Base Word
מָנֶה
Short Definitionproperly, a fixed weight or measured amount, i.e., (technically) a maneh or mina
Long Definitionmaneh, mina, pound
Derivationfrom H4487
International Phonetic Alphabetmɔːˈn̪ɛ
IPA modmɑːˈnɛ
Syllablemāne
Dictionmaw-NEH
Diction Modma-NEH
Usagemaneh, pound
Part of speechn-m

ପ୍ରଥମ ରାଜାବଳୀ 10:17
ଆଉ ମଧ୍ଯ ସେ ପିଟା ସୁନା ରେ 300 େଛାଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲ ରେ 300 ସରେ ସୁନା ଲାଗିଲା। ରାଜା ସେ ସବୁକୁ ଲିବା ନୋନ-ଅରଣ୍ଯ ନାମକ ଗୃହ ରେ ରଖିଲେ।

ଏଜ୍ରା 2:69
ସମାନେେ ନିଜ ନିଜ ଶକ୍ତି ଅନୁସାରେ ସହେି କର୍ମର ଭଣ୍ତାର ରେ 61 ,000 ଡାରିକନାମକ ସ୍ବର୍ଣ୍ଣମୂଦ୍ରା ଓ 5 ,000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ।

ନିହିମିୟା 7:71
ଆଉ ପରିବାରର କେତକେ ପ୍ରଧାନ ଲୋକ କୋଷାଗାରକୁ 20,000 ସ୍ବର୍ଣ୍ଣ ମୁଦ୍ରା ଓ 2,200 ରୂପାମୁଦ୍ରା ଦେଲେ।

ନିହିମିୟା 7:72
ଅନ୍ୟ ଲୋକ ସମସ୍ତେ ମିସିକି 20,000 ସ୍ବର୍ଣ୍ଣମୁଦ୍ରା ଓ 2,000 ରୂପା ମୁଦ୍ରା ଓ ସତଷଠି ଯାଜକୀଯ ବସ୍ତ୍ର ଦେଲେ।

ଯିହିଜିକଲ 45:12
ପୁଣି ଏକ ଶକେଲ କୋଡ଼ିଏ ଗୋଗ୍ ହବେ, ଏକ ମିନା କୋଡ଼ିଏ ଶକେଲ, ପଚିଶ ଶକେଲ, ପନ୍ଦର ଶକେଲ ହବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்