Base Word
מֹלֶךְ
Short DefinitionMolek (i.e., king), the chief deity of the Ammonites
Long Definitionthe god of the Ammonites and Phoenicians to whom some Israelites sacrificed their infants in the valley of Hinnom
Derivationfrom H4427
International Phonetic Alphabetmoˈlɛk
IPA modmo̞wˈlɛχ
Syllablemōlek
Dictionmoh-LEK
Diction Modmoh-LEK
UsageMolech
Part of speechn-pr-m

ଲେବୀୟ ପୁସ୍ତକ 18:21
ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମାେଲକ୍ ଦବେତାର ଉଦ୍ଦେଶ୍ଯ ରେ ଉତ୍ସର୍ଗୀତ ହବୋକୁ ଦବୋ ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କ ପବିତ୍ର ନାମକୁ କଳିଷିତ ନିଶ୍ଚଯ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।

ଲେବୀୟ ପୁସ୍ତକ 20:2
ଆଉ ମଧ୍ଯ ତୁମ୍ଭ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ କହେି ହେଉ କିମ୍ବା ସମାନଙ୍କେ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ଯରୁ କହେି ଲୋକ ଯଦି ଆପଣା ବଂଶର କାହାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ପ୍ରଦାନ କରେ, ତବେେ ତାହାର ନିଶ୍ଚଯ ପ୍ରାଣଦଣ୍ଡ ହବେ ଓ ଦେଶୀଯ ଲୋକମାନେ ତାକୁ ପଥର ମାରି ହତ୍ଯା କରିବେ।

ଲେବୀୟ ପୁସ୍ତକ 20:3
ମୁଁ ମଧ୍ଯ ତା' ବିରୁଦ୍ଧ ରେ ଛିଡା ହବେି। ତା'ର ଦେଶର ଲୋକମାନଙ୍କଠାରୁ ପୃଥକ୍ ରଖିବି। କାରଣ ସେ ମାରେ ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମାରେ ପବିତ୍ର ନାମକୁ ଅପବିତ୍ର କରିବାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ନିଜର ସନ୍ତାନମାନଙ୍କୁ ଦଇେଅଛି।

ଲେବୀୟ ପୁସ୍ତକ 20:4
ଯେଉଁ ଲୋକ ନିଜର ସନ୍ତାନମାନଙ୍କୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ସଙ୍ଗେ ସଙ୍ଗେ ବଧ କରାୟିବା ଉଚିତ୍। ଦେଶର ଲୋକମାନେ ଯଦି ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି,

ଲେବୀୟ ପୁସ୍ତକ 20:5
ତବେେ ମୁଁ ସହେି ଲୋକ ବିରୁଦ୍ଧ ରେ ଓ ତା'ର ବଂଶ ବିରୁଦ୍ଧ ରେ ୟିବି, ସମେନଙ୍କର ମାେଲକ୍ ଦବେତା ସହିତ ଜଡିତ ହବୋ କାରଣରୁ, ତା'ର ଦେଶବାସୀଠରୁ ତାକୁ ଓ ତା'ର ଅସୁସରଣକାରୀମାନଙ୍କୁ ଦୁ ରଇେ ରଖିବି।

ପ୍ରଥମ ରାଜାବଳୀ 11:7
ଶ ଲୋମନ ୟିରୁଶାଲମର ପରବର୍ତ୍ତୀ ପର୍ବତ ରେ ମାୟୋବର ଘୃଣାୟୋଗ୍ଯ କମାେଣ ମୂର୍ତ୍ତି ଓ ଅମ୍ମାନେ-ସନ୍ତାନଗଣର ଘୃଣା ଯୋଗ୍ଯ ମାେଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।

ଦିତୀୟ ରାଜାବଳୀ 23:10
ତୋଫତ ବନେ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠା ରେ ଲୋକମାନେ ସମାନଙ୍କେର ପୁତ୍ର ଓ କନ୍ଯାମାନଙ୍କୁ ମଲକେ ମିଥ୍ଯା ଦବେତା ସମ୍ମାନାର୍ଥେ ଅଗ୍ନି ରେ ହାମେ କଲେ। ଯେତବେେଳେ ଯୋଶିୟଯ ସହେି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହାମେ ସ୍ଥାନକୁ ଅଧିକ ସମୟ ବ୍ଯବହାର ପାଇଁ ବନ୍ଦ କଲେ।

ଯିରିମିୟ 32:35
ସମାନେେ ହିନ୍ନୋମ ପୁତ୍ରର ଉପତ୍ୟକା ରେ ବାଲ୍ଦବରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସମାନେେ ମାେଲକର ଉଦ୍ଦେଶ୍ଯ ରେ ଆପଣା ପୁତ୍ର କନ୍ଯାଗଣଙ୍କୁ ଅଗ୍ନି ମଧ୍ଯଦଇେ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ଯକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦଇେ ନାହୁଁ କିଅବା ଆମ୍ଭ ମନ ରେ ତାହା ଉଦଯ ହାଇେ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସମାନେେ ଏହା କରିଛନ୍ତି।

ଆମୋଷ 5:26
ତୁମ୍ଭେ ସିକୂତକୁ ତୁମ୍ଭର ରାଜା ରୂପେ ଏବଂ କାଯନଙ୍କୁ ତୁମ୍ଭର 'ତାରକା ସଦାପ୍ରଭୁ' ରୂପେ ତୁମ୍ଭେ ନିଜେ ତିଆରି କରିଛ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்