Base Word | |
מַחְלִי | |
Short Definition | Machli, the name of two Israelites |
Long Definition | son of Merari and grandson of Levi; progenitor of the family of the Mahlites |
Derivation | from H2470; sick |
International Phonetic Alphabet | mɑħˈlɪi̯ |
IPA mod | mɑχˈliː |
Syllable | maḥlî |
Diction | ma-LEE |
Diction Mod | mahk-LEE |
Usage | Mahli |
Part of speech | n-pr-m |
ଯାତ୍ରା ପୁସ୍ତକ 6:19
ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି ଏହିସବୁ ବଂଶ ଇଶ୍ରାୟେଲୀୟ ଲବେୀ ବଂଶୀଯ ଥିଲେ।
ଗଣନା ପୁସ୍ତକ 3:20
ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।
ପ୍ରଥମ ବଂଶାବଳୀ 6:19
ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।
ପ୍ରଥମ ବଂଶାବଳୀ 6:29
ଏହିମାନେ ମରାରିଙ୍କ ପୁତ୍ର ଥିଲେ : ମହଲି, ମରାରିଙ୍କ ପୁତ୍ର ଥିଲେ। ଲିବ୍ନି ମହଲିଙ୍କ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 6:47
ଶମରେ ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲବେୀଙ୍କ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 23:21
ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀଯାସର ଓ କୀଶ୍।
ପ୍ରଥମ ବଂଶାବଳୀ 23:21
ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀଯାସର ଓ କୀଶ୍।
ପ୍ରଥମ ବଂଶାବଳୀ 23:23
ମୂଶିଙ୍କ ପୁତ୍ରମାନେ ଥିଲେ, ମହଲି, ଏଦର ଓ ଯିରମୋେତ୍। ସମୁଦାଯ ତିନିଜଣ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 24:26
ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ
ପ୍ରଥମ ବଂଶାବଳୀ 24:28
ମହଲିଙ୍କ ପୁତ୍ର ଥିଲେ ଇଲିଯାସର। କିନ୍ତୁ ଇଲିଯାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
Occurences : 12
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்