Base Word
מֵיטָב
Short Definitionthe best part
Long Definitionthe best
Derivationfrom H3190
International Phonetic Alphabetmei̯ˈt̪’ɔːb
IPA modmei̯ˈtɑːv
Syllablemêṭāb
Dictionmay-TAWB
Diction Modmay-TAHV
Usagebest
Part of speechn-m

ଆଦି ପୁସ୍ତକ 47:6
ତୁମ୍ଭେ ସମାନଙ୍କେୁ ମିଶର ରେ ଯେ କୌଣସି ସ୍ଥାନ ରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦଇପୋର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସମାନେେ ଗୋନ ଦେଶ ରେ ରୁହନ୍ତୁ। ରହିବା ପାଇଁ ସମାନଙ୍କେୁ ଗୋଶନ ପ୍ରଦେଶ ଦିଅ। ଏବଂ ସମାନେେ ଯଦି ପାରଙ୍ଗମ ତବେେ ସମାନଙ୍କେୁ ମାରେ ପଶୁପଲଗୁଡ଼ିର ଅଧକ୍ଷ ଭାବରେ ନିୟୁକ୍ତି କର।

ଆଦି ପୁସ୍ତକ 47:11
ଯୋଷଫେ ଫାରୋ ଯେପରି ଆଜ୍ଞା ଦେଲେ ସପରେି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସହେି ଭୂମି ମିଶର ରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାର ରେ ଦେଲେ।

ଯାତ୍ରା ପୁସ୍ତକ 22:5
ଯଦି କୌଣସି ବ୍ଯକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷା କ୍ଷେତ୍ର ରେ ପଶୁ ଚରାଏ ତବେେ ସେ ଲୋକ ତା'ର ଉତ୍ତମ କ୍ଷତରେ ଫସର ଉକ୍ତ ଲୋକକୁ ଦବେ।

ଯାତ୍ରା ପୁସ୍ତକ 22:5
ଯଦି କୌଣସି ବ୍ଯକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷା କ୍ଷେତ୍ର ରେ ପଶୁ ଚରାଏ ତବେେ ସେ ଲୋକ ତା'ର ଉତ୍ତମ କ୍ଷତରେ ଫସର ଉକ୍ତ ଲୋକକୁ ଦବେ।

ପ୍ରଥମ ଶାମୁୟେଲ 15:9
ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠକ୍ସ୍ଟ ଭଲ ମଷେ, ବଳଦ ଓ ହୃଷ୍ଟପୃଷ୍ଟ ମଷେ ଶାବକଗୁଡିକୁ ଓ ସମସ୍ତ ରଖିବା ପାଇଁ ଉପ ଯୋଗୀ ସାମଗ୍ରି ସମାନେେ ରଖିଲେ। ସମାନେେ ସହେି ଦ୍ରବ୍ଯଗକ୍ସ୍ଟଡିକ ନଷ୍ଟ କରିବା ପାଇଁ ଚାହିଁଲେ ନାହିଁ। ସମାନେେ କବଳେ ରଖିବା ଉପଯୋଗୀ ନ ହବୋ ଜିନିଷକକ୍ସ୍ଟ ନଷ୍ଟ କଲେ।

ପ୍ରଥମ ଶାମୁୟେଲ 15:15
ଶାଉଲ କହିଲେ, ସୈନ୍ଯମାନେ ସମାନଙ୍କେୁ ଅମାଲକେୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ଯମାନେ ଉତ୍ତମ ଗୋରୁ ଓ ମଷେମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ବଳିଦବୋ ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்