Base Word
מְטָא
Short Definitionto arrive, extend or happen
Long Definitionto reach, come upon, attain
Derivationor מְטָה; (Aramaic), apparently corresponding to H4672 in the intransitive sense of being found present
International Phonetic Alphabetmɛ̆ˈt̪’ɔːʔ
IPA modmɛ̆ˈtɑːʔ
Syllablemĕṭāʾ
Dictionmeh-TAW
Diction Modmeh-TA
Usagecome, reach
Part of speechv

ଦାନିଏଲ 4:11
ସେ ବୃକ୍ଷ ବଢିଲା ଓ ଦୃଢ ହେଲା। ଉଚ୍ଚତା ରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନ ରେ ତାହା ଦୃଶ୍ଯମାନ ହେଲା।

ଦାନିଏଲ 4:20
ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହାଇେ ବଢିଲା ଓ ଉଚ୍ଚତା ରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାଯ ପୃଥିବୀ ରେ ଦୃଶ୍ଯମାନ ହେଲା।

ଦାନିଏଲ 4:22
ହେ ମହାରାଜ, ସହେି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହାଇେଅଛନ୍ତି। କାରଣ ଆପଣଙ୍କର ମହତ୍ବ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କତ୍ତୃର୍ତ୍ବ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବ୍ଯାପିଅଛି।

ଦାନିଏଲ 4:24
ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମାରେ ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି।

ଦାନିଏଲ 4:28
ରାଜା ନବୂଦ୍ନିତ୍ସରଙ୍କ ପ୍ରତି ଏ ସମସ୍ତ ଘଟିଲା।

ଦାନିଏଲ 6:24
ତା'ପ ରେ ରାଜା ଦାନିୟେଲଙ୍କ ବିରୁଦ୍ଧ ରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସମାନଙ୍କେର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫା ରେ ନିକ୍ଷପେ କଲେ। ତଳେ ନପଡୁଣୁ ସିଂହମାନେ ସମାନଙ୍କେୁ ଭକ୍ଷଣ କରି ସମାନଙ୍କେର ଅସ୍ଥିଗୁଡିକୁ ଚର୍ବଣ କଲେ।

ଦାନିଏଲ 7:13
ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।

ଦାନିଏଲ 7:22
ତା'ପ ରେ ସହେି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷ ରେ ଓ ଶିଙ୍ଗ ବିପକ୍ଷ ରେ ନ୍ଯାଯ ହେଲା। ଆଉ ପରମେଶ୍ବର ସହେି ପବିତ୍ର ଲୋକମାନଙ୍କର ରାଜତ୍ବ କରିବାର ସମୟ ଉପସ୍ଥିତ ହେଲା।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்