Base Word
מִלְחָמָה
Short Definitiona battle (i.e., the engagement); generally, war (i.e., war-fare)
Long Definitionbattle, war
Derivationfrom H3898 (in the sense of fighting)
International Phonetic Alphabetmɪl.ħɔːˈmɔː
IPA modmil.χɑːˈmɑː
Syllablemilḥāmâ
Dictionmil-haw-MAW
Diction Modmeel-ha-MA
Usagebattle, fight(-ing), war(-rior)
Part of speechn-f

ଆଦି ପୁସ୍ତକ 14:2
ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହ ମାରେର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋଯିମର ରାଜା ଶିମବରେ ଓ ବିଲାର, ସୋଯରର ରାଜାଙ୍କ ସହିତ ୟୁଦ୍ଧ କଲେ।

ଆଦି ପୁସ୍ତକ 14:8
ସହେି ସମୟରେ ସଦୋମର ରାଜା, ହ ମାରେର ରାଜା, ଅଦ୍ମାର ରାଜା, ସବୋଯିମର ରାଜା ଓ ବଲାର ଅର୍ଥାତ୍ ସୋଯ ରେ ରାଜା ଏହି ପାଞ୍ଚ ରାଜା ଏବଂ ତାଙ୍କର ସୈନ୍ଯଗଣ ଏକତ୍ରିତ ହେଲେ। ସମାନେେ ସୀଦ୍ଦୀମ ଉପତ୍ୟକାକୁ ୟୁଦ୍ଧ କରିବାକୁ ଗଲେ।

ଯାତ୍ରା ପୁସ୍ତକ 1:10
ସମାନେେ ଯେପରି ବର୍ଦ୍ଧିତ ନହୁଅନ୍ତି ସେଥିପାଇଁ ଆମ୍ଭକୁ ଯୋଜନା କରିବାକୁ ପଡିବ। ଯଦି ୟୁଦ୍ଧ ହୁଏ, ଇଶ୍ରାୟେଲୀମାନେ ଆମ୍ଭର ଶତୃ ପକ୍ଷ ରେ ଯୋଗଦଇେ ପାରନ୍ତି। ତା'ପରେ ସମାନେେ ଆମ୍ଭକୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରିପାରନ୍ତି।

ଯାତ୍ରା ପୁସ୍ତକ 13:17
ଏବଂ ତା'ପରେ ଯେତବେେଳେ ଫାରୋ ମାରେ ଲୋକମାନଙ୍କୁ ମିଶର ଛାଡିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ୟିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, ଯଦି ଲୋକମାନେ ଏ ବାଟରେ ୟାଆନ୍ତି। ସମାନଙ୍କେୁ ହୁଏତ ୟୁଦ୍ଧ କରିବାକୁ ପଡିପା ରେ। ତବେେ ହୁଏତ ସମାନେେ ତାଙ୍କର ମତ ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫରେିୟାଇ ପାରନ୍ତି।

ଯାତ୍ରା ପୁସ୍ତକ 15:3
ସଦାପ୍ରଭୁ ୟୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ।

ଯାତ୍ରା ପୁସ୍ତକ 17:16
ମାଶାେ କହିଲେ, ମୁଁ ସଦାପ୍ରଭୁଙ୍କର ସିଂହାସନ ଆଡକୁ ହାତ ଉଠାଇଲି, ତେଣୁ ସଦାପ୍ରଭୁ ଅମାଲକେ ବିରୁଦ୍ଧ ରେ ୟୁଦ୍ଧ କଲେ, ଯେପରି ସେ ସର୍ବଦା କରିଥିଲେ।

ଯାତ୍ରା ପୁସ୍ତକ 32:17
ୟିହୋଶୂଯ ସହେି ଭୋଜିର ପାଟି ଶୁଣିଲେ। ଯିହାଶୂେୟ ମାଶାଙ୍କେୁ କହିଲେ, ଛାଉଣୀ ରେ ୟୁଦ୍ଧର ଶବ୍ଦପରି ଏହା ଶୁଭୁଛି।

ଗଣନା ପୁସ୍ତକ 10:9
ଆଉ ଯେଉଁ ସମୟରେ ତୁମ୍ଭମାନେେ ଆପଣା ଦେଶ ରେ ଶତୃମାନଙ୍କ ୟୁଦ୍ଧ କରିବାକୁ ଯାଉଛି, ତୁମ୍ଭମାନେେ ତୂରୀ ରେ ରଣବାଦ୍ଯ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତୃଗଣ ଠାରୁ ରକ୍ଷା କରିବେ।

ଗଣନା ପୁସ୍ତକ 21:14
ଏଥି ନିମନ୍ତେ ସଦାପ୍ରଭୁଙ୍କ ୟୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:

ଗଣନା ପୁସ୍ତକ 21:33
ତହୁଁ ସମାନେେ ବାଶନ ଆଡକୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସମାନଙ୍କେ ସହିତ ଇଦ୍ରିଯୀଠା ରେ ୟୁଦ୍ଧ କଲେ।

Occurences : 319

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்