯଲେ ମାରେ ପିତା।' ଏହାପରେ ମୁଁ ତାଙ୍କୁ ବଳା ଓ ନଥ ଦଲେି।

ଆଦି ପୁସ୍ତକ 35:4
ତେଣୁ ସମସ୍ତ ଲୋକେ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଯାକୁବକୁ ଦେଲେ। ସମାନେେ ମଧ୍ଯ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ୟାକବକୁ ଦେଲେ। ଯାକୁବ ସଗେୁଡ଼ିକ ନଇେ ଶିଖିମ ନିକଟବର୍ତ୍ତୀ ଆଲୋନ ବୃକ୍ଷ ମୂଳେ ପୋତି ଦେଲେ।

ଯାତ୍ରା ପୁସ୍ତକ 32:2
ହାରୋଣ ସହେି ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ଯାମାନଙ୍କର କର୍ଣ୍ଣ କୁଣ୍ଡଳ ମାେ ପାଖକୁ ଆଣ।

ଯାତ୍ରା ପୁସ୍ତକ 32:3
ତେଣୁ ଲୋକମାନେ ସହେି କର୍ଣ୍ଣକୁଣ୍ଡଳ ଗୁଡିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ।

ଯାତ୍ରା ପୁସ୍ତକ 35:22
ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ବଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀଯ ହାର ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।

ବିଚାରକର୍ତାମାନଙ୍କ ବିବରଣ 8:24
ଗିଦ୍ଦିୟୋନ ଇଶ୍ରାୟେଲମାନଙ୍କୁ କହିଲେ, ମୁ ତୁମ୍ଭମାନଙ୍କ ନିକଟରେ ଏହି ନିବଦନେ କରୁଅଛି: ତୁମ୍ଭମାନେେ ୟକ୍ସ୍ଟଦ୍ଧ ରେ ନଇୟୋଇଥିବା ସକ୍ସ୍ଟବର୍ଣ୍ଣ କର୍ଣ୍ଣ କକ୍ସ୍ଟଣ୍ତଳ ମାେତେ ଦଅ। ହାରିଥିବା ଇଶ୍ରାୟେଲୀୟଙ୍କର ସକ୍ସ୍ଟବର୍ଣ୍ଣର କର୍ଣ୍ଣ କକ୍ସ୍ଟଣ୍ତଳକକ୍ସ୍ଟ ସମାନେେ ନଇୟୋଇଥିଲେ।

ବିଚାରକର୍ତାମାନଙ୍କ ବିବରଣ 8:24
ଗିଦ୍ଦିୟୋନ ଇଶ୍ରାୟେଲମାନଙ୍କୁ କହିଲେ, ମୁ ତୁମ୍ଭମାନଙ୍କ ନିକଟରେ ଏହି ନିବଦନେ କରୁଅଛି: ତୁମ୍ଭମାନେେ ୟକ୍ସ୍ଟଦ୍ଧ ରେ ନଇୟୋଇଥିବା ସକ୍ସ୍ଟବର୍ଣ୍ଣ କର୍ଣ୍ଣ କକ୍ସ୍ଟଣ୍ତଳ ମାେତେ ଦଅ। ହାରିଥିବା ଇଶ୍ରାୟେଲୀୟଙ୍କର ସକ୍ସ୍ଟବର୍ଣ୍ଣର କର୍ଣ୍ଣ କକ୍ସ୍ଟଣ୍ତଳକକ୍ସ୍ଟ ସମାନେେ ନଇୟୋଇଥିଲେ।

ବିଚାରକର୍ତାମାନଙ୍କ ବିବରଣ 8:25
ତହିଁରେ ସମାନେେ ଉତ୍ତର କଲେ, ଆମ୍ଭମାନେେ ତାହା ଅବଶ୍ଯ ଦବେକ୍ସ୍ଟ। ପକ୍ସ୍ଟଣି ସମାନେେ ବସ୍ତ୍ର ବିଛାଇ ପ୍ରତ୍ଯକ ତା ମଧିଅରେ ନିଜ ନିଜର ଲକ୍ସ୍ଟଟିତ ନଥ ପକାଇଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்