Base Word
מְרַאֲשָׁה
Short Definitionproperly, a headpiece, i.e., (plural for adverbial) at (or as) the head-rest (or pillow)
Long Definition(n f) place at the head, dominion, head place
Derivationformed like H4761
International Phonetic Alphabetmɛ̆.rɑ.ʔə̆ˈʃɔː
IPA modmɛ̆.ʁɑ.ʔə̆ˈʃɑː
Syllablemĕraʾăšâ
Dictionmeh-ra-uh-SHAW
Diction Modmeh-ra-uh-SHA
Usagebolster, head, pillow
Part of speechn-f

ଆଦି ପୁସ୍ତକ 28:11
ଯାକୁବ ୟାତ୍ରା କରିଥିବା ସମୟରେ ସୂର୍ୟ୍ଯାସ୍ତ ହେଲା। ତେଣୁ ଯାକୁବ ରାତ୍ର ୟାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସହେି ସ୍ଥାନ ରେ ପଥର ଉପରେ ମୁଣ୍ଡ ଦଇେ ସେ ଶୋଇ ପଡ଼ିଲେ।

ଆଦି ପୁସ୍ତକ 28:18
ଯାକୁବ ପ୍ରତ୍ଯୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦଇେଥିଲେ, ତାହା ନଇେ ସ୍ତମ୍ଭରୂପେ ସ୍ଥାପନ କଲେ। ଏହାପରେ ସେ ତା' ଉପରେ ତୈଳ ଢ଼ାଳିଲେ।

ପ୍ରଥମ ଶାମୁୟେଲ 19:13
ମୀଖଲ ଗୃହର ଦବେତାଙ୍କୁ ଲକ୍ସ୍ଟଗା ରେ ଘୋଡାଇ ଦଲୋ। ତା'ପରେ ସେ ପ୍ରତିମୂର୍ତ୍ତିକକ୍ସ୍ଟ ବିଛଣା ମଧିଅରେ ପକ୍ସ୍ଟରାଇ ଦଲୋ। ସେ ମଧ୍ଯ ଛାଗ ଚମଡାକକ୍ସ୍ଟ ତହିଁର ମସ୍ତକରେ ଘୋଡାଇ ଦଲୋ।

ପ୍ରଥମ ଶାମୁୟେଲ 19:16
ଯେତବେେଳେ ଦୂତମାନେ ଗୃହ ଭିତରକକ୍ସ୍ଟ ୟାଇ ଦେଖନ୍ତେ, ସମାନେେ ଶୟ୍ଯା ଉପରେ ପ୍ରତିମୂର୍ତ୍ତି ଦବେତା ଦେଖିଲେ ଓ ତହିଁର ମସ୍ତକର ଛାଗ ଲୋମ ନିର୍ମିତ କମ୍ବଳ ଅଛି।

ପ୍ରଥମ ଶାମୁୟେଲ 26:7
ଯେତବେେଳେ ରାତ୍ରି ଥିଲା ଦାଉଦ ଓ ଅବୀଶଯ ଶାଉଲଙ୍କ ଛାଉଣୀକକ୍ସ୍ଟ ଗଲେ। ଶାଉଲ ଛାଉଣୀ ମଧ୍ଯ ଭାଗ ରେ ଶାଇେଥିଲା। ତାଙ୍କର ବର୍ଚ୍ଛା ତାଙ୍କର ମସ୍ତକ ପାଖ ରେ ଭୂମିରେ ମରା ହାଇେଅଛି। ଅବନ୍ର ଓ ଅନ୍ୟ ସୈନିକମାନେ ମଧ୍ଯ ନିଦ ରେ ଶାଇେଥିଲେ।

ପ୍ରଥମ ଶାମୁୟେଲ 26:11
କିନ୍ତୁ ମୁ ପ୍ରାର୍ଥନା କରୁଛି, ସଦାପ୍ରଭୁ ମାେତେ ତାଙ୍କଦ୍ବାରା ବଛା ୟାଇଥିବା ରାଜାଙ୍କକ୍ସ୍ଟ ଆଘାତ କରିବାକୁ ନଦିଅନ୍ତକ୍ସ୍ଟ। କିନ୍ତୁ ତୁମ୍ଭେ ତାଙ୍କ ମସ୍ତକ ପାଖରକ୍ସ୍ଟ ବର୍ଚ୍ଛା ଓ ଜଳପାତ୍ର ନଇେଆସ, ତା'ପରେ ଆମ୍ଭମାନେେ ୟିବା।

ପ୍ରଥମ ଶାମୁୟେଲ 26:16
ତୁମ୍ଭେ ଏହି ଯେଉଁ କଥା କଲ, ତାହା ଭଲ ନକ୍ସ୍ଟ ହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ମୃତକ୍ସ୍ଟ୍ଯଦଣ୍ତ ଦିଆୟିବା ଉଚିତ୍, କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କ ମନୋନୀତ ରାଜା ତୁମ୍ଭମାନଙ୍କ ରାଜାଙ୍କକ୍ସ୍ଟ ଜଗି ରହିଲ ନାହିଁ। ରାଜାଙ୍କର ବର୍ଚ୍ଛା ଓ ତାଙ୍କ ମକ୍ସ୍ଟଣ୍ତ ନିକଟରେ ଥିବା ଜଳପାତ୍ର ବର୍ତ୍ତମାନ ଦେଖକ୍ସ୍ଟଛ।

ପ୍ରଥମ ରାଜାବଳୀ 19:6
ଅନନ୍ତର ଏଲିଯ ଦେଖିଲେ ତାଙ୍କର ମୁଣ୍ତ ପାଖ ରେ ଅଙ୍ଗାର ରେ ପକ୍ବ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶଯନ କଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்