Base Word
מַפֶּלֶת
Short Definitionfall, i.e., decadence; concretely, a ruin; specifically a carcase
Long Definitioncarcass, ruin, overthrow
Derivationfrom H5307
International Phonetic Alphabetmɑpːɛˈlɛt̪
IPA modmɑ.pɛˈlɛt
Syllablemappelet
Dictionmahp-peh-LET
Diction Modma-peh-LET
Usagecarcase, fall, ruin
Part of speechn-f

ବିଚାରକର୍ତାମାନଙ୍କ ବିବରଣ 14:8
କିଛି ଦିନ ପରେ, ସେ ସହେି ସ୍ତ୍ରୀ ଲୋକଟିକକ୍ସ୍ଟ ବିବାହ କରିବାକୁ ଆସିଲେ। ସହେି ରାସ୍ତା ରେ ସେ ସହେି ମୃତ ସିଂହର ଶରୀରକକ୍ସ୍ଟ ଦେଖିଲେ। ସେ ଦେଖିଲେ ଯେ, କିଛି ମହକ୍ସ୍ଟମାଛି ସେଥି ରେ ମହକ୍ସ୍ଟ ଫଣୋ ତିଆରି କରିଛନ୍ତି।

ହିତୋପଦେଶ 29:16
ଦୁଷ୍ଟ ଲୋକମାନେ ବର୍ଦ୍ଧିଷ୍ଣୁ ହେଲେ, ଅଧର୍ମ ବଢ଼େ। ମାତ୍ର ଧାର୍ମିକମାନେ ସମାନଙ୍କେର ନିପାଦ ଦେଖିବେ।

ଯିହିଜିକଲ 26:15
ମାରେ ପ୍ରଭୁ ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, ତୁମ୍ଭର ପତନର ଶବ୍ଦ ରେ ଭୂମଧ୍ଯସାଗରସ୍ଥ ଦ୍ବୀପସମୂହ କମ୍ପିତ ହବେ। ଏହା ଘଟିବ ଯେତବେେଳେ ଆହତ ଲୋକମାନେ ଭୟ ରେ ବିଳାପ କରିବେ ଓ ସମାନଙ୍କେୁ ସଂହାର କରାୟିବ।

ଯିହିଜିକଲ 26:18
ବର୍ତ୍ତମାନ ତୁମ୍ଭର ପତନ ସମୟରେ ସମସ୍ତ ଦ୍ବୀପଗୁଡ଼ିକ କମ୍ପିତ ହବେେ। ଏବଂ ତୁମ୍ଭର ନିର୍ବାସୀତ ପ୍ରବେଶ କରିବା ସମୟରେ ସମୁଦ୍ରର ଦ୍ବୀପପୁଞ୍ଜ ଆନନ୍ଦ ରେ ବିହ୍ବଳ କରେ।'

ଯିହିଜିକଲ 27:27
ତୁମ୍ଭର ଧନ, ତୁମ୍ଭର ବାଣିଜ୍ଯ ଦ୍ରବ୍ଯ, ତୁମ୍ଭର ବାଣିଜ୍ଯ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ବହିବା ଲୋକମାନେ, ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନ ରେ ସମୁଦ୍ର ମଧ୍ଯସ୍ଥଳ ରେ ଜଳମଗ୍ନ ହବେେ।

ଯିହିଜିକଲ 31:13
ଏଣିକି ଆକାଶର ପକ୍ଷୀମାନେ ତାହାର ଭାଙ୍ଗି ୟାଇଥିବା ଶାଖା ଉପ ରେ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁମାନେ ତାହାର ଭଗ୍ନ ଶାଖାମାନଙ୍କ ମଧିଅରେ ରହିବେ।

ଯିହିଜିକଲ 31:16
ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦଲୋ ବେଳେ, ତାହାର ପତନ ଶବ ରେ ଗୋଷ୍ଠୀଯମାନେ କମ୍ପିତ ହେଲେ। ପୁଣି ପୃଥିବୀ ରେ ଥିବା ଏଦନର ସମସ୍ତ ଜଳ ସଚେିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀ ରେ ସାନ୍ତ୍ବନା ଦିଆଗଲା।

ଯିହିଜିକଲ 32:10
ଏବଂ ମୁଁ ଅନକେ ଗୋଷ୍ଠୀକୁ ତୁମ୍ଭ ବିଷଯ ରେ ଚମତ୍କୃତ କରାଇବି ଏବଂ ସମାନଙ୍କେ ରାଜାମାନଙ୍କ ସମ୍ମୁଖ ରେ ମାରେ ଖଡ୍ଗ ଚାଳନା କଲା ବେଳେ ସମାନେେ ଅତିଶଯ ଭୀତ ହବେେ। ଯେତବେେଳେ ମୁଁ ତୁମ୍ଭର ପତନ ଆଣିବି, ସମାନେେ ପ୍ରେତ୍ୟକକ ନିଜ ନିଜ ଜୀବନ ବିଷଯ ରେ ଭୟଭୀତ ହବେେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்