Base Word
מְשֻׁלָּם
Short DefinitionMeshullam, the name of seventeen Israelites
Long Definitiongrandfather of Shaphan, the scribe
Derivationfrom H7999; allied
International Phonetic Alphabetmɛ̆.ʃulˈlɔːm
IPA modmɛ̆.ʃuˈlɑːm
Syllablemĕšullām
Dictionmeh-shool-LAWM
Diction Modmeh-shoo-LAHM
UsageMeshullam
Part of speechn-pr-m

ଦିତୀୟ ରାଜାବଳୀ 22:3
ଯୋଶିୟ ତାଙ୍କ ରାଜତ୍ବର ଅଷ୍ଟାଦଶ ବର୍ଷ ରେ ମଶୁଲ୍ଲମର ପୌତ୍ର, ଅତ୍ସଲିଯର ପୁତ୍ର ଶାଫନ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ।

ପ୍ରଥମ ବଂଶାବଳୀ 3:19
ପଦାଯଙ୍କର ପୁତ୍ରମାନେ ଥିଲେ ସରୁଦ୍ଦାବଲେ ଓ ଶିମିଯି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିଯ। ଶ ଲୋମୀତ ସମାନଙ୍କେର ଭଉଣୀ ଥିଲେ।

ପ୍ରଥମ ବଂଶାବଳୀ 5:13
ସମାନଙ୍କେ ପିତ୍ରାଳଯ ରେ ସାତଜଣ ଭ୍ରାତା ଏହିପରି ଥିଲେ ମୀଖାଯଲେ, ଶୁଲ୍ଲ, ଶବୋ, ୟୋରଯ, ୟାକନ୍, ସୀଯ ଓ ଏବର୍।

ପ୍ରଥମ ବଂଶାବଳୀ 8:17
ଇଲ୍ପାଲ୍ଙ୍କ ପୁତ୍ରମାନେ ଥିଲେ : ସବଦିଯ, ମଶୂଲ୍ଲମ୍, ହିଷକି, ହବେର୍,

ପ୍ରଥମ ବଂଶାବଳୀ 9:7
ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିବା ବିନ୍ଯାମୀନ ପରିବାରବର୍ଗର ଥିଲେ : ସଲ୍ଲୁ ମଶୁଲ୍ଲଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ହୋଦ୍ବିଯଙ୍କ ପୁତ୍ର ଥିଲେ। ହୋଦ୍ବିଯ ହସନୁଯଲଙ୍କେ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:8
ୟିବ୍ନିଯ ୟିରୋହମଙ୍କ ପୁତ୍ର ଥିଲେ। ଏଲା ଉଷିଙ୍କ ପୁତ୍ର ଥିଲେ। ଉଷି ମିଖ୍ରିଙ୍କ ପୁତ୍ର ଥିଲେ। ମଶୁଲ୍ଲମ ଶଫଟିଯଙ୍କ ପୁତ୍ର ଥିଲେ। ଶଫଟିଯ ରୁଯଲଙ୍କେ ପୁତ୍ର ଥିଲେ ଏବଂ ରୁଯଲେ ଇବ୍ନିଯଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:11
ଅସରିଯ ହିଲକିଯଙ୍କ ପୁତ୍ର ଥିଲେ। ହିଲକିଯ ମଶୁଲ୍ଲମ୍ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକ୍ଙ୍କ ପୁତ୍ର ଥିଲେ। ସାଦୋକ୍ ମରାଯୋତଙ୍କ ପୁତ୍ର ଥିଲେ। ମରାଯୋତ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ବରଙ୍କ ମନ୍ଦିରର ସୁରକ୍ଷା ଦାଯିତ୍ବ ରେ ଥିବା ବିଶଷେ କାର୍ୟ୍ଯକାରୀ ଥିଲେ। ଆହୁରି ମଧ୍ଯ ସଠାେରେ ୟିରୋହମଙ୍କ ପୁତ୍ର ଅଦାଯା ଥିଲେ। ୟିରୋହମ୍ ପଶ୍ହୂରଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:12
ପଶ୍ହୂର ମଲକିଯଙ୍କ ପୁତ୍ର ଥିଲେ। ଆହୁରି ମଧ୍ଯ ସଠାେରେ ଅଦୀଯଲଙ୍କେ ପୁତ୍ର ମାସଯ ଥିଲେ। ଅଦୀଯଲେ ୟହ ସରୋଙ୍କ ପୁତ୍ର ଥିଲେ। ୟହ ସରୋ ମଶୁଲ୍ଲମଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ମଶିଲ୍ଲମାେତ୍ଙ୍କ ପୁତ୍ର ଥିଲେ। ମଶିଲ୍ଲମାେତ୍ ଇମ୍ମରଙ୍କେ ପୁତ୍ର ଥିଲେ।

ଦିତୀୟ ବଂଶାବଳୀ 34:12
ଲୋକମାନେ ଅତି ବିଶ୍ବସ୍ତଭାବରେ କାର୍ୟ୍ଯ କରୁଥିଲେ। ସମାନଙ୍କେର ତଦାରଖକାରୀମାନେ ଥିଲେ ୟହତ୍ ଓ ଓବଦିଯ। ୟହତ୍ ଓ ଓବଦିଯ ଲବେୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଜିଖରିଯ ଓ ମଶୁଲ୍ଲମ୍। ସମାନେେ କହାତ୍ ବଂଶର ଥିଲେ।

ଏଜ୍ରା 8:16
ତେଣୁ ମୁଁ ଇଲୀଯଷେର, ଅରୀଯଲେ, ଶମଯିଯ ଓ ଇଲ୍ନାଥନ ଓ ୟାରିବ୍ ଇଲ୍ନାଥନ ଓ ନାଥନ, ଜିଖରୀଯ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ଯ ୟୋଯାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்