Base Word
מָנוֹחַ
Short Definitionquiet, i.e., (concretely) a settled spot, or (figuratively) a home
Long Definitionresting place, state or condition of rest, place
Derivationfrom H5117
International Phonetic Alphabetmɔːˈn̪o.ɑħ
IPA modmɑːˈno̞w.ɑχ
Syllablemānôaḥ
Dictionmaw-NOH-ah
Diction Modma-NOH-ak
Usage(place of) rest
Part of speechn-m

ଆଦି ପୁସ୍ତକ 8:9
ସହେି କପୋତଟି କୌଣସିଠା ରେ ବିଶ୍ରାମ ନବୋକୁ ସ୍ଥାନ ନପାଇ ଫରେିଆସିଲା। କାରଣ ସେ ପର୍ୟ୍ଯନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ଯକୁ ନେଲେ।

ଦିତୀୟ ବିବରଣ 28:65
ତୁମ୍ଭମାନେେ ସହେି ଗୋଷ୍ଠୀଯମାନଙ୍କ ମଧିଅରେ କିଛି ଶାନ୍ତି ପାଇବ ନାହିଁ ଓ ସଠାେରେ ତକ୍ସ୍ଟମ୍ଭ ପାଦର କିଛି ବିଶ୍ରାମ ହବେ ନାହିଁ। ସଦାପ୍ରଭୁ ତୁମ୍ଭର ମନକକ୍ସ୍ଟ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗକ୍ସ୍ଟଡିକ ଆଙ୍କାକ୍ଷା ରେ ଅବସନ୍ନ କରି ଦବେେ ଏବଂ ସେ ତୁମ୍ଭକୁ ଦକ୍ସ୍ଟଃଖ ପୂର୍ଣ୍ଣ କରିବେ।

ରୂତର ବିବରଣ 3:1
ଏହାପରେ ନୟମୀ ଋତର ଶାଶୂ ତାଙ୍କୁ କହିଲେ, ହେ ମାରେ କନ୍ଯା, ମୁ ତକ୍ସ୍ଟମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହବେ।

ପ୍ରଥମ ବଂଶାବଳୀ 6:31
ନିଯମ ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧିଅରେ ରଖାୟିବା ପରେ ଦାଉଦ ଏହି ବ୍ଯକ୍ତିମାନଙ୍କୁ ବାଦ୍ଯକାରୀ ରୂପେ ମନୋନୀତ କଲେ।

ଗୀତସଂହିତା 116:7
ହେ ମାରେ ପ୍ରାଣ ବିଶ୍ରାମ କର। ସଦାପ୍ରଭୁ ତୁମ୍ଭପ୍ରତି ମଙ୍ଗଳମଯ ଅଟନ୍ତି।

ଯିଶାଇୟ 34:14
ସଠାେ ରେ ବନ୍ଯପଶୁଗଣ ଗଧିଆମାନଙ୍କ ସହିତ ମିଶି ବାସ କରିବେ। ବନ୍ଯଛାଗ ତା'ର ସାଥୀମାନଙ୍କୁ ଡ଼ାକିବ ଓ ନିଶାଚରମାନେ ସଠାେ ରେ ବାସ କରିବେ ଓ ବିଶ୍ରାମ ସ୍ଥାନ ଲାଭ କରିବେ।

ଯିରିମିୟଙ୍କ ବିଳାପ 1:3
ଯିହୁଦା ବହୁ ଦୁଃଖ ଯୋଗୁଁ ନିର୍ବାସିତ ହାଇେଅଛି। ସେ ନାନା ଗୋଷ୍ଠୀ ମଧିଅରେ ବାସ କରେ ଓ ସେ ବିଶ୍ରାମ ପାଏ ନାହିଁ। ତାହାର ତାଡ଼ନାକାରୀ ସମସ୍ତେ ସଂକୀର୍ଣ୍ଣ ପଥରେ ତାକୁ ଧରିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்