Base Word
מֲלְאָךְ
Short Definitiona messenger; specifically, of God, i.e., an angel (also a prophet, priest or teacher)
Long Definitionmessenger, representative
Derivationfrom an unused root meaning to despatch as a deputy
International Phonetic Alphabetmə̆lˈʔok
IPA modmə̆lˈʔoχ
Syllablemălʾok
Dictionmul-OKE
Diction Modmul-OKE
Usageambassador, angel, king, messenger
Part of speechn-m

ଆଦି ପୁସ୍ତକ 16:7
ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।

ଆଦି ପୁସ୍ତକ 16:9
ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, ତୁମ୍ଭର ମାଲିକାଣୀ ପାଖକୁ ଫରେିୟାଅ ଓ ନିଜକୁ ତା'ର ପାଖ ରେ ସମର୍ପଣ କର।

ଆଦି ପୁସ୍ତକ 16:10
ସଦାପ୍ରଭୁଙ୍କର ଦୂତ ହାଗାରକୁ ମଧ୍ଯ କହିଲେ, ତୁମ୍ଭର ଅନକେ ବଂଶଧର ଜନ୍ମ ହବେେ। ସମାନଙ୍କେୁ ଗଣି ହବେ ନାହିଁ।

ଆଦି ପୁସ୍ତକ 16:11
ସଦାପ୍ରଭୁଙ୍କର ଦୂତ ମଧ୍ଯ ଏପରି କହିଲେ, ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ। ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ। ତୁମ୍ଭେ ତା'ର ନାମ ଇଶ୍ମାଯଲେ ଦବେ। କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତବେେଳେ ଦୁଃଖ ପାଉଥିଲ।

ଆଦି ପୁସ୍ତକ 19:1
ସହେି ସଂଧ୍ଯା ରେ ଦୁଇଜଣ ସ୍ବର୍ଗଦୂତ ସଦୋମ ରେ ଉପସ୍ଥିତ ହେଲେ। ସହେି ସମୟରେ ଲୋଟ ନଗରଦ୍ବାର ଫାଟକ ନିକଟରେ ବସିଥିଲେ। ସେ ଯେତବେେଳେ ସ୍ବର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସମାନଙ୍କେୁ ପ୍ରଣାମ କଲେ।

ଆଦି ପୁସ୍ତକ 19:15
ତା'ପରଦିନ ସୁର୍ େଯ୍ଯାଦଯ ପୂର୍ବରୁ ଦୂତମାନେ ଲୋଟକୁ ତପ୍ତର କରାଇ କହିଲେ, ୟାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏସ୍ଥାନ ପରିତ୍ଯାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାଲେ ତୁମ୍ଭେ ଧ୍ବଂସ ପାଇବ ନାହିଁ, ଯେତବେେଳେ ଏହି ନଗର ଦଣ୍ଡିତ ହବେ।

ଆଦି ପୁସ୍ତକ 21:17
ପରମେଶ୍ବର ସହେି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ବରଙ୍କର ଦୂତ ସ୍ବର୍ଗରୁ ହାଗାରକୁ କହିଲେ, କ'ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସହେି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି।

ଆଦି ପୁସ୍ତକ 22:11
କିନ୍ତୁ ଏହାପରେ ସଦାପ୍ରଭୁଙ୍କର ଦୂତ ସ୍ବର୍ଗରୁ ଅବ୍ରହାମକୁ ଡ଼ାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ!

ଆଦି ପୁସ୍ତକ 22:15
ସଦାପ୍ରଭୁଙ୍କର ଦୂତ ଦ୍ବିତୀୟଥର ଅବ୍ରହାମଙ୍କୁ ସ୍ବର୍ଗରୁ ଡାକିଲେ।

ଆଦି ପୁସ୍ତକ 24:7
ସଦାପ୍ରଭୁ ସ୍ବର୍ଗର ପରମେଶ୍ବର ମାେତେ ମାରେ ଜନ୍ମ ସ୍ଥାନରୁ ମାେ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସହେି ସ୍ଥାନ ମାରେପରିବାରମାନଙ୍କ ପାଇଁ ମାରେ ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହିଭୂମି ମାରେ ପରିବାର ପାଇଁ ହବେ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମାରେ ପୁଅ ପାଇଁ ଏକ ସ୍ତ୍ରୀ ଖାଜେି ଆଣିବା ନିମନ୍ତେ।

Occurences : 213

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்