Base Word
מַכְפֵּלָה
Short DefinitionMakpelah, a place in Palestine
Long Definitionthe location of a burial cave for the patriarchs, near Hebron
Derivationfrom H3717; a fold
International Phonetic Alphabetmɑk.peˈlɔː
IPA modmɑχ.peˈlɑː
Syllablemakpēlâ
Dictionmahk-pay-LAW
Diction Modmahk-pay-LA
UsageMachpelah
Part of speechn-pr-loc

ଆଦି ପୁସ୍ତକ 23:9
ସେ ହୁଏତ ମକ୍ପଲୋର ଗୁମ୍ଫା ଉଚିତ ମୂଲ୍ଯ ରେ ମାେତେ ବିକି ଦବେେ, ଯାହା ତାଙ୍କର ଅଛି, ତାଙ୍କର କ୍ଷତରେ ଶଷେ ଭାଗ ରେ ଯାହା ଅଛି। ମୁଁ ଚା ହେଁ ତୁମ୍ଭମାନେେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହିଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କରିବା ପାଇଁ କ୍ରଯ କରୁଛି।

ଆଦି ପୁସ୍ତକ 23:17
ଏଣୁ ଇଫ୍ରୋଣ ସହେି ଭୂମିର ମାଲିକାନା ବଦଳାଇଲେ। କାମ୍ରି ପାଖ ରେ ଯେଉଁ ଜମି ମକ୍ପଲୋ ରେ ଥିଲା ଗୁହା ପାଶର୍ବ ଏବଂ ଚତୁଃପାଶର୍ବ ରେ ଥିବା ବୃକ୍ଷଗୁଡ଼ିକ ଅବ୍ରହାମଙ୍କୁ ବିକାଗଲା।

ଆଦି ପୁସ୍ତକ 23:19
ଏହାପରେ ଅବ୍ରହାମ ମକ୍ପଲୋ କ୍ଷେତ୍ରସ୍ଥିତ ଗୁହା ରେ ମମ୍ରିର ପାଶର୍ବ ରେ ହେବ୍ରୋଣ ମଧିଅରେ କିଣାନ ଦେଶ ରେ ନିଜର ସ୍ତ୍ରୀ ସାରାକୁ କବର ଦେଲେ। ସହେିସ୍ଥାନ କିଣାନ ଦେଶସ୍ଥ ଥିଲା।

ଆଦି ପୁସ୍ତକ 25:9
ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାଯଲେ ମମ୍ରିର ନିକଟରେ ହତେୀଯ ସହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପଲୋ ନାମକ ଗୁହା ରେ ତାହାଙ୍କୁ କବର ଦେଲେ।

ଆଦି ପୁସ୍ତକ 49:30
ଏଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶ ରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପଲୋର କ୍ଷେ ତ୍ର ହତେୀଯ ଇଫ୍ରୋଣଠାରୁ କିଣିଥିଲେ। ସହେି ହତେୀଯ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହା ରେ ମାରେ ପୂର୍ବପୁରୁଷମାନଙ୍କ ନିକଟରେ ମାେତେ କବର ଦବେ।

ଆଦି ପୁସ୍ତକ 50:13
ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନଇେ ମକ୍ପଲୋ କ୍ଷେତ୍ରର ଗୁହା ରେ କବର ଦେଲେ। ମମ୍ରି ନିକଟସ୍ଥ ସହେି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହତେୀଯଠାରୁ ଅବ୍ରହାମଙ୍କ ଦ୍ବାରା କିଣା ୟାଇଥିଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்