Base Word
מִסְפּוֹא
Short Definitionfodder
Long Definitionfodder, feed
Derivationfrom an unused root meaning to collect
International Phonetic Alphabetmɪsˈpoʔ
IPA modmisˈpo̞wʔ
Syllablemispôʾ
Dictionmis-POH
Diction Modmees-POH
Usageprovender
Part of speechn-m

ଆଦି ପୁସ୍ତକ 24:25
ଏହାପରେ ସେ ମଧ୍ଯ କହିଲେ, ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।

ଆଦି ପୁସ୍ତକ 24:32
ତେଣୁ ଅବ୍ରହାମର ଦାସ ଗୃହକୁ ଗଲା। ଲାବନ ଓଟମାନଙ୍କର ସାଜ ଓହ୍ଲାଇବା ପାଇଁ ସାହାୟ୍ଯ କଲେ ଏବଂ ସମାନଙ୍କେ ପାଇଁ ଖାଇବାକୁ ନଡ଼ା ଦେଲେ। ସେ ଭୃତ୍ଯମାନଙ୍କୁ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କୁ ପାଣି ଦେଲେ। ୟଦ୍ବାରା କି ସମାନେେ ପାଦ ଧୋଇବେ।

ଆଦି ପୁସ୍ତକ 42:27
ସହେି ରାତ୍ରି ରେ ତା'ର ଭାଇମାନେ ଏକ ସ୍ଥାନ ରେ ରାତ୍ରି ୟାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ଯରୁ ଜଣେ ଗଧକୁ ଆହାର ଦବୋ ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!

ଆଦି ପୁସ୍ତକ 43:24
ସହେି ଦାସ ଏମାନଙ୍କୁ ଯୋଷଫଙ୍କେ ଗୃହକୁ ନଇଗେଲେ। ସେ ତାଙ୍କୁ ତାଙ୍କର ପାଦ ଧୋଇବା ପାଇଁ କିଛି ପାଣି ଦେଲେ। ଏହାପରେ ତାଙ୍କର ଗଧମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଗଲା।

ବିଚାରକର୍ତାମାନଙ୍କ ବିବରଣ 19:19
ଆମ୍ଭମାନଙ୍କ ପାଖ ରେ ଆମର ଗଧପାଇଁ ନଡା ଓ ଶସ୍ଯ ଅଛି। ମାେ ପାଇଁ ମାରେ ଉପପତ୍ନୀ ପାଇଁ ଓ ମାରେ ସବେକମାନଙ୍କ ପାଇଁ ଯେଉଁମାନେ ମାେ ସହିତ ଅଛନ୍ତି, ସମାନଙ୍କେ ପାଇଁ ପ୍ରଚକ୍ସ୍ଟର ରୋଟୀ ଓ ଦ୍ରାକ୍ଷାରସ ଅଛି। ଆମ୍ଭମାନେେ କିଛି ଅଭାବ ବୋଧ କରୁ ନାହକ୍ସ୍ଟଁ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்