Base Word
מַרְבִּית
Short Definitiona multitude; also offspring; specifically interest (on capital)
Long Definitionincrease, great number, multitude, greatness
Derivationfrom H7235
International Phonetic Alphabetmɑrˈbɪi̯t̪
IPA modmɑʁˈbiːt
Syllablemarbît
Dictionmahr-BEET
Diction Modmahr-BEET
Usagegreatest part, greatness, increase, multitude
Part of speechn-f

ଲେବୀୟ ପୁସ୍ତକ 25:37
ତାକୁ ଟଙ୍କା ଧାର ଦଇେ ତା'ଠାରୁ ସୁଧ ଆଦାଯ କର ନାହିଁ। ଆଉ ତାକୁ ଅନ୍ନ ଦଇେ ତା'ଠାରୁ ଲାଭ ଗ୍ରହଣ କର ନାହିଁ।

ପ୍ରଥମ ଶାମୁୟେଲ 2:33
ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କକ୍ସ୍ଟ ଆପଣା ୟଜ୍ଞବଦେୀରକ୍ସ୍ଟ ଆସକ୍ସ୍ଟଥିବା ମୁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ କେତକେ ମାରେ ୟଜ୍ଞବଦେୀ ରେ ସବୋ କରିବ। ସମାନେେ ତୁମ୍ଭର ପରିବାର ଧ୍ବଂସ ପାଇଁ କାନ୍ଦକ୍ସ୍ଟଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସମାନଙ୍କେର ୟୌବନାବସ୍ଥା ରେ ମରିବେ।

ପ୍ରଥମ ବଂଶାବଳୀ 12:29
ବିନ୍ଯାମୀନ ଗୋଷ୍ଠୀରୁ 3,000 ଲୋକ ଥିଲେ। ସମାନେେ ଶାଉଲଙ୍କ ଆତ୍ମୀଯ ଥିଲେ। ସହେି ପର୍ୟ୍ଯନ୍ତ ସମାନଙ୍କେ ମଧ୍ଯରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ବସ୍ତ ଥିଲେ।

ଦିତୀୟ ବଂଶାବଳୀ 9:6
ମୁଁ ଏହି ସ୍ଥାନକୁ ନ ଆସିବା ପର୍ୟ୍ଯନ୍ତ ଓ ନିଜ ଚକ୍ଷୁ ରେ ନ ଦେଖିବା ପର୍ୟ୍ଯନ୍ତ ସହେି ଗଳ୍ପଗୁଡ଼ିକୁ ବିଶ୍ବାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ୍ ଜ୍ଞାନର ଅର୍ଦ୍ଧକେ ସୁଦ୍ଧା ମାେତେ କୁହାୟାଇ ନ ଥଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି। ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ୍ ଅଟନ୍ତି।

ଦିତୀୟ ବଂଶାବଳୀ 30:18
ଇଫ୍ରଯିମ, ମନଃଶି, ଇଷାଖର ଓ ସବୂଲୂନ୍ର ଅନକେ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସମାନେେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମାଶାଙ୍କେ ବ୍ଯବସ୍ଥା ନିଯମ ରେ କୁହାୟାଇଥିଲା, ସହେିପରି ପାଳନ କଲେ ନାହିଁ। କିନ୍ତୁ ହିଜକିଯ ସହେି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିଯ ଏହି ପ୍ରକା ରେ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମଙ୍ଗଳକାରୀ ଅଟ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்