Base Word
נָזִיר
Short Definitionseparate, i.e., consecrated (as prince, a Nazirite); hence (figuratively from the latter) an unpruned vine (like an unshorn Nazirite)
Long Definitionconsecrated or devoted one, Nazarite
Derivationor נָזִר; from H5144
International Phonetic Alphabetn̪ɔːˈd͡zɪi̯r
IPA modnɑːˈziːʁ
Syllablenāzîr
Dictionnaw-DZEER
Diction Modna-ZEER
UsageNazarite (by a false alliteration with Nazareth), separate(-d), vine undressed
Part of speechn-m

ଆଦି ପୁସ୍ତକ 49:26
ତୁମ୍ଭର ପିତାଙ୍କ ଆଶିର୍ବାଦ ଅଧିକ ପ୍ରାଚୀନ ପର୍ବତଠାରୁ ଏବଂ ଭଲ ବିଷଯ ଚିରସ୍ଥାଯୀ ପର୍ବତର ସୀମା ପର୍ୟ୍ଯନ୍ତ ହବେ। ଯୋଷଫେ ୟିଏକି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସହେି ଆଶୀର୍ବାଦ ସମସ୍ତ ଭୋଗକରୁ।

ଲେବୀୟ ପୁସ୍ତକ 25:5
ଯେଉଁ ଶସ୍ଯ ତୁମ୍ଭ କ୍ଷେତ୍ର ରେ ଆପେ ହାଇେଥିବା, ତାକୁ ତୁମ୍ଭମାନେେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହବେ।

ଲେବୀୟ ପୁସ୍ତକ 25:11
ସହେି ପଚାଶତମ ବର୍ଷ ବ୍ଯାପି ତୁମ୍ଭମାନଙ୍କ ନିମନ୍ତେ ୟୋବଲେ ହବେ। ତୁମ୍ଭମାନେେ କ୍ଷେତ୍ର ରେ ଶସ୍ଯ ବୁଣିବ ନାହିଁ କିମ୍ବା ଆପେ ବଢିଥିବା ଶସ୍ଯ କାଟିବ ନାହିଁ ଓ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ।

ଗଣନା ପୁସ୍ତକ 6:2
ଇଶ୍ରାୟେଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ସର୍ଗିତ ହବୋ ନିମନ୍ତେ ବିଶଷେ ନାସରୀଯ ପ୍ରତିଜ୍ଞା କରିବା ଉଚିତ୍।

ଗଣନା ପୁସ୍ତକ 6:13
ସହେି ମନୁଷ୍ଯ ଆଉ ପୃଥକ ରହିବା ଦିନ ସମ୍ପୂର୍ଣ ହେଲେ ନାସରୀଯ ପ୍ରତିଜ୍ଞା ବ୍ଯବସ୍ଥା ଅନୁସାରେ ବ୍ରତକାରୀ ସମାଗମ ତମ୍ବୁ ଦ୍ବାର ନିକଟକୁ ଆସିବ।

ଗଣନା ପୁସ୍ତକ 6:18
ପୁଣି ନାସରୀଯ ବ୍ରତ ରେ ଥିବା ସମୟରେ ସହେି ବ୍ଯକ୍ତି ସମାଗମ ତମ୍ବୁର ସମ୍ମୁଖ ରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନଇେ ମଙ୍ଗଳାର୍ଥକ ନବୈେଦ୍ଯକୁ ଦଗ୍ଧ କରୁଥିବା ଅଗ୍ନି ରେ ପକାଇବ।

ଗଣନା ପୁସ୍ତକ 6:19
ନାସରୀଯ ବ୍ରତ ରେ ଥିବା ବ୍ଯକ୍ତି ନିଜର ମସ୍ତକ ଲଣ୍ତା କଲାପରେ, ଯାଜକ ସହେି ମଷେର ରନ୍ଧା ହାଇେଥିବା ସ୍କନ୍ଧ, ଗୋଟିଏ ତାଡିଶୂନ୍ଯ ପିଠା ସହେି ଡାଲାରୁ ଏବଂ ଗୋଟିଏ ସରୁ ପିଠା ଦବେ।

ଗଣନା ପୁସ୍ତକ 6:20
ତା'ପରେ ଯାଜକ ଦୋଳନୀଯ ନବୈେଦ୍ଯ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଟକେିବ, ସହେି ଛାତି ଓ ଗୋଡ ନବୈେଦ୍ଯ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା'ପରେ ସହେି ନାସରୀଯ ବ୍ରତ କରିଥିବା ବ୍ଯକ୍ତି ଦ୍ରାକ୍ଷାରସ ପାନ କରିପାରିବ।

ଗଣନା ପୁସ୍ତକ 6:21
ଏହି ହେଉଛି ବ୍ଯବସ୍ଥା, ଯେଉଁ ଲୋକ ବିଶଷେ ନାସରୀଯ ବ୍ରତ କରେ। ସେ ଏହି ନବୈେଦ୍ଯ ଆଣିବ, ଏତଦ୍ ବ୍ଯତିତ ଯଦି ସେ ଅନ୍ୟକିଛି ନଇେପାରିବ, ସେ ନିଶ୍ଚଯ ଯାହା ପ୍ରତିଜ୍ଞା କରିଛି ତାହା କରିବ।

ଦିତୀୟ ବିବରଣ 33:16
ପୃଥିବୀ ତା'ର ଉତ୍ତମତା ଯୋଷଫଙ୍କେକ୍ସ୍ଟ ଦେଉ। ୟିଏ ଜଳନ୍ତା ବକ୍ସ୍ଟଦା ରେ ବାସକରନ୍ତି ତାହାଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ଯୋଷଫଙ୍କେ ମସ୍ତକରେ ଆଶୀର୍ବାଦ ପଡକ୍ସ୍ଟ। ୟିଏ କି ଭାଇମାନଙ୍କ ସବୋ ରେ ନିଜକକ୍ସ୍ଟ ଉତ୍ସର୍ଗ କଲେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்