Base Word
נָבַע
Short Definitionto gush forth; figuratively, to utter (good or bad words); specifically, to emit (a foul odor)
Long Definitionto flow, pour out, pour, gush forth, spring, bubble up, ferment
Derivationa primitive root
International Phonetic Alphabetn̪ɔːˈbɑʕ
IPA modnɑːˈvɑʕ
Syllablenābaʿ
Dictionnaw-BA
Diction Modna-VA
Usagebelch out, flowing, pour out, send forth, utter (abundantly)
Part of speechv

ଗୀତସଂହିତା 19:2
ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଚାଲେ। ପ୍ରେତ୍ୟକକ ରାତ୍ରି ପରମେଶ୍ବରଙ୍କ ଶକ୍ତି ବିଷଯରେ ନାନା ତଥ୍ଯ ପ୍ରଦାନ କରେ।

ଗୀତସଂହିତା 59:7
ତୁମ୍ଭେ ସମାନଙ୍କେ ଧମକ ଓ ଅପମାନକୁ ଶୁଣ। ସମାନେେ ଭାବନ୍ତି ସମାନଙ୍କେୁ କହେି ଶୁଣନ୍ତି ନାହିଁ। ୟେ ହତେୁ ସମାନେେ ଖରାପ କଥା କହନ୍ତି।

ଗୀତସଂହିତା 78:2
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ୟାହାକି ବୁଝିବା ପାଇଁ କଷ୍ଟକର।

ଗୀତସଂହିତା 94:4
ସହେି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ ? ସହେି ଅଧର୍ମାଚାରୀମାନେ କେତେ କାଳ ଦର୍ପ କରିବେ ?

ଗୀତସଂହିତା 119:171
ମୁଁ ତୁମ୍ଭର ପ୍ରଶଂସା ଗାନ କରିବି। କାରଣ ତୁମ୍ଭେ ଆପଣା ବ୍ଯବସ୍ଥାମାନ ମାେତେ ଶିଖାଇ ଅଛ।

ଗୀତସଂହିତା 145:7
ଲୋକମାନେ ତୁମ୍ଭର ମହାନ୍ ଉତ୍ତମତା ବିଷଯରେ କୁହନ୍ତୁ ଓ ସମାନେେ ତୁମ୍ଭ ଧାର୍ମିକତା ବିଷଯରେ ଗାନ କରନ୍ତୁ।

ହିତୋପଦେଶ 1:23
ମାରେ ବାକ୍ଯକୁ ସାବଧାନ ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ଯସବୁ ତୁମ୍ଭମାନଙ୍କୁ ଜଣାଇବି।

ହିତୋପଦେଶ 15:2
ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପା ରେ। କିନ୍ତୁ ନିର୍ ବୋଧ ନିର୍ ବୋଧତାକୁ ବଖାଣେ।

ହିତୋପଦେଶ 15:28
ଧାର୍ମିକର ମନ ବିବଚେନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କ ହେ।

ହିତୋପଦେଶ 18:4
ମନୁଷ୍ଯର ମୁଖର ବାକ୍ଯ ଗଭୀର ଜଳତୁଲ୍ଯ। ପୁଣି ଜ୍ଞାନ ରେ ଉତ୍ପତ୍ତି ସ୍ଥାନ ଜଳ ସୋର୍ତ ସଦୃଶ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்