Base Word
נָגַף
Short Definitionto push, gore, defeat, stub (the toe), inflict (a disease)
Long Definitionto strike, smite
Derivationa primitive root
International Phonetic Alphabetn̪ɔːˈɡɑp
IPA modnɑːˈɡɑf
Syllablenāgap
Dictionnaw-ɡAHP
Diction Modna-ɡAHF
Usagebeat, dash, hurt, plague, slay, smite (down), strike, stumble, × surely, put to the worse
Part of speechv

ଯାତ୍ରା ପୁସ୍ତକ 8:2
ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ଛାଡିବାକୁ ମନା କରିବ, ତବେେ ମୁଁ ମିଶରକୁ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ କରି ଦବେି।

ଯାତ୍ରା ପୁସ୍ତକ 12:23
ସହେି ସମୟରେ ସଦାପ୍ରଭୁ ମିଶର ମଝି ରେ ଯିବେ ଏବଂ ମିଶରୀଯମାନଙ୍କୁ ହତ୍ଯା କରିବେ। ସଦାପ୍ରଭୁ ଯେଉଁ ଦ୍ବାର ରେ ରକ୍ତ ଚିହ୍ନ ଦେଖିବେ ସହେି ଘରକୁ ଛାଡି ଦବେେ। ସେ ମୃତ୍ଯୁ ଦୂତକୁ ତୁମ୍ଭ ଘ ରେ ପଶି ତୁମ୍ଭକୁ ହତ୍ଯା କରିବାକୁ ଦବେେ ନାହିଁ।

ଯାତ୍ରା ପୁସ୍ତକ 12:23
ସହେି ସମୟରେ ସଦାପ୍ରଭୁ ମିଶର ମଝି ରେ ଯିବେ ଏବଂ ମିଶରୀଯମାନଙ୍କୁ ହତ୍ଯା କରିବେ। ସଦାପ୍ରଭୁ ଯେଉଁ ଦ୍ବାର ରେ ରକ୍ତ ଚିହ୍ନ ଦେଖିବେ ସହେି ଘରକୁ ଛାଡି ଦବେେ। ସେ ମୃତ୍ଯୁ ଦୂତକୁ ତୁମ୍ଭ ଘ ରେ ପଶି ତୁମ୍ଭକୁ ହତ୍ଯା କରିବାକୁ ଦବେେ ନାହିଁ।

ଯାତ୍ରା ପୁସ୍ତକ 12:27
ତୁମ୍ଭମାନେେ କହିବ, 'ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାର ପର୍ବୀଯ ବଳିଦାନ। କାରଣ? ଯେ ତବେଳେ ଆମ୍ଭେ ମିଶର ରେ ଥିଲୁ, ସଦାପ୍ରଭୁ ସେତବେେଳେ ଆମ୍ଭମାନଙ୍କୁ ଛାଡ କବଳେ ମିଶରବସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ଯା କଲା ବେଳେ ଆମ୍ଭମାନଙ୍କୁ ସୁରକ୍ଷା ହଇେଥିଲେ। ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହାଇେ ପ୍ରଣାମ କଲେ।'

ଯାତ୍ରା ପୁସ୍ତକ 21:22
ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯବେେ ତା'ର ଗର୍ଭପାତ ହୁଏ ମାତ୍ର ପରେ ତା'ର ଯଦି କ୍ଷତି ନଘଟେ. ତବେେ ସହେି ସ୍ତ୍ରୀର ସ୍ବାମୀ ଯେଉଁରୂପେ ଦାବି କରିବ ସହେି ଅନୁସାରେ ତାକୁ ଅବଶ୍ଯ ଅର୍ଥଦଣ୍ଡ ହବେ। ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦବେ।

ଯାତ୍ରା ପୁସ୍ତକ 21:35
ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ଯା କରେ, ତବେେ ସମାନେେ ସହେି ଜୀବିତ ଗୋରୁକୁ ବିକ୍ରଯ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ଯ ଦୁଇଭାଗ କରି ନବେେ।

ଯାତ୍ରା ପୁସ୍ତକ 32:35
ତେଣୁ ସଦାପ୍ରଭୁ ଲୋକମାନଙ୍କ ଉପରେ ଭୟଙ୍କର ଅସୁସ୍ଥତା ଆଣିଲେ, ସେ ଏପରି କଲେ କାରଣ ଲୋକମାନେ ହାରୋଣଙ୍କୁ ଏହି ସୁବର୍ଣ୍ଣ ବାଛୁରୀ ତିଆରି କରିବାକୁ କହିଥିଲେ।

ଲେବୀୟ ପୁସ୍ତକ 26:17
ମୁଁ ତୁମ୍ଭ ବିରୁଦ୍ଧ ରେ ୟିବି, ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ପରାଜିତ ହବେ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସମାନେେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କହେି ତୁମ୍ଭମାନଙ୍କ ପଛ ରେ ନ ଗୋଡ଼ାଇଲେ ହେଁ ତୁମ୍ଭମାନେେ ଦୌଡି ପଳାଇୟିବ।

ଗଣନା ପୁସ୍ତକ 14:42
ତୁମ୍ଭମାନେେ ଉପରକୁ ୟାଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ନାହାଁନ୍ତି। ତେଣୁ ତୁମ୍ଭେ ଅକ୍ଲେଶ ରେ ଶତୃମାନଙ୍କଦ୍ବାରା ପରାସ୍ତ ହବେ।

ଦିତୀୟ ବିବରଣ 1:42
କିନ୍ତୁ ସଦାପ୍ରଭୁ ମାେତେ କହିଲେ, 'ଲୋକମାନଙ୍କୁ ମନାକର ସଠାେକକ୍ସ୍ଟ ୟାଇ ୟକ୍ସ୍ଟଦ୍ଧ କରିବା ପାଇଁ। କାରଣ ଆମ୍ଭେ ସମାନଙ୍କେ ସହିତ ୟିବକ୍ସ୍ଟ ନାହିଁ, ତେଣୁ ସମାନଙ୍କେର ଶତୃମାନେ ସମାନଙ୍କେୁ ପରାସ୍ତ କରିବେ।'

Occurences : 49

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்