Base Word
מְרִי
Short Definitionbitterness, i.e., (figuratively) rebellion; concretely, bitter, or rebellious
Long Definitionrebellion
Derivationfrom H4784
International Phonetic Alphabetmɛ̆ˈrɪi̯
IPA modmɛ̆ˈʁiː
Syllablemĕrî
Dictionmeh-REE
Diction Modmeh-REE
Usagebitter, (most) rebel(-lion, -lious)
Part of speechn-m

ଗଣନା ପୁସ୍ତକ 17:10
ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣଙ୍କ ଆଶାବାଡିକୁ ନିଯମତମ୍ବୁ ସମ୍ମୁଖ ରେ ରଖ। ଏହା ଆମ୍ଭ ବିରୁଦ୍ଧ ରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ବରୂପ ରଖାୟିବ। ସମାନେେ ମାେ ବିରୁଦ୍ଧ ରେ ଅଭିଯୋଗରୁ ନିବୃତ୍ତ ହବେେ ଓ ମୁଁ ସମାନଙ୍କେୁ ଆଉ ହତ୍ଯା କରିବି ନାହିଁ।

ଦିତୀୟ ବିବରଣ 31:27
ମୁ ଜାଣେ ତୁମ୍ଭମାନେେ ଶକ୍ତ ଗ୍ରିବ ଅଟ। ମୁ ଜାଣେ ତୁମ୍ଭେ ତକ୍ସ୍ଟମ୍ଭ ବାଟରେ ଚଳିବାକକ୍ସ୍ଟ ଗ୍ଭହଁ। ଦେଖ ଆଜି ମୁ ତୁମ୍ଭମାନଙ୍କ ମଧିଅରେ ବଞ୍ଚି ଥାଉ ଥାଉ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମାରେ ମରଣ ପରେ ତୁମ୍ଭମାନେେ କେତେ ଅଧିକ ନ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାନିବ ନାହିଁ।

ପ୍ରଥମ ଶାମୁୟେଲ 15:23
ବିଦ୍ରୋହିତା ମନ୍ତ୍ରପାଠ ପାପତକ୍ସ୍ଟଲ୍ଯ ଓ ଅବାଧ୍ଯତା ଅବସ୍ତକ୍ସ୍ଟର ଓ ଠାକକ୍ସ୍ଟରମାନଙ୍କର ପୂଜାତକ୍ସ୍ଟଲ୍ଯ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ତକ୍ସ୍ଟଚ୍ଛ କରିଅଛ। ଏଥିପାଇଁ ସେ ମଧ୍ଯ ତୁମ୍ଭକୁ ରାଜା ହବୋ ପାଇଁ ତକ୍ସ୍ଟଚ୍ଛ କରିଅଛନ୍ତି।

ନିହିମିୟା 9:17
ସମାନେେ ନିଯମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସମାନେେ, ସମାନଙ୍କେ ପାଇଁ କରିଥିବା ଆଶ୍ଚର୍ୟ୍ଯ କର୍ମମାନ ମନେ ରଖିଲେ ନାହିଁ। ସମାନେେ ଜିଦ୍ଖୋର ଥିଲେ। ଦାସତ୍ବ ଅବସ୍ଥାକୁ ଫରେିୟିବା ନିମନ୍ତେ ବିଦ୍ରୋହ ଭାବରେ ଜଣଙ୍କୁ ପ୍ରଧାନ କରି ନିୟୁକ୍ତି କଲେ।

ଆୟୁବ ପୁସ୍ତକ 23:2
ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।

ହିତୋପଦେଶ 17:11
ଦୁର୍ଜନ କବଳେ ବିଦ୍ରୋହ ଲୋଡ଼େ, ଏଣୁ ତାକୁ ଶାସ୍ତି ଦବୋ ପାଇଁ ଜଣେ କଠାେର ହୃଦଯ ଦୂତକୁ ପଠାୟିବ।

ଯିଶାଇୟ 30:9
ସମାନେେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ଯାବାଦୀ ସନ୍ତାନ। ସମାନେେ ସଦାପ୍ରଭୁଙ୍କ ଶିକ୍ଷାସମୂହକୁ ଶୁଣିବାକୁ ଅସମ୍ମତ।

ଯିହିଜିକଲ 2:5
ସମାନେେ ବିଦ୍ରୋହୀ ବଂଶ, ସମାନେେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭମାନେେ ଏହିସବୁ କଥା ନିଶ୍ଚଯ କହିବ, ଯାହା ଫଳ ରେ ସମାନେେ ଜାଣିବେ ଯେ, ସମାନଙ୍କେ ମଧିଅରେ ଜଣେ ଭବିଷ୍ଯତବକ୍ତା ପହଞ୍ଚିଛନ୍ତି।

ଯିହିଜିକଲ 2:6
ହେ ମନୁଷ୍ଯ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁଃପାଶର୍‌ବ ରେ କଣ୍ଟକ ତୁଲ୍ଯ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧିଅରେ ବାସ କରୁଅଛ। କିନ୍ତୁ ସମାନଙ୍କେୁ ଭୟ କର ନାହିଁ। ସମାନେେ ଯାହା କୁହନ୍ତି, ସେଥି ରେ ଭୟଭୀତ ହୁଅ ନାହିଁ, ସମାନଙ୍କେ ଚାହାଁଣି ଦ୍ବାରା ଆତଙ୍କିତ ହୁଅ ନାହିଁ।

ଯିହିଜିକଲ 2:7
ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସମାନଙ୍କେୁ କୁହ କାରଣ ସମାନେେ ଅତ୍ଯନ୍ତ ବିଦ୍ରୋହୀ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்