Base Word
נְדָבָה
Short Definitionproperly (abstractly) spontaneity, or (adjectively) spontaneous; also (concretely) a spontaneous or (by inference, in plural) abundant gift
Long Definitionvoluntariness, free-will offering
Derivationfrom H5068
International Phonetic Alphabetn̪ɛ̆.d̪ɔːˈbɔː
IPA modnɛ̆.dɑːˈvɑː
Syllablenĕdābâ
Dictionneh-daw-BAW
Diction Modneh-da-VA
Usagefree(-will) offering, freely, plentiful, voluntary(-ily, offering), willing(-ly), offering)
Part of speechn-f

ଯାତ୍ରା ପୁସ୍ତକ 35:29
ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦଯ ସମାନଙ୍କେୁ ଉଦାର କଲା, ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ଦଇେଥବା ଆଜ୍ଞାନୁସା ରେ କାର୍ୟ୍ଯ ପାଇଁ ଉପହାର ଆଣିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଆଣିଲେ।

ଯାତ୍ରା ପୁସ୍ତକ 36:3
ମାଶାେ ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ଯ ଦ୍ରବ୍ଯମାନ ଦେଲେ ଏବଂ ସମାନେେ ସହେି ଦ୍ରବ୍ଯଗୁଡିକ ବ୍ଯବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତ ରେ ଉପହାରମାନ ଆଣି ଦେଲେ।

ଲେବୀୟ ପୁସ୍ତକ 7:16
ମାତ୍ର ଯଦି ସହେି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ବେଚ୍ଛାଦତ୍ତ ଉପହାର ହୁଏ। ତବେେ ସେ ତାହାର ସହେି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳ ରେ ଭୋଜନ କରିବ।

ଲେବୀୟ ପୁସ୍ତକ 22:18
ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇଶ୍ରାୟେଲ ବଂଶର ହୁଅନ୍ତୁ କିମ୍ବା ସମାନଙ୍କେ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ମାନତପୂର୍ବକ ବା ସ୍ବେଚ୍ଛାପୂର୍ବକ କୌଣସି ନବୈେଦ୍ଯ ଆଣନ୍ତି।

ଲେବୀୟ ପୁସ୍ତକ 22:21
ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ବେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତବେେ ତାହା ଗ୍ରାହ୍ଯ ହବୋ ନିମନ୍ତେ ନିଖୁଣ ପଶୁ ହବେ ଓ ତାହାଠା ରେ କୌଣସି ଖୁଣ ନଥିବ।

ଲେବୀୟ ପୁସ୍ତକ 22:23
ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସପରେି ଗାଈ କିମ୍ବା ମେଣ୍ଢା ଗ୍ରାହ୍ଯ ହବେନାହିଁ।

ଲେବୀୟ ପୁସ୍ତକ 23:38
ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।

ଗଣନା ପୁସ୍ତକ 15:3
ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ବେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଗୋମଷୋଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଅଗ୍ନିକୃତ ଉପହାର ରୂପେ ହାମବେଳି ଉତ୍ସର୍ଗ କରିବ।

ଗଣନା ପୁସ୍ତକ 29:39
ତୁମ୍ଭମାନେେ ତୁମ୍ଭମାନଙ୍କର ପର୍ବଦିନ ରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହାମବେଳି ତୁମ୍ଭମାନଙ୍କ ଶସ୍ଯ ନବୈେଦ୍ଯ, ତୁମ୍ଭମାନଙ୍କ ପଯେ ନବୈେଦ୍ଯ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂୟୋଗ ବିଶଷେ ପ୍ରତିଜ୍ଞା ନବୈେଦ୍ଯ ଓ ସ୍ବେଚ୍ଛାମୂଳକ ନବୈେଦ୍ଯ ଉତ୍ସର୍ଗ କର।

ଦିତୀୟ ବିବରଣ 12:6
ତୁମ୍ଭମାନେେ ସହେି ସ୍ଥାନକକ୍ସ୍ଟ ନିଜ ନିଜ ହାମବେଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀଯ ଉପହାର ନିଜ ନିଜ ମାନତ ଦ୍ରବ୍ଯ, ସ୍ବେଛାଦତ ନବୈେଦ୍ଯ ଓ ନିଜ ନିଜ ପଶକ୍ସ୍ଟ ପଲର ପ୍ରଥମଜାତ ସମସ୍ତଙ୍କକ୍ସ୍ଟ ଆଣିବ।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்