Base Word
מִישׁוֹר
Short Definitiona level, i.e., a plain (often used (with the article prefix) as a proper name of certain districts); figuratively, concord; also straightness, i.e., (figuratively) justice (sometimes adverbially, justly)
Long Definitionlevel place, uprightness
Derivationor מִישֹׁר; from H3474
International Phonetic Alphabetmɪi̯ˈʃor
IPA modmiːˈʃo̞wʁ
Syllablemîšôr
Dictionmee-SHORE
Diction Modmee-SHORE
Usageequity, even place, plain, right(-eously), (made) straight, uprightness
Part of speechn-m

ଦିତୀୟ ବିବରଣ 3:10
ଆମ୍ଭମାନେେ ସମତଳ ଭୂମିର ସମସ୍ତ ସହର, ସଲଖା ଓ ଇନ୍ଦ୍ରିଯୀ ପର୍ୟ୍ଯନ୍ତ ସମସ୍ତ ଗିଲିଯଦ ଓ ସମସ୍ତ ବାଶନ୍ ଅର୍ଥାତ୍ ବାଶନସ୍ଥିତ ଓଗ୍ ରାଜ୍ଯର ସମସ୍ତ ନଗର ହସ୍ତଗତ କଲକ୍ସ୍ଟ।

ଦିତୀୟ ବିବରଣ 4:43
ଯଥା ରୂବନେୀଯମାନଙ୍କ ନିମନ୍ତେ ପଦାଭୂମିସ୍ଥ ପ୍ରାନ୍ତର ରେ ବେତ୍ସର, ଗାଦୀଯମାନଙ୍କ ନିମନ୍ତେ ରାମାେତ୍ ଆଉ ମନଃଶୀଯମାନଙ୍କ ନିମନ୍ତେ ବାଶନ ରେ ଗୋଲନ୍

ଯିହୋଶୂୟ 13:9
ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋଯରଠାରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଦୀବୋନ୍ ପର୍ୟ୍ଯନ୍ତ ମଦବୋର ସମସ୍ତ ସମଭୂମି।

ଯିହୋଶୂୟ 13:16
ଅର୍ନୋନ ଉପତ୍ୟକା ନିକଟସ୍ଥ ଅରୋଯରଠାେରକ୍ସ୍ଟ ଉପତ୍ୟକା ମଧ୍ଯବର୍ତ୍ତୀ ନଗର ଓ ମଦବୋ ନିକଟସ୍ଥ ସମସ୍ତ ସମତଳ ଭୂମି ସମାନଙ୍କେର ସୀମା ଥିଲା।

ଯିହୋଶୂୟ 13:17
ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିଯୋନ।

ଯିହୋଶୂୟ 13:21
ଏହିପରି ସମତଳର ସମସ୍ତ ନଗରକକ୍ସ୍ଟ ମିଶାଇ ଓ ଇ ମାରେୀଯର ରାଜା ସୀହାନେ, ୟିଏ ହିଷ୍ବୋନ ରେ ରାଜତ୍ବ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକକ୍ସ୍ଟ ମିଶାଇ ଏହି ଦେଶ ଗଠିତ ହେଲା। ମାଶାେ ତାଙ୍କୁ ଓ ମିଦୀଯୋନର ନତେୃବର୍ଗ ଓ ସୀହାନରେ ରାଜପକ୍ସ୍ଟତ୍ରମାନଙ୍କୁ ମଧ୍ଯ ଇବି, ରକମେ, ସୂର, ହର ଓ ରବୋକକ୍ସ୍ଟ ପରାସ୍ତ କଲେ।

ଯିହୋଶୂୟ 20:8
ଏହାପରେ ଯିରୀହାେ ନିକଟସ୍ଥ ୟର୍ଦ୍ଦନ-ପୂର୍ବପାରି ରେ ରକ୍ସ୍ଟବନ୍େ ବଂଶର ସମଭୂମି ପ୍ରାନ୍ତର ରେ ବେତ୍ସର ଓ ଗଦ୍ବଂଶର ଗିଲିଯଦ ରେ ରାମାେତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ।

ପ୍ରଥମ ରାଜାବଳୀ 20:23
ବିନ୍ହଦଦ୍ର ଅଧିକାରୀମାନେ ତାଙ୍କୁ କହିଲେ, ଇଶ୍ରାୟେଲର ଦବେତାଗଣ ପର୍ବତଗଣର ଦବେତାଗଣ ଅଟନ୍ତି। ତେଣୁ ଇଶ୍ରାୟେଲୀମାନେ ବିଜଯୀ ହେଲେ। ଆମ୍ଭମାନେେ ପର୍ବତ ରେ ୟୁଦ୍ଧକରି ହାରିଲୁ। ମାତ୍ର ଆମ୍ଭମାନେେ ଯଦି ପଦା ରେ ୟୁଦ୍ଧ କରୁ, ତବେେ ଆମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଶକ୍ତିଶାଳୀ ହବେୁ।

ପ୍ରଥମ ରାଜାବଳୀ 20:25
ଆଉ ଆପଣ ହରାଇଥିବା ସୈନ୍ଯ ବଦଳ ରେ ସୈନ୍ଯ, ଅଶ୍ବ ବଦଳ ରେ ଅଶ୍ବ ଓ ରଥ ବଦଳ ରେ ରଥ ସଂଗ୍ରହ କରନ୍ତୁ। ଆମ୍ଭମାନେେ ପଦା ରେ ଲଢିବା। ପୁଣି ଆମ୍ଭମାନେେ ନିଶ୍ଚଯ ସମାନଙ୍କେ ଅପେକ୍ଷା ବଳବାନ୍ ହବୋ ଓ ଜିତିବା। ରାଜା ସମାନଙ୍କେର ପ୍ରସ୍ଥାବ ଗ୍ରହଣ କଲେ ଓ ସହେିରୂପେ କାର୍ୟ୍ଯ କଲେ।

ଦିତୀୟ ବଂଶାବଳୀ 26:10
ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଓ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்