Base Word
נָגַח
Short Definitionto butt with the horns; figuratively, to war against
Long Definitionto push, thrust, gore
Derivationa primitive root
International Phonetic Alphabetn̪ɔːˈɡɑħ
IPA modnɑːˈɡɑχ
Syllablenāgaḥ
Dictionnaw-ɡA
Diction Modna-ɡAHK
Usagegore, push (down, -ing)
Part of speechv

ଯାତ୍ରା ପୁସ୍ତକ 21:28
ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।

ଯାତ୍ରା ପୁସ୍ତକ 21:31
ଏହି ନିଯମ ମଧ୍ଯ ବଳଦ ମାରି ଦଇେଥିବା ପୁତ୍ର, କନ୍ଯା ଏବଂ ଲୋକଙ୍କ କ୍ଷେତ୍ର ରେ ପ୍ରପୁଜ୍ଯ ହବେ।

ଯାତ୍ରା ପୁସ୍ତକ 21:31
ଏହି ନିଯମ ମଧ୍ଯ ବଳଦ ମାରି ଦଇେଥିବା ପୁତ୍ର, କନ୍ଯା ଏବଂ ଲୋକଙ୍କ କ୍ଷେତ୍ର ରେ ପ୍ରପୁଜ୍ଯ ହବେ।

ଯାତ୍ରା ପୁସ୍ତକ 21:32
କିନ୍ତୁ ଯଦି ବଳଦ ଯବେେ କାହାର ଦାସ କି ଦାସୀକୁ ଆଘାତ କରେ, ତବେେ ସେ ତା'ର ପ୍ରଭୁକୁ ତିରିଶ ସକେଲେ ରୂପା ଦବେ। ଆଉ ବଳଦକୁ ପ୍ରସ୍ତର ଦ୍ବାରା ହତ୍ଯା କରାୟିବ।

ଦିତୀୟ ବିବରଣ 33:17
ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।

ପ୍ରଥମ ରାଜାବଳୀ 22:11
କନାନାର ପୁତ୍ର ସିଦିକିଯ ଜଣେ ଭବିଷ୍ଯଦ୍ବକ୍ତା ଲୌହମଯ ଶିଙ୍ଗମାନ ନିର୍ମାଣ କରି ଆହାବ୍ଙ୍କୁ କହିଲା, ସଦାପ୍ରଭୁ କହନ୍ତି, 'ତୁମ୍ଭେ ଏହି ଲୌହମଯ ଶିଙ୍ଗ ୟୁଦ୍ଧ ରେ ବ୍ଯବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ଯମାନଙ୍କୁ ସଂହାର କରିବ ଏବଂ ଜଯଲାଭ କରିବ।'

ଦିତୀୟ ବଂଶାବଳୀ 18:10
ସିଦିକିଯ କନାନା ନାମକ ବ୍ଯକ୍ତିର ପୁତ୍ର ଥିଲା। ସିଦିକିଯ ଲୁହାରୁ କେତକେ ଶିଙ୍ଗା ନିର୍ମାଣ କରିଥିଲା। ସିଦିକିଯ କହିଲା, ସଦାପ୍ରଭୁ କହନ୍ତି, ' ସମାନେେ ସମ୍ପୂର୍ଣ୍ଣ ବିନଷ୍ଟ ନ ହବୋ ପର୍ୟ୍ଯନ୍ତ ତୁମ୍ଭେ ଏହି ଲୌହ-ଶିଙ୍ଗା ଅରାମୀଯମାନଙ୍କୁ ବିଦାରିବା ନିମନ୍ତେ ବ୍ଯବହାର କରିବ।'

ଗୀତସଂହିତା 44:5
ହେ ମାରେ ପରମେଶ୍ବର, ତୁମ୍ଭରି ସାହାୟ୍ଯରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦବେୁ। ତୁମ୍ଭର ନାମକୁ ନଇେ ଆମ୍ଭମାନେେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଚାଲିୟିବୁ।

ଯିହିଜିକଲ 34:21
ତୁମ୍ଭମାନେେ ପାଶର୍‌ବ ରେ ଓ ସ୍କନ୍ଧ ରେ ପୀଡ଼ିତମାନଙ୍କୁ ଠଲେି ଦେଉଅଛ ଓ ସମାନଙ୍କେୁ ଦୂରକୁ ତଡ଼ିଦବୋ ପର୍ୟ୍ଯନ୍ତ ନିଜ ଶୃଙ୍ଗ ରେ ଠଲେି ଦେଉଅଛ।

ଦାନିଏଲ 8:4
ମୁଁ ଲକ୍ଷ୍ଯ କଲି ସହେି ମଷେ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପଲେି ମାଡି ଯାଉଛି। ଆଉ କୌଣସି ପଶୁ ତାହା ସମ୍ମୁଖ ରେ ଠିଆ ହାଇପୋରୁ ନଥିଲେ ଏବଂ ଆଉ କହେି ତା'ଠାରୁ ରକ୍ଷା ପାଇ ପାରିଲେ ନାହିଁ। ତେଣୁ ସେ ନିଜ ଇଚ୍ଛାନୁସା ରେ କର୍ମ କରି ନିଜର ବଡିମା ପ୍ରକାଶ କରି ଶକ୍ତିଶାଳୀ ହେଲା।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்