Base Word
מַשְׂכִּית
Short Definitiona figure (carved on stone, the wall, or any object); figuratively, imagination
Long Definitionshow-piece, figure, imagination, image, idol, picture
Derivationfrom the same as H7906
International Phonetic Alphabetmɑɬˈkɪi̯t̪
IPA modmɑsˈkiːt
Syllablemaśkît
Dictionmahs-KEET
Diction Modmahs-KEET
Usageconceit, image(-ry), picture, × wish
Part of speechn-f

ଲେବୀୟ ପୁସ୍ତକ 26:1
ତୁମ୍ଭମାନେେ ନିଜ ପାଇଁ ଦବମେୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖାଦେିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖାଦେିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଗଣନା ପୁସ୍ତକ 33:52
ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।

ଗୀତସଂହିତା 73:7
ସମାନେେ ୟାହା ଚାହାଁନ୍ତି ତାହା କରନ୍ତି। ୟଦି ସମାନେେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସମାନେେ ତାକୁ ୟେ କୌଣସି ପ୍ରକାରେ ହାସଲ କରିଥାନ୍ତି।

ହିତୋପଦେଶ 18:11
ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତ ରେ ଏହା ଉଚ୍ଚ ପ୍ରାଚୀର ସ୍ବରୂପ, ଯେ କହେି ହେଲେ ଚଢ଼ିପାରିବେ ନାହିଁ।

ହିତୋପଦେଶ 25:11
ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସହେି ରୂପାର ରଚାଇ ରଖିବା ପରି।

ଯିହିଜିକଲ 8:12
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶର ପ୍ରାଚୀନବର୍ଗ ପ୍ରେତ୍ୟକକ ନିଜ ନିଜ ପ୍ରତିମା ଗୃହ ରେ ଅନ୍ଧକାର ରେ ଯାହା କରୁଅଛନ୍ତି ତାହା କ'ଣ ତୁମ୍ଭେ ଦେଖିପାରିବ ? କାରଣ ସମାନେେ ଭାବନ୍ତି, 'ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ଯାଗ କରିଛନ୍ତି।'

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்