Base Word
מַשְׁקוֹף
Short Definitiona lintel
Long Definitionlintel (of door)
Derivationfrom H8259 in its original sense of overhanging
International Phonetic Alphabetmɑʃˈk’op
IPA modmɑʃˈko̞wf
Syllablemašqôp
Dictionmahsh-KOPE
Diction Modmahsh-KOFE
Usagelintel
Part of speechn-m

ଯାତ୍ରା ପୁସ୍ତକ 12:7
ତୁମ୍ଭମାନେେ ସହେି ପଶୁର ରକ୍ତ ନଇେ ତୁମ୍ଭେ ଯେଉଁ ଘ ରେ ମଷେ ଖାଉଥିବ, ସହେି ଫାଟକର ଦ୍ବାରବନ୍ଧର ଉପର ଓ ବାଜୁବନ୍ଧ ପାଖ ରେ ସହେି ରକ୍ତ ଲଗାଇବ।

ଯାତ୍ରା ପୁସ୍ତକ 12:22
ବିଡାଏ ଏସୋବ୍ ନଇେ ପାତ୍ର ରେ ଥିବା ରକ୍ତ ରେ ବୁଡାଇ ଦ୍ବାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ୟାଏ ତୁମ୍ଭମାନଙ୍କର କହେିଗୃହ ଦ୍ବାର ରେ ବାହାରକୁ ନଯାଉ।

ଯାତ୍ରା ପୁସ୍ତକ 12:23
ସହେି ସମୟରେ ସଦାପ୍ରଭୁ ମିଶର ମଝି ରେ ଯିବେ ଏବଂ ମିଶରୀଯମାନଙ୍କୁ ହତ୍ଯା କରିବେ। ସଦାପ୍ରଭୁ ଯେଉଁ ଦ୍ବାର ରେ ରକ୍ତ ଚିହ୍ନ ଦେଖିବେ ସହେି ଘରକୁ ଛାଡି ଦବେେ। ସେ ମୃତ୍ଯୁ ଦୂତକୁ ତୁମ୍ଭ ଘ ରେ ପଶି ତୁମ୍ଭକୁ ହତ୍ଯା କରିବାକୁ ଦବେେ ନାହିଁ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்