Base Word
מִסְפָּר
Short Definitiona number, definite (arithmetical) or indefinite (large, innumerable; small, a few); also (abstractly) narration
Long Definitionnumber, tale
Derivationfrom H5608
International Phonetic Alphabetmɪsˈpɔːr
IPA modmisˈpɑːʁ
Syllablemispār
Dictionmis-PAWR
Diction Modmees-PAHR
Usage+ abundance, account, × all, × few, (in-)finite, (certain) number(-ed), tale, telling, + time
Part of speechn-m

ଆଦି ପୁସ୍ତକ 34:30
କିନ୍ତୁ ଯାକୁବଶିମିଯୋନ ଓ ଲବେୀକୁ କହିଲେ, ତୁମ୍ଭମାନେେ ମାେତେ ବହୁ ଅସୁବିଧା ରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମାେତେ ଘୃଣା କରିବେ। ସମସ୍ତ କିଣାନୀଯ ସମସ୍ତ ପିରିଜୀଯ ସମସ୍ତ ଲୋକେ ମାରେ ବିରଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ୟୁଦ୍ଧ କରିବା ପାଇଁ ଏକତ୍ରିତ ହବେେ। ତବେେ ଆମ୍ଭେ ଧ୍ବଂସ ପାଇୟିବା। ଏବଂ ଆମ୍ଭର ସମସ୍ତ ଲୋକେ ମାେ ସହିତ ଶଷେ ହାଇଯେିବେ।

ଆଦି ପୁସ୍ତକ 41:49
ଏହି ପ୍ରକା ରେ ଯୋଷଫେ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ଯ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।

ଯାତ୍ରା ପୁସ୍ତକ 16:16
ସଦାପ୍ରଭୁ କହନ୍ତି, 'ତୁମ୍ଭମାନେେ ପ୍ରେତ୍ୟକକ ଆପଣା ନିମନ୍ତେ ଯେତେ ଦରକାର ତାହା ସଂଗ୍ରହ କର। ତୁମ୍ଭମାନଙ୍କ ପ୍ରେତ୍ୟକକ ଜଣ ନିଜନିଜ ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ଯା ଅନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣ ରେ ତାହା ସଂଗ୍ରହ କର।'

ଯାତ୍ରା ପୁସ୍ତକ 23:26
ତୁମ୍ଭର ସମସ୍ତ ସ୍ତ୍ରୀଲୋକ ମାତୃତର ଅଧିକାରୀ ହବେେ। କହେି ସନ୍ଧ୍ଯା ରହିବେ ନାହିଁ କି ସନ୍ତାନ ଜନ୍ମ ସମୟରେ କୌଣସି ଶିଶୁର ମୃତ୍ଯୁ ଘଟିବ ନାହିଁ। ପୁଣି ତୁମ୍ଭମାନେେ ଦୀର୍ଘଜୀବି ହବେ।

ଲେବୀୟ ପୁସ୍ତକ 25:15
ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ଯା ଅନୁସାରେ ଆପଣା ପ୍ରତିବେଶୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ଯା ଅନୁସାରେ ସେ ତୁମ୍ଭଠା ରେ ବିକ୍ରଯ କରିବ।

ଲେବୀୟ ପୁସ୍ତକ 25:15
ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ଯା ଅନୁସାରେ ଆପଣା ପ୍ରତିବେଶୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ଯା ଅନୁସାରେ ସେ ତୁମ୍ଭଠା ରେ ବିକ୍ରଯ କରିବ।

ଲେବୀୟ ପୁସ୍ତକ 25:16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।

ଲେବୀୟ ପୁସ୍ତକ 25:50
ତହିଁରେ ତାହାର ବିକ୍ରଯ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ସେ କ୍ରଯକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରଯ ବର୍ଷର ସଂଖ୍ଯା ଅନୁସାରେ ତାହାର ମୂଲ୍ଯ ହବେ; ବର୍ତ୍ତନଜୀବୀର ଦିନ ତୁଲ୍ଯ ତାହାର ଦାସତ୍ବ ହବେ।

ଗଣନା ପୁସ୍ତକ 1:2
ତୁମ୍ଭମାନେେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରେତ୍ୟକକ ପୁରୁଷ ଲୋକର ନାମ ତାଲିକା କର।

ଗଣନା ପୁସ୍ତକ 1:18
ମାଶାେ ଓ ହାରୋଣ ଦ୍ବିତୀୟ ମାସର ପ୍ରଥମ ଦିନ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କଲେ ଏବଂ ସମାନଙ୍କେର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଲେଖିଲେ।

Occurences : 134

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்