Base Word
מְלָאכָה
Short Definitionproperly, deputyship, i.e., ministry; generally, employment (never servile) or work (abstractly or concretely); also property (as the result of labor)
Long Definitionoccupation, work, business
Derivationfrom the same as H4397
International Phonetic Alphabetmɛ̆.lɔːʔˈkɔː
IPA modmɛ̆.lɑːʔˈχɑː
Syllablemĕlāʾkâ
Dictionmeh-law-KAW
Diction Modmeh-la-HA
Usagebusiness, + cattle, + industrious, occupation, + occupied, + officer, thing (made), use, (manner of) work(-man, -manship)
Part of speechn-f

ଆଦି ପୁସ୍ତକ 2:2
ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।

ଆଦି ପୁସ୍ତକ 2:2
ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।

ଆଦି ପୁସ୍ତକ 2:3
ତା'ପରେ ପରମେଶ୍ବର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ବର ସମସ୍ତ ଜିନିଷ ସୃଷ୍ଟି କରିସାରିଲା ପରେ ବିଶ୍ରାମ ନେଲେ।

ଆଦି ପୁସ୍ତକ 33:14
ସତଣୁସମାର ପ୍ରଭୁ ତୁମ୍ଲଭ ଆମ୍ଭ ଆଗସର ଚାଲ, ମୁଁ ତୁମ୍ଭକୁ ଧିସର ଧିସର ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧିସର ୟିବି କାରଣସମାରପିଲାମାଲନ କ୍ଲାନ୍ତସହାଇ ପଡ଼ିଲବ। ମୁଁ ତୁମ୍ଭକୁସସଯୀରସର ସାକ୍ଷାତ କରିବି।

ଆଦି ପୁସ୍ତକ 39:11
ଦିନେ ଯୋଷଫେ ଘରକୁ ତାଙ୍କର କିଛି କାର୍ୟ୍ଯ କରିବାକୁ ଗଲେ। ସହେି ସମୟରେ ସେ ଏକା ସହେି ଘ ରେ ଥିଲେ।

ଯାତ୍ରା ପୁସ୍ତକ 12:16
ଏହି ପର୍ବର ପ୍ରଥମ ଦିନ ଓ ଶଷେ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ତୁମ୍ଭମାନେେ ସହେି ଦିନ କିଛି କରିବା ଉଚିତ ନୁହେଁ। କବଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।

ଯାତ୍ରା ପୁସ୍ତକ 20:9
ଛଅ ଦିନ ରେ ଆପଣାର ସମସ୍ତ କର୍ମ କରିବ।

ଯାତ୍ରା ପୁସ୍ତକ 20:10
ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ଯା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ବାରବର୍ତ୍ତୀ ବିଦେଶୀ କହେି କୌଣସି କାର୍ୟ୍ଯ କରିବ ନାହିଁ।

ଯାତ୍ରା ପୁସ୍ତକ 22:8
କିନ୍ତୁ ଯଦି ଚୋର ଧରା ନପଡେ, ତବେେ ଗୃହସ୍ବାମୀ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେ ଅଛି କି ନାହିଁ, ଏହା ଜଣାୟିବା ନିମନ୍ତେ ସେ ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ।

ଯାତ୍ରା ପୁସ୍ତକ 22:11
ତବେେ ସେ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେଅଛି କି ନାହିଁ, ଏ ବିଷଯ ରେ ଉଭୟଙ୍କ ମଧିଅରେ ସଦାପ୍ରଭୁଙ୍କର ଶପଥ ହବେ। ପଶୁର ମାଲିକ ସହେି ଶପଥ ଗ୍ରହଣ କରିବ। ପୁଣି ସେ ପରିଶାଧେ କରିବ ନାହିଁ।

Occurences : 167

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்