Base Word
מָלוֹן
Short Definitiona lodgment, i.e., caravanserai or encampment
Long Definitionplace of lodging, inn, khan
Derivationfrom H3885
International Phonetic Alphabetmɔːˈlon̪
IPA modmɑːˈlo̞wn
Syllablemālôn
Dictionmaw-LONE
Diction Modma-LONE
Usageinn, place where...lodge, lodging (place)
Part of speechn-m

ଆଦି ପୁସ୍ତକ 42:27
ସହେି ରାତ୍ରି ରେ ତା'ର ଭାଇମାନେ ଏକ ସ୍ଥାନ ରେ ରାତ୍ରି ୟାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ଯରୁ ଜଣେ ଗଧକୁ ଆହାର ଦବୋ ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!

ଆଦି ପୁସ୍ତକ 43:21
ୟିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବଳକେୁ ଆମ୍ଭମାନଙ୍କର ଟଙ୍କା ପ୍ରେତ୍ୟକକଙ୍କ ପଟ ମଧିଅରେ ଥିଲା।

ଯାତ୍ରା ପୁସ୍ତକ 4:24
ମିଶରକୁ ୟିବା ବାଟରେ, ମାଶାେ ଏକ ସ୍ଥାନ ରେ ରାତ୍ରି ୟାପନ କଲେ। ସଦାପ୍ରଭୁ ମାଶାଙ୍କେୁ ସଠାେରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ଯା କରିବା ପାଇଁ ଚେଷ୍ଟା କଲେ।

ଯିହୋଶୂୟ 4:3
ଏହିପରି ଭାବେ ସମାନଙ୍କେୁ ଆଦେଶ ଦିଅ: ଯେଉଁଠା ରେ ଯାଜକଗଣ ନଦୀ ମଝି ରେ ଛିଡା ହାଇେଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତକ୍ସ୍ଟମ୍ଭ ସହିତ ସହେି ବାରଟି ଶିଳାଖଣ୍ତକକ୍ସ୍ଟ ବହିନିଅ। ତୁମ୍ଭେ ଯେଉଁଠା ରେ ରାତି କଟାଇବାକକ୍ସ୍ଟ ଯୋଜନା କରିଛ, ସଗେକ୍ସ୍ଟଡିକ ସଠାେରେ ରଖ।

ଯିହୋଶୂୟ 4:8
ତେଣୁ ଇଶ୍ରାୟେଲ ଲୋକମାନେ ଯିହାଶୂେୟଙ୍କର ନିର୍ଦ୍ଦେଶ ମାନିଲେ। ସମାନେେ ସହେି ବାର ଖଣ୍ତ ଶିଳାଗୁଡିକୁ ନଦୀ ଶର୍ୟ୍ଯାରକ୍ସ୍ଟ ଆଣିଲେ। ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ ଦଇେଥିବା ନିର୍ଦ୍ଦେଶ ଅନକ୍ସ୍ଟସା ରେ ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସମାନଙ୍କେ ସହିତ ଶିଳାଖଣ୍ତ ବହିଲେ। ଏବଂ ସମାନେେ ଯେଉଁଠା ରେ ରାତ୍ରି ୟାପନ କରନ୍ତି, ସଠାେରେ ଶିଳାଖଣ୍ତକକ୍ସ୍ଟ ରଖନ୍ତି।

ଦିତୀୟ ରାଜାବଳୀ 19:23
ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ଓ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।

ଯିଶାଇୟ 10:29
ସମାନେେ ଘାଟି' ନିକଟରେ ନଦୀ ଅତିକ୍ରମ କରିବେ। ସମାନେେ ଗବୋ ରେ ଶଯନ କରିବେ। ରାମା କମ୍ପିତ ହବେ। ଶାଉଲର ଗିବିଯା ରେ ଲୋକମାନେ ପଳାଯନ କରିବେ।

ଯିରିମିୟ 9:2
ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତର ରେ ମାରେ ଗୋଟିଏ ବସା ଥାଆନ୍ତା, ତବେେ ମୁଁ ନିଜ ଲୋକମାନଙ୍କୁ ତ୍ଯାଗ କରି ସମାନଙ୍କେଠାରୁ ଦୂ ରଇେ ୟାଇ ପାରନ୍ତି। କାରଣ ସମାନେେ ସମସ୍ତେ ବ୍ଯଭିଚାରୀ ଓ ପରମେଶ୍ବରଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்