Base Word
אֲבִישַׁג
Short DefinitionAbishag, a concubine of David
Long DefinitionDavid's beautiful young nurse
Derivationfrom H0001 and H7686; father of error (i.e., blundering)
International Phonetic Alphabetʔə̆.bɪi̯ˈʃɑɡ
IPA modʔə̆.viːˈʃɑɡ
Syllableʾăbîšag
Dictionuh-bee-SHAHɡ
Diction Moduh-vee-SHAHɡ
UsageAbishag
Part of speechn-pr-f

ପ୍ରଥମ ରାଜାବଳୀ 1:3
ଏଣୁ ରାଜାଙ୍କର ଦାସମାନେ ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ସୁନ୍ଦରୀ କନ୍ଯାର ଅନ୍ବଷେଣ କରିବା ଆରମ୍ଭ କରି ଦେଲେ। ଶଷେ ରେ ସେ ଶୁନମେୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ୟୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘନେି ଆସିଲେ।

ପ୍ରଥମ ରାଜାବଳୀ 1:15
ଏଥି ରେ ବତ୍ଶବୋ ଶଯନାଗାର ଭିତରକୁ ୟାଇ ରାଜାଙ୍କୁ ଦେଖିଲେ। ସେତବେେଳେ ରାଜା ଅତ୍ଯନ୍ତ ବୃଦ୍ଧ ଥିଲେ। ଶୁନମେୀୟା ୟୁବତୀ ଅବୀଶଗ ରାଜାଙ୍କର ପରିଚର୍ୟ୍ଯା କରୁଥିଲା।

ପ୍ରଥମ ରାଜାବଳୀ 2:17
ଅଦୋନିଯ କହିଲେ, ତୁମ୍ଭେ ଅନୁଗ୍ରହ କରି ଶୁନମେୀୟା ଅବୀଶଗକୁ ମାେ ସହିତ ବିବାହ ଦବୋ ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।

ପ୍ରଥମ ରାଜାବଳୀ 2:21
ତେଣୁ ବତ୍ଶବୋ କହିଲେ, ଶୁନମେୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିଯ ସହିତ ବିବାହ ଦିଆଯାଉ।

ପ୍ରଥମ ରାଜାବଳୀ 2:22
ରାଜା ଶଲୋମନ ତାଙ୍କ ମାତାଙ୍କୁ ପଚାରିଲେ, ତୁମ୍ଭେ ମାେତେ କାହିଁକି ଅବୀଶଗ ସହିତ ଅଦୋନିଯକୁ ବିବାହ ଦବୋ ପାଇଁ କହୁଛ? ତୁମ୍ଭେ ମାେତେ କାହିଁକି ପଗ୍ଭରୁନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମାରେବଡଭାଇ। ଯାଜକ ଅବିଯାଥର ଓ ସରୁଯାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்