Base Word | |
אֱלִיצָפָן | |
Short Definition | Elitsaphan or Eltsaphan, an Israelite |
Long Definition | a Kohathite chief in the wilderness |
Derivation | or (shortened) אֶלְצָפָן; from H0410 and H6845; God of treasure |
International Phonetic Alphabet | ʔɛ̆.lɪi̯.t͡sˤɔːˈpɔːn̪ |
IPA mod | ʔĕ̞.liː.t͡sɑːˈfɑːn |
Syllable | ʾĕlîṣāpān |
Diction | eh-lee-tsaw-PAWN |
Diction Mod | ay-lee-tsa-FAHN |
Usage | Elizaphan, Elzaphan |
Part of speech | n-pr-m |
ଯାତ୍ରା ପୁସ୍ତକ 6:22
ଉଷୀଯଲରେ ସନ୍ତାନ ମୀଶାଯଲେ ଓ ଇଲୀଷାଫନ୍ ଓ ସିଥ୍ରି।
ଲେବୀୟ ପୁସ୍ତକ 10:4
ଏହାପରେ ମାଶାେ ହାରୋଣଙ୍କର କକା ଉଷୀଯଲରେ ପୁତ୍ର ମୀଖାଯଲକେୁ ଓ ଇଲୀଷାଫନକୁ ଡାକିଲେ ଏବଂ କହିଲେ, ତୁମ୍ଭମାନେେ ପବିତ୍ର ସ୍ଥାନର ସମ୍ମୁଖକୁ ୟାଅ ଓ ତୁମ୍ଭମାନଙ୍କର ସଂପର୍କୀଯ ଭାଇମାନଙ୍କର ଶବକୁ ଛାଉଣୀର ବାହାରକୁ ନଇୟୋଅ।
ଗଣନା ପୁସ୍ତକ 3:30
ଇଲୀପାପନ୍ ଉଷୀଯଲରେ ପୁତ୍ର କହାତୀଯ ପରିବାରବର୍ଗର ଅଧିପତି ହବେ।
ଗଣନା ପୁସ୍ତକ 34:25
ଆଉ ସବୂଲୂନ ଗୋଷ୍ଠୀବର୍ଗରୁ ପର୍ଣକର ପୁତ୍ର ଇଲୀଷାଫନ୍।
ପ୍ରଥମ ବଂଶାବଳୀ 15:8
ଇଲୀଶାଫନଙ୍କ ପରିବାରବର୍ଗରୁ 200 ଜଣ ଲୋକ ଆସିଲେ। ଶମଯିଯ ସମାନଙ୍କେର ନେତା ଥିଲେ।
ଦିତୀୟ ବଂଶାବଳୀ 29:13
ଗେର୍ଶୋନ ବଂଶଧରରରୁ ସିମ୍ମଙ୍କ ପୁତ୍ର ୟୋଯାହ ଓ ୟୋଯାହଙ୍କ ପୁତ୍ର ଏଦନ୍ ଥିଲେ। ଇଲୀଶାଫନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଓ ମତ୍ତନୀଯ ଥିଲେ। ହମେନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ୟିହୀଯେଲ୍ ଓ ଶିମିଯି ଥିଲେ।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்