Base Word
מָקוֹר
Short Definitionproperly, something dug, i.e., a (general) source (of water, even when naturally flowing; also of tears, blood (by euphemism, of the female pudenda); figuratively, of happiness, wisdom, progeny)
Long Definitionspring, fountain
Derivationor מָקֹר; from H6979
International Phonetic Alphabetmɔːˈk’or
IPA modmɑːˈko̞wʁ
Syllablemāqôr
Dictionmaw-KORE
Diction Modma-KORE
Usagefountain, issue, spring, well(-spring)
Part of speechn-m

ଲେବୀୟ ପୁସ୍ତକ 12:7
ଯଦି ଜଣେ ସ୍ତ୍ରୀ ମଷେ ଶାବକ ଉତ୍ସର୍ଗ କରିବାକୁ ଅକ୍ଷମ ହୁଏ ତବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେଥିମଧ୍ଯରୁ ଗୋଟିଏ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ଉତ୍ସର୍ଗ କରାୟିବ।

ଲେବୀୟ ପୁସ୍ତକ 20:18
ଯଦି କହେି ରଜସ୍ବଳା ନାରୀ ସହିତ ୟୌନ ସଂପର୍କ ରେଖ, ତବେେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବା ଉଚିତ୍। ସମାନେେ ଅପରାଧୀ କାରଣ ସମାନେେ ତା'ର ମାସିକ କ୍ଷରଣ ଅନାବୃତ କରିଛନ୍ତି।

ଲେବୀୟ ପୁସ୍ତକ 20:18
ଯଦି କହେି ରଜସ୍ବଳା ନାରୀ ସହିତ ୟୌନ ସଂପର୍କ ରେଖ, ତବେେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବା ଉଚିତ୍। ସମାନେେ ଅପରାଧୀ କାରଣ ସମାନେେ ତା'ର ମାସିକ କ୍ଷରଣ ଅନାବୃତ କରିଛନ୍ତି।

ଗୀତସଂହିତା 36:9
ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହିତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆ ଲୋକ ଦଖାେଏ।

ଗୀତସଂହିତା 68:26
ପରମେଶ୍ବରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର। ଇଶ୍ରାୟେଲ ଲୋକାମନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ଗୁଣ ଗାଅ।

ହିତୋପଦେଶ 5:18
ତୁମ୍ଭର ନିର୍ଝର ଆଶୀର୍ବାଦ ରେ ପ୍ରାପ୍ତ ହେଉ। ତୁମ୍ଭେ ସହେି ସ୍ତ୍ରୀକୁ ଉପଭୋଗ କର ଯାହାକୁ ୟୌବନକାଳ ରେ ବିବାହ କରିଥିଲ।

ହିତୋପଦେଶ 10:11
ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର। କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ଯ ବଢ଼ାଏ।

ହିତୋପଦେଶ 13:14
ଜ୍ଞାନୀ ଲୋକର ଶିକ୍ଷା ଜୀବନ ରେ ଝର ସ୍ବରୂପ ଅଟେ, ସେ ମୃତ୍ଯୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।

ହିତୋପଦେଶ 14:27
ସଦାପ୍ରଭୁଙ୍କର ସମ୍ମାନ ଜୀବନର ଝର ସ୍ବରୂପ। ଏହା ମୃତ୍ଯୁର ଫାନ୍ଦରୁ ଲୋକଙ୍କୁ ରକ୍ଷା କରେ।

ହିତୋପଦେଶ 16:22
ସଦବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ବରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்