Base Word
מַחְסוֹר
Short Definitiondeficiency; hence, impoverishment
Long Definitionneed, poverty, thing needed
Derivationor מַחְסֹר; from H2637
International Phonetic Alphabetmɑħˈsor
IPA modmɑχˈso̞wʁ
Syllablemaḥsôr
Dictionma-SORE
Diction Modmahk-SORE
Usagelack, need, penury, poor, poverty, want
Part of speechn-m

ଦିତୀୟ ବିବରଣ 15:8
ତୁମ୍ଭେ ସମାନଙ୍କେ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନକ୍ସ୍ଟସା ରେ ତୁମ୍ଭେ ତାଙ୍କୁ ୟଥେଷ୍ଟ ରୂପେ ଋଣ ଦବେ।

ବିଚାରକର୍ତାମାନଙ୍କ ବିବରଣ 18:10
ତୁମ୍ଭମାନେେ ଗଲେ ନିର୍ଭୟ ରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ, ପରମେଶ୍ବର ତାହା ତୁମ୍ଭମାନଙ୍କ ହସ୍ତ ରେ ସମର୍ପଣ କରିଅଛନ୍ତି। ସେ ସ୍ଥାନ ରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 19:19
ଆମ୍ଭମାନଙ୍କ ପାଖ ରେ ଆମର ଗଧପାଇଁ ନଡା ଓ ଶସ୍ଯ ଅଛି। ମାେ ପାଇଁ ମାରେ ଉପପତ୍ନୀ ପାଇଁ ଓ ମାରେ ସବେକମାନଙ୍କ ପାଇଁ ଯେଉଁମାନେ ମାେ ସହିତ ଅଛନ୍ତି, ସମାନଙ୍କେ ପାଇଁ ପ୍ରଚକ୍ସ୍ଟର ରୋଟୀ ଓ ଦ୍ରାକ୍ଷାରସ ଅଛି। ଆମ୍ଭମାନେେ କିଛି ଅଭାବ ବୋଧ କରୁ ନାହକ୍ସ୍ଟଁ।

ବିଚାରକର୍ତାମାନଙ୍କ ବିବରଣ 19:20
ତେଣୁ ସହେି ବୃଦ୍ଧଲୋକ ଜଣଙ୍କ କହିଲା, ତୁମ୍ଭେ ଶାନ୍ତି ରେ ରକ୍ସ୍ଟହ। ମୁ ତୁମ୍ଭର ସମସ୍ତ ଆବଶ୍ଯକତାର ଯତ୍ନ ନବେି। ଦୟାକରି ନଗରର ଛକରେ ରାତ୍ରିୟାପନ କର ନାହିଁ।

ଗୀତସଂହିତା 34:9
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ବରଙ୍କ ଉପାସନା କର। ଯେଉଁ ଲୋକମାନେ ପରମେଶ୍ବରଙ୍କ ଉପାସନା କରନ୍ତି, ସମାନେେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥାନ୍ତି।

ହିତୋପଦେଶ 6:11
କିନ୍ତୁ ସେ ଶାଇେ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହାଇୟୋଏ। ଖୁବ୍ଶୀଘ୍ର ତା'ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନବେ।

ହିତୋପଦେଶ 11:24
କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

ହିତୋପଦେଶ 14:23
ପ୍ରେତ୍ୟକକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ଯକ୍ତି କବଳେ କଥା କହିବା ଚାଲୁରେଖ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗଇେ ନିଏ।

ହିତୋପଦେଶ 21:5
ଚିନ୍ତାଧାରା ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ। କିନ୍ତୁ ଦୃଢ଼ ଭାବରେ ଅଳ୍ପକୁ ଅତିଶୀଘ୍ର ଧ ରେ। କବଳେ ଦାରିଦ୍ର୍ଯ ଆଡ଼କୁ ପଥ ଦଖାେଏ।

ହିତୋପଦେଶ 21:17
ଯେଉଁ ଲୋକ ଆମାଦେ ଭଲପାଏ, ସେ ଦରିଦ୍ର ହବେ। ପୁଣି ଯେ ଦ୍ରାକ୍ଷାରସ ଓ ତୈଳ ଭଲପାଏ, ସେ ଧନବାନ ହବେ ନାହିଁ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்