Base Word
מַשְׁחִית
Short Definitiondestructive, i.e., (as noun) destruction, literally (specifically a snare) or figuratively (corruption)
Long Definitionruin, destruction
Derivationfrom H7843
International Phonetic Alphabetmɑʃˈħɪi̯t̪
IPA modmɑʃˈχiːt
Syllablemašḥît
Dictionmahsh-HEET
Diction Modmahsh-HEET
Usagecorruption, (to) destroy(-ing), destruction, trap, × utterly
Part of speechn-m

ଯାତ୍ରା ପୁସ୍ତକ 12:13
ମନରେଖ ସହେି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ବରୂପ ହବେ। ମୁଁ ଯେତବେେଳେ ସହେି ରକ୍ତ ଦେଖିବି ସହେି ଘରକୁ ଛାଡି ଆଗୁ ଆଗଇବେି। ସଂହାର କାର୍ୟ୍ଯ କବଳେ ମିଶର ଉପରେ ହବେତୁମ୍ଭମାନଙ୍କର କିଛି ହବେ ନାହିଁ।

ଦିତୀୟ ରାଜାବଳୀ 23:13
ରାଜା ଉଚ୍ଚ ସ୍ଥଳଗୁଡିକ ଅଶୁଚି କଲେ, ଯେଉଁସବୁ ୟିରୁଶାଲମର ପୂର୍ବ ରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ବାରା ଗଢା ହାଇେଥିଲା। ଇଶ୍ରାୟେଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀଯମାନଙ୍କର ଭଣ୍ତ ଦବେୀଗଣ, କମାେଣ ପାଇଁ ମାୟୋବର ଭଣ୍ତ ଦବେତା ଏବଂ ମିଲ୍କମ ପାଇଁ ଅମାନେୀଯମାନଙ୍କର ଭଣ୍ତ ଦବେତା ପାଇଁ ତିଆରି ହାଇେଥିଲା।

ଦିତୀୟ ବଂଶାବଳୀ 20:23
ଅେମ୍ମାନୀୟ ଓ ମାୟୋବୀଯମାନେ ସଯେୀର ପାର୍ବତ୍ଯାଞ୍ଚଳର ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ଆରମ୍ଭ କରି ଦେଲେ। ଅମ୍ନୋନୀଯ ଓ ମାୟୋବୀଯମାନେ ସଯେୀର ପାର୍ବତ୍ଯାଞ୍ଚଳର ଲୋକଙ୍କୁ ହତ୍ଯା ଓ ବିନାଶ କଲେ। ସମାନେେ ସଯେୀରର୍ ଲୋକମାନଙ୍କୁ ହତ୍ଯା କରିବା ପରେ, ପରସ୍ପରକୁ ହତ୍ଯା କଲେ।

ଦିତୀୟ ବଂଶାବଳୀ 22:4
ଅହସିଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦକର୍ମ କଲେ। ଆହାବଙ୍କ ପରିବାର ମଧ୍ଯ ସହେିପରି କରିଥିଲେ। ଅହସିଯଙ୍କ ପିତାଙ୍କର ମୃତ୍ଯୁପରେ ଆହାବଙ୍କ ପରିବାର ଅହସିଯଙ୍କୁ ପରାମର୍ଶ ଦବୋକୁ ଲାଗିଲେ। ସମାନେେ ଅହସିଯଙ୍କୁ କୁପରାମର୍ଶ ଦେଲେ। ସହେି କୁପରାମର୍ଶ ତାଙ୍କୁ ମରଣ ଆଡ଼କୁ କଢ଼ାଇ ନଲୋ।

ଯିରିମିୟ 5:26
କାରଣ ଆମ୍ଭେ ଲୋକମାନଙ୍କ ମଧିଅରେ କେତକେ ଦୁଷ୍ଟ ଲୋକ ଅଛନ୍ତି। ସମାନେେ ବ୍ଯାଧ ତୁଲ୍ଯ ଫାଶ ବସାନ୍ତି ଓ ଲୋକମାନଙ୍କୁ ସହେି ଫାନ୍ଦ ରେ ପକାନ୍ତି।

ଯିରିମିୟ 51:25
ଆଉ ସଦାପ୍ରଭୁ କହନ୍ତି, ହେ ବାବିଲ, ତୁମ୍ଭେ ଏକ ବିନାଶକ ପର୍ବତ, ତୁମ୍ଭେ ସମୁଦାଯ ପୃଥିବୀକୁ ବିନାଶ କରୁଅଛ, ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ତୁମ୍ଭ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରିବା। ତୁମ୍ଭକୁ ଶୈଳର ଶୃଙ୍ଗରୁ ଗଡ଼ାଇ ଏକ ଅଗ୍ନିଦଗ୍ଧ ପର୍ବତ କରିବା।

ଯିହିଜିକଲ 5:16
ଆମ୍ଭେ ଆମ୍ଭର ବିନାଶକାରୀ ଦୁର୍ଭିକ୍ଷର ତୀରଗୁଡ଼ିକ ତୁମ୍ଭମାନଙ୍କ ଉପରକୁ ନିକ୍ଷପେ କରିବା। ଆମ୍ଭେ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ସଗେୁଡ଼ିକୁ ପଠାଇବା, ମୁଁ ତୁମ୍ଭମାନଙ୍କ ପାଖକୁ ଅଧିକରୁ ଅଧିକ ଦୁର୍ଭିକ୍ଷ ପଠାଇବି ଏବଂ ଆମ୍ଭେ ତୁମ୍ଭମାନଙ୍କର ଖାଦ୍ୟ ଯୋଗାଣ ବନ୍ଦ କରିବା।

ଯିହିଜିକଲ 9:6
ଆଉ ଆମ୍ଭ ମନ୍ଦିରରୁ ଏହି ଅଭିୟାନ ଆରମ୍ଭ କର। ତେଣୁ ସମାନେେ ମନ୍ଦିରର ସମ୍ମୁଖ ରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।

ଯିହିଜିକଲ 21:31
ଆଉ ମୁଁ ତୁମ୍ଭ ଉପ ରେ ଆପଣା କୋରଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପ ରେ ଆପଣା କୋରଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତ ରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବା ରେ ପାରଙ୍ଗମ।

ଯିହିଜିକଲ 25:15
ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ପଲେଷ୍ଟୀୟ ଲୋକମାନେ ପ୍ରତି ଶାଧେ ନେଲେ ଏବଂ ତାହା ଇର୍ଷାପରାଯଣ ହୃଦଯ ରେ କଲେ, ପୁରୁଣା ଶତ୍ରୁତା କାରଣରୁ ଇଶ୍ରାୟେଲକୁ ଧ୍ବଂସ କରିବା ପାଇଁ ଚାହିଁଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்