Base Word
אֵלָה
Short Definitionan oak or other strong tree
Long Definitionterebinth, terebinth tree
Derivationfeminine of H0352
International Phonetic Alphabetʔeˈlɔː
IPA modʔeˈlɑː
Syllableʾēlâ
Dictionay-LAW
Diction Moday-LA
Usageelm, oak, teil-tree
Part of speechn-f

ଆଦି ପୁସ୍ତକ 35:4
ତେଣୁ ସମସ୍ତ ଲୋକେ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଯାକୁବକୁ ଦେଲେ। ସମାନେେ ମଧ୍ଯ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ୟାକବକୁ ଦେଲେ। ଯାକୁବ ସଗେୁଡ଼ିକ ନଇେ ଶିଖିମ ନିକଟବର୍ତ୍ତୀ ଆଲୋନ ବୃକ୍ଷ ମୂଳେ ପୋତି ଦେଲେ।

ବିଚାରକର୍ତାମାନଙ୍କ ବିବରଣ 6:11
ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।

ବିଚାରକର୍ତାମାନଙ୍କ ବିବରଣ 6:19
ତେଣୁ ଗିଦ୍ଦିୟୋନ ଭିତରକକ୍ସ୍ଟ ୟାଇ ଏକ ଛାଗବତ୍ସକକ୍ସ୍ଟ ରାନ୍ଧିଲା। ଏକ କୋଡିଏ ପାଉଣ୍ତ ମଇଦାର ତାଡୀଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲେ, ଗିଦ୍ଦିୟୋନ ମାଂସକକ୍ସ୍ଟ ଗୋଟିଏ ଝକ୍ସ୍ଟଡି ରେ ଓ ଝୋଳକକ୍ସ୍ଟ ଅନ୍ୟ ପାତ୍ର ରେ ରଖିଲେ, ଏହିଗକ୍ସ୍ଟଡିକ ଆଣି ଆଲୋନ୍ ବୃକ୍ଷ ନିକଟରେ ରଖିଥିଲେ।

ଦିତୀୟ ଶାମୁୟେଲ 18:9
ଅବଶା ଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦଖାେ ହେଲା। ସେ ସମୟରେ ଅବଶା ଲୋମ ଖଚର ଉପରେ ଚଢି ଥିଲା। ସେ ଯେତବେେଳେ ଖଚର ରେ ଆରୋହଣ କରୁଥିଲା, ସେ ଖସିୟିବା ପାଇଁ ଗ୍ଭହକ୍ସ୍ଟଁଥିଲା ସମୟରେ ଏକ ବିରାଟ ଆଲୋନ୍ ବୃକ୍ଷ ରେ ତା'ର ମକ୍ସ୍ଟଣ୍ତ ଧକ୍କା ହେଲା ଏବଂ ବାଳଗକ୍ସ୍ଟଡାକ ଗଛ ଡାଳ ରେ ଲାଗି ଭୂମିର ଉପରେ ଝକ୍ସ୍ଟଲି ରହିଲା। ଯେତବେେଳେ ଖଚରଟି ସହେି ବାଟେ ଦୌଡିଥିଲା।

ଦିତୀୟ ଶାମୁୟେଲ 18:9
ଅବଶା ଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦଖାେ ହେଲା। ସେ ସମୟରେ ଅବଶା ଲୋମ ଖଚର ଉପରେ ଚଢି ଥିଲା। ସେ ଯେତବେେଳେ ଖଚର ରେ ଆରୋହଣ କରୁଥିଲା, ସେ ଖସିୟିବା ପାଇଁ ଗ୍ଭହକ୍ସ୍ଟଁଥିଲା ସମୟରେ ଏକ ବିରାଟ ଆଲୋନ୍ ବୃକ୍ଷ ରେ ତା'ର ମକ୍ସ୍ଟଣ୍ତ ଧକ୍କା ହେଲା ଏବଂ ବାଳଗକ୍ସ୍ଟଡାକ ଗଛ ଡାଳ ରେ ଲାଗି ଭୂମିର ଉପରେ ଝକ୍ସ୍ଟଲି ରହିଲା। ଯେତବେେଳେ ଖଚରଟି ସହେି ବାଟେ ଦୌଡିଥିଲା।

ଦିତୀୟ ଶାମୁୟେଲ 18:10
ସହେି ସମୟରେ ଜଣେ ଲୋକ ତାହା ଦେଖି ଯୋୟାବକକ୍ସ୍ଟ ଜଣାଇ ଦଲୋ, ମୁ ଅବଶା ଲୋମକକ୍ସ୍ଟ ଆଲୋନ ବୃକ୍ଷ ରେ ଟଙ୍ଗା ହାଇେଥିବାର ଦେଖିଲି।

ଦିତୀୟ ଶାମୁୟେଲ 18:14
ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।

ପ୍ରଥମ ରାଜାବଳୀ 13:14
ଏହାପରେ ସେ ପରମେଶ୍ବରଙ୍କ ଲୋକର ପେଛ ପେଛ ୟାଇ ତାଙ୍କୁ ଗୋଟିଏ ଆଲୋନ ବୃକ୍ଷ ମୂଳ ରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୁଦାରୁ ଆଗତ ପରମେଶ୍ବରଙ୍କ ଲୋକ?

ପ୍ରଥମ ବଂଶାବଳୀ 10:12
ୟାବେଶ-ଗିଲିଯଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନଇେ ଆସିଲେ। ୟାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସମାନଙ୍କେ ଅସ୍ଥିକୁ କବର ଦେଲେ। ଏହାପରେ ସମାନେେ ସାତଦିନ ପର୍ୟ୍ଯନ୍ତ ଉପବାସ କଲେ।

ଯିଶାଇୟ 1:30
ଏହା ଘଟିବ କାରଣ ତୁମ୍ଭମାନେେ ଶୁଷ୍କ ପତ୍ର ବିଶିଷ୍ଟ ଆଲୋନଗଛ ଓ ନିର୍ଜନ ଉଦ୍ୟାନ ସଦୃଶ ହବେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்