Base Word
מְנוֹרָה
Short Definitiona chandelier
Long Definitionlamp stand
Derivationor מְנֹרָה; feminine of H4500 (in the original sense of H5216)
International Phonetic Alphabetmɛ̆.n̪oˈrɔː
IPA modmɛ̆.no̞wˈʁɑː
Syllablemĕnôrâ
Dictionmeh-noh-RAW
Diction Modmeh-noh-RA
Usagecandlestick
Part of speechn-f

ଯାତ୍ରା ପୁସ୍ତକ 25:31
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

ଯାତ୍ରା ପୁସ୍ତକ 25:31
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

ଯାତ୍ରା ପୁସ୍ତକ 25:32
ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହବେ। ଏହାର ଏକ ପାଶର୍‌ବରୁ ତିନି ଦୀପଶାଖା ଓ ଅନ୍ୟ ପଶର୍‌ବରୁ ତିନି ଦୀପଶାଖା ବାହାରିବ।

ଯାତ୍ରା ପୁସ୍ତକ 25:32
ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହବେ। ଏହାର ଏକ ପାଶର୍‌ବରୁ ତିନି ଦୀପଶାଖା ଓ ଅନ୍ୟ ପଶର୍‌ବରୁ ତିନି ଦୀପଶାଖା ବାହାରିବ।

ଯାତ୍ରା ପୁସ୍ତକ 25:33
ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।

ଯାତ୍ରା ପୁସ୍ତକ 25:34
ଦୀପ ବୃକ୍ଷ ରେ ବାଦାମ ପୁଷ୍ପାକୃତି ଚାରି ଗୋଲାଧାର ଓ କଳିକା ପୁଷ୍ପ ରହିବ।

ଯାତ୍ରା ପୁସ୍ତକ 25:35
ସହେି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହବେ ସମାନଙ୍କେ ଏକ ଶାଖା ଦ୍ବଯର ଏକ କଳିକା ଓ ଅନ୍ୟ ଶାଖା ଦ୍ବଯର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ବଯର ତଳେ ଏକ କଳିକା ରହିବ।

ଯାତ୍ରା ପୁସ୍ତକ 26:35
ପରଦାର ବାହାର ପାଶର୍‌ବ ରେ ମଜେ ରଖିବା ଉଚିତ୍ ଏବଂ ମଜେର ବିପରୀତ ପାଶର୍‌ବ ରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାଶର୍‌ବକୁ ମଜେ ରଖ।

ଯାତ୍ରା ପୁସ୍ତକ 30:27
ମଜେ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ଅଂଶ, ଧୂପ ବଦେୀ,

ଯାତ୍ରା ପୁସ୍ତକ 31:8
ମଜେ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ,

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்