Base Word
מְרָיוֹת
Short DefinitionMerajoth, the name of two Israelites
Long Definitiongrandfather of Ahitub, descendant of Eleazar the son of Aaron, and the head of a priestly house
Derivationplural of H4811; rebellious
International Phonetic Alphabetmɛ̆.rɔːˈjot̪
IPA modmɛ̆.ʁɑːˈjo̞wt
Syllablemĕrāyôt
Dictionmeh-raw-YOTE
Diction Modmeh-ra-YOTE
UsageMeraioth
Part of speechn-pr-m

ପ୍ରଥମ ବଂଶାବଳୀ 6:6
ଉଷି ସରହିଯଙ୍କ ପିତା ଥିଲେ। ସରହିଯ ମରାଯୋତଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:7
ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 6:52
ମରାଯୋତ୍ ସରହିଯଙ୍କ ପୁତ୍ର ଥିଲେ। ଅମରିଯ ମରାଯୋତ୍ଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:11
ଅସରିଯ ହିଲକିଯଙ୍କ ପୁତ୍ର ଥିଲେ। ହିଲକିଯ ମଶୁଲ୍ଲମ୍ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକ୍ଙ୍କ ପୁତ୍ର ଥିଲେ। ସାଦୋକ୍ ମରାଯୋତଙ୍କ ପୁତ୍ର ଥିଲେ। ମରାଯୋତ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ବରଙ୍କ ମନ୍ଦିରର ସୁରକ୍ଷା ଦାଯିତ୍ବ ରେ ଥିବା ବିଶଷେ କାର୍ୟ୍ଯକାରୀ ଥିଲେ। ଆହୁରି ମଧ୍ଯ ସଠାେରେ ୟିରୋହମଙ୍କ ପୁତ୍ର ଅଦାଯା ଥିଲେ। ୟିରୋହମ୍ ପଶ୍ହୂରଙ୍କ ପୁତ୍ର ଥିଲେ।

ଏଜ୍ରା 7:3
ଅହୀଟୂବ୍ ଅମରିଯର ପୁତ୍ର ଥିଲା। ଅମରିଯ ଅସରିଯର ପୁତ୍ର ଥିଲା। ଅସରିଯ ମରାଯୋତର ପୁତ୍ର ଥିଲା।

ନିହିମିୟା 11:11
ହିଲ୍କିଯର ପୁତ୍ର ସରାଯ, ହିଲ୍କିଯ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାଯୋତର ପୁତ୍ର, ମରାଯୋତ୍ ଅହୀଟୁବ୍ର ପୁତ୍ର, ସରାଯ ପରମେଶ୍ବରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।

ନିହିମିୟା 12:15
ଅଦନ୍, ହାରିମ ପରିବାରର ମୁଖ୍ଯ ଥିଲେ। ହିଲ୍କିଯ ମରାଯୋତ ପରିବାରର ମୁଖ୍ଯ ଥିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்