Base Word | |
נָגַהּ | |
Short Definition | to glitter; causatively, to illuminate |
Long Definition | to shine |
Derivation | a primitive root |
International Phonetic Alphabet | n̪ɔːˈɡɑh |
IPA mod | nɑːˈɡɑh |
Syllable | nāgah |
Diction | naw-ɡA |
Diction Mod | na-ɡA |
Usage | (en-)lighten, (cause to) shine |
Part of speech | v |
ଦିତୀୟ ଶାମୁୟେଲ 22:29
ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରଦୀପ। ମାରେ ଅନ୍ଧକାରକକ୍ସ୍ଟ ଆଲୋକମଯ କରିବ।
ଆୟୁବ ପୁସ୍ତକ 18:5
ହଁ, ଦୁଷ୍ଟ ଲୋକର ଆଲୋକ ଲିଭିୟିବ। ତାଙ୍କର ଅଗ୍ନି ଜଳିବା ବନ୍ଦ ହବେ।
ଆୟୁବ ପୁସ୍ତକ 22:28
ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚଯ ତାହା ସଫଳ ହବେ। ତା' ହେଲେ ପ୍ରକୃତ ରେ ତୁମ୍ଭର ଭବିଷ୍ଯତ ଉଜ୍ଜଳ ହବେ।
ଗୀତସଂହିତା 18:28
ହେ ସଦାପ୍ରଭୁ, ତୁମ୍ଭେ ମାରେ ଦୀପକୁ ଆ ଲୋକିତ କର। ମାେ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
ଯିଶାଇୟ 9:2
ସହେି ଲୋକମାନେ ଅନ୍ଧକାର ରେ ଚଲାବୁଲା କରୁଥିଲେ, ମାତ୍ର ସମାନେେ ଏକ ମହାନ୍ ଆଲୋକ ଦେଖିଛନ୍ତି। ସମାନେେ ମୃତ୍ଯୁରୂପକ ଅନ୍ଧକାର ମଧିଅରେ ବାସ କରୁଥିଲେ, ମାତ୍ର ସହେି ଉଜ୍ଜ୍ବଳ ଆ ଲୋକ' ସମାନଙ୍କେୁ ଦୀପ୍ତିମଯ କରିଛି।
ଯିଶାଇୟ 13:10
ସେତବେେଳେ ସ୍ବର୍ଗ ଅନ୍ଧକାରମଯ ହବେ ଓ ସୂର୍ୟ୍ଯ, ଚନ୍ଦ୍ର ଓ ତାରାଗଣ ଆଲୋକ ଦବେେ ନାହିଁ।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்