Base Word
נְבוּזַרְאֲדָן
Short DefinitionNebuzaradan, a Babylonian general
Long Definitiona general of Nebuchadnezzar's army at the capture of Jerusalem
Derivationof foreign origin
International Phonetic Alphabetn̪ɛ̆.buː.d͡zɑr.ʔə̆ˈd̪ɔːn̪
IPA modnɛ̆.vu.zɑʁ.ʔə̆ˈdɑːn
Syllablenĕbûzarʾădān
Dictionneh-boo-dzahr-uh-DAWN
Diction Modneh-voo-zahr-uh-DAHN
UsageNebuzaradan
Part of speechn-pr-m

ଦିତୀୟ ରାଜାବଳୀ 25:8
ନବୂଖଦ୍ନିତ୍ସର ରାଜତ୍ବର ଉନବିଂଶ ବର୍ଷ ରେ ପଞ୍ଚମ ମାସର ସପ୍ତମ ଦିନ ରେ ବାବିଲ ରାଜାର ଦାସ ନବୂସରଦନ୍ ଉତ୍ତମ ୟୋଦ୍ଧାବର୍ଗର ସନୋପତି ରୂପେ ୟିରୁଶାଲମ୍କୁ ଆସିଲା।

ଦିତୀୟ ରାଜାବଳୀ 25:11
ତା'ପରେ ନବୂସରଦନ୍ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନଇେ ଗଲେ।

ଦିତୀୟ ରାଜାବଳୀ 25:20
ତା'ପରେ ନବୂସରଦନ୍ ସମାନଙ୍କେୁ ଧରି ହମାତର ରିବ୍ଲା ରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନଇଗେଲା। ବାବିଲର ରାଜା ସମାନଙ୍କେୁ ସହେି ରିବ୍ଲା ରେ ବଧ କଲେ।

ଯିରିମିୟ 39:9
ବାବିଲ ରାଜାର ନବୂଷରଦନ ନାମକ ଜଣେ ପ୍ରହରୀବର୍ଗର ସନୋପତି ୟିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହାଇେଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନଇଗେଲା।

ଯିରିମିୟ 39:10
କିନ୍ତୁ ସହେି ପ୍ରହରୀବର୍ଗ ରେ ସନୋପତି ନବୂଷରଦନ୍ କେତକେ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶ ରେ ଛାଡ଼ିଗଲା, ଆଉ ସମାନଙ୍କେୁ ସହେିଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦଲୋ।

ଯିରିମିୟ 39:11
ମାତ୍ର ବାବିଲର ରାଜା ନବୂଖଦନିତ୍ସର ଯିରିମିୟଙ୍କ ବିଷଯ ରେ ପ୍ରହରୀବର୍ଗର ସନୋପତି ନବୂଷରଦନକୁ ଏହି ଆଜ୍ଞା ଦେଲେ।

ଯିରିମିୟ 39:13
ତେଣୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍, ସନୋଧ୍ଯକ୍ଷ ନବୂଶସବନ୍ ଓ ନେଶୀର ଶଲେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡ଼କାଇଲେ।

ଯିରିମିୟ 40:1
ୟିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସମାନଙ୍କେ ମଧ୍ଯରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ରାମା ନଗର ରେ ୟାଇ ମୁକ୍ତ କରେ। ଏହାପ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିଟ ରେ ଉପସ୍ଥିତ ହେଲା।

ଯିରିମିୟ 41:10
ଏହାପ ରେ ଇଶମାଯଲେ, ମିସ୍ପା ରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ଯାଗଣଙ୍କୁ ଓ ମିସ୍ପା ରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିଯ ହସ୍ତ ରେ ସମର୍ପଣ କରିଥିଲା, ସମାନଙ୍କେୁ ବନ୍ଦୀକରି ନଇଗେଲା ସେ ସମାନଙ୍କେୁ ବନ୍ଦୀକରି ଅମ୍ ନୋନ ସନ୍ତାନଗଣର ନିକଟକୁ ୟିବାପାଇଁ ପ୍ରସ୍ଥାନ କଲା।

ଯିରିମିୟ 43:6
ସମାନେେ ସମସ୍ତ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ଯେଉଁ ରାଜକନ୍ଯାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ, ଶାଫନର ପୌତ୍ର ଅହୀତାମର ପୁତ୍ର ଗଦଲିଯ ନିକଟରେ ଛାଡ଼ି ୟାଇଥିଲା, ସମାନଙ୍କେୁ ଆଉ ଯିରିମିୟ ଭବିଷ୍ଯଦବକ୍ତାଙ୍କୁ ଓ ନରେିଯର ପୁତ୍ର ବାରୂକକୁ ମିଶରକୁ ନେଲେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்