Base Word
מָעַט
Short Definitionproperly, to pare off, i.e., lessen; intransitively, to be (or causatively, to make) small or few (or figuratively, ineffective)
Long Definitionto be or become small, be few, be diminished
Derivationa primitive root
International Phonetic Alphabetmɔːˈʕɑt̪’
IPA modmɑːˈʕɑt
Syllablemāʿaṭ
Dictionmaw-AT
Diction Modma-AT
Usagesuffer to decrease, diminish, (be, × borrow a, give, make) few (in number, -ness), gather least (little), be (seem) little, (× give the) less, be minished, bring to nothing
Part of speechv

ଯାତ୍ରା ପୁସ୍ତକ 12:4
ଯଦି, ତୁମ୍ଭେ ପରିବାର ରେ ୟଥେଷ୍ଟ ଲୋକ ନଥାନ୍ତି ତାକୁ ଖାଇବାକୁ, ତବେେ ସେ ତା'ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପୟୁକ୍ତ ପରିମାଣ ରେ ଖାଦ୍ୟ ହବେ।

ଯାତ୍ରା ପୁସ୍ତକ 16:17
ତେଣୁ ଇଶ୍ରାୟେଲର ଲୋକମାନେ ଏହିପରି କଲେ। ପ୍ରେତ୍ୟକକ ଲୋକ ଖାଦ୍ୟ ସଂଗ୍ରହ କଲେ। କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ଖାଦ୍ୟ ସଂଗ୍ରହ କଲେ।

ଯାତ୍ରା ପୁସ୍ତକ 16:18
ଏହାପରେ ସମାନେେ ତାଙ୍କର ପରିବାର ରେ ଖାଦ୍ୟ ବଣ୍ଟନ କଲେ। ଏଥି ରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲାନାହିଁ।

ଯାତ୍ରା ପୁସ୍ତକ 30:15
ଧନୀ ବ୍ଯକ୍ତି ଅର୍ଦ୍ଧ ଶକେଲରୁ ଅଧିକ ଦବୋ ଉଚିତ୍ନୁ ହେଁ। ଗରିବ ଲୋକମାନେ ଅର୍ଦ୍ଧ ଶକେଲରୁ କମ୍ ଦବୋ ଉଚିତ୍ ନୁହେଁ। ସମସ୍ତ ନବୈେଦ୍ଯ ସମାନ ହବୋ ଉଚିତ୍। ତୁମ୍ଭ ଜୀବନର ପ୍ରାଯଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟିବ।

ଲେବୀୟ ପୁସ୍ତକ 25:16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।

ଲେବୀୟ ପୁସ୍ତକ 25:16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।

ଲେବୀୟ ପୁସ୍ତକ 26:22
ତୁମ୍ଭମାନଙ୍କ ପ୍ରତିକୂଳ ରେ ମୁଁ ବନ୍ଯପଶୁମାନଙ୍କୁ ପଠାଇବି, ତହିଁରେ ସମାନେେ ତୁମ୍ଭମାନଙ୍କୁ ସନ୍ତାନ ବିହୀନ କରିବେ ଓ ତୁମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କୁ କରିବେ, ସମାନେେ ତୁମ୍ଭମାନଙ୍କୁ ଅଳ୍ପ ସଂଖ୍ଯକ କରିବେ, ଆଉ ତୁମ୍ଭମାନଙ୍କ ରାଜପଥ ସକଳ ଶୂନ୍ଯ ହବେ।

ଗଣନା ପୁସ୍ତକ 11:32
ତହିଁରେ ଲୋକମାନେ ଛିଡା ହାଇେ ସହେି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସହେି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କହେି ଦଶ ବୁଶଲରେୁ ଊଣା ସଂଗ୍ରହ କଲାନାହିଁ। ଆଉ ସମାନେେ ନିଜପାଇଁ ଛାଉଣୀର ଚାରିଆଡେ ତାହା ବିଛାଇ ରଖିଲେ।

ଗଣନା ପୁସ୍ତକ 26:54
ଯାହାର ବଡ ଗୋଷ୍ଠୀ ତାକୁ ଅଧିକ ଭୂମି ଦବେ ଓ ଯାହାର େଛାଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦବେ। ପ୍ରେତ୍ୟକକ ଗୋଷ୍ଠୀକୁ ତା'ର ଆକାର ଅନୁସାରେ ଭୂମି ଦିଆୟିବା ଉଚିତ୍।

ଗଣନା ପୁସ୍ତକ 33:54
ଆଉ ତୁମ୍ଭମାନେେ ଗୁଳାବାଣ୍ଟ ଦ୍ବାରା ନିଜ ନିଜ ବଂଶାନୁସା ରେ ଦଶାଧେିକାର ବିଭାଗ କରି ନବେ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାଅନୁସାରେ ଯାହାର ବାଣ୍ଟ ଯେଉଁଠି ହବେ ସେ ତାକୁହିଁ ନବେ। ଏହିରୂପେ ତୁମ୍ଭମାନେେ ଆପଣା ପିତୃବଂଶାନୁସା ରେ ଅଧିକାର କରିବ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்