Base Word
מִמְכָּר
Short Definitionmerchandise; abstractly, a selling
Long Definitionsale, ware, thing sold
Derivationfrom H4376
International Phonetic Alphabetmɪmˈkɔːr
IPA modmimˈkɑːʁ
Syllablemimkār
Dictionmim-KAWR
Diction Modmeem-KAHR
Usage× ought, (that which cometh of) sale, that which...sold, ware
Part of speechn-m

ଲେବୀୟ ପୁସ୍ତକ 25:14
ତୁମ୍ଭେ ଯେତବେେଳେ ତୁମ୍ଭର ପ୍ରତିବେଶୀ ନିକଟରେ ଜମି ବିକ୍ରଯ କରିବ, ସେତବେେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତବେେଳେ କିଣିବ, ତବେେ ତା' ପ୍ରତି ଅନ୍ଯାଯ କରିବ ନାହିଁ।

ଲେବୀୟ ପୁସ୍ତକ 25:25
ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହାଇେ ନିଜର ଭୂମି ବିକ୍ରଯ କରେ ତବେେ ତାହାର ମୁକ୍ତିକର୍ତ୍ତା ନିକଟ ସଂପର୍କୀଯ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରିନବେ।

ଲେବୀୟ ପୁସ୍ତକ 25:27
ସେ ଭୂମି ବିକ୍ରୀ ହେଲା ବର୍ଷର ଗଣନା କରୁ ଓ ତଦନୁସା ରେ ଅତିରିକ୍ତ ମୂଲ୍ଯ କ୍ରଯକର୍ତ୍ତାକୁ ଫରୋଇ ଦେଉ। ତହିଁରେ ସେ ପୁନର୍ବାର ନିଜର ଅଧିକାର ଫରୋଇ ନବୋକୁ ୟଥେଷ୍ଟ ଅର୍ଥ ନ ପାଏ,

ଲେବୀୟ ପୁସ୍ତକ 25:28
ତବେେ ସେ ଯାହା ବିକ୍ରଯ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ କ୍ରଯକର୍ତ୍ତା ହସ୍ତ ରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫରେିୟିବ।

ଲେବୀୟ ପୁସ୍ତକ 25:29
ଆଉ ଯଦି କହେି ପ୍ରାଚୀର ବେଷ୍ଟିତ ନଗରର ମଧ୍ଯବର୍ତ୍ତୀ ବାସଗୃହ ବିକ୍ରଯ କରେ, ତବେେ ସେ ବିକ୍ରଯ ବର୍ଷର ଶଷେ ପର୍ୟ୍ଯନ୍ତ ତାହା ମୁକ୍ତ କରିପାରିବ। ପୂର୍ଣ୍ଣ ଏକ ବର୍ଷ ମଧିଅରେ ତାହା ମୁକ୍ତ କରିବାର ଅଧିକାର ରହିବ।

ଲେବୀୟ ପୁସ୍ତକ 25:33
ଯଦି କହେି ଲବେୀୟଠାରୁ ଏକ ଗୃହ କ୍ରଯ କରେ ତବେେ ସହେି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ, କାରଣ ଇଶ୍ରାୟେଲୀୟ ମଧିଅରେ ଲବେୀୟମାନଙ୍କ ଗୃହସବୁ ସମାନଙ୍କେର ଅଟେ।

ଲେବୀୟ ପୁସ୍ତକ 25:50
ତହିଁରେ ତାହାର ବିକ୍ରଯ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ସେ କ୍ରଯକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରଯ ବର୍ଷର ସଂଖ୍ଯା ଅନୁସାରେ ତାହାର ମୂଲ୍ଯ ହବେ; ବର୍ତ୍ତନଜୀବୀର ଦିନ ତୁଲ୍ଯ ତାହାର ଦାସତ୍ବ ହବେ।

ଦିତୀୟ ବିବରଣ 18:8
ଲବେୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ଯଛଡା ସମାନଙ୍କେ ସମାନ ଭୋଜନର ଅଂଶ ପାଇବେ।

ନିହିମିୟା 13:20
ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ଯ ବିକ୍ରଯକାରୀମାନେ ଥରେ ବା ଦୁଇଥର ୟିରୁଶାଲମ ବାହା ରେ ରାତ୍ରି କ୍ଷପେଣ କଲେ।

ଯିହିଜିକଲ 7:13
ବିକ୍ ରତାେ ବିକ୍ରଯ କରିଥିବା ସମ୍ପତ୍ତିରୁ, ସେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନଙ୍କେଠାରୁ ଫରେିପାଇବ ନାହିଁ। କାରଣ ଏହି ଦର୍ଶନ ସମସ୍ତ ଲୋକାରଣ୍ଯ ପାଇଁ ଉଦ୍ଦିଷ୍ଟ। ଏହା ବଦଳା ୟାଇପାରିବ ନାହିଁ। ସମାନଙ୍କେର ପାପ ସକାେଶ, କହେି ଆପଣା ଜୀବନକୁ ଧରି ରଖିବାକୁ ସକ୍ଷମ ହବେେ ନାହିଁ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்