Base Word
מוּשׁ
Short Definitionto withdraw (both literally and figuratively, whether intransitive or transitive)
Long Definitionto depart, remove
Derivationa primitive root (perhaps rather the same as H4184 through the idea of receding by contact)
International Phonetic Alphabetmuːʃ
IPA modmuʃ
Syllablemûš
Dictionmoosh
Diction Modmoosh
Usagecease, depart, go back, remove, take away
Part of speechv

ଯାତ୍ରା ପୁସ୍ତକ 13:22
ଦିନ ସମୟରେ ସମାନଙ୍କେୁ ଘନ ବାଦଲ ଏ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସମାନଙ୍କେ ସହିତ ସର୍ବଦା ରଖିଲେ।

ଯାତ୍ରା ପୁସ୍ତକ 33:11
ଏହି ପ୍ରକା ରେ ସଦାପ୍ରଭୁ ମାଶାଙ୍କେ ସହିତ ମୁହାଁମୁହିଁ କଥାପାର୍ତ୍ତା ହେଲେ। ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମାଶାେ କଥାବାର୍ତ୍ତା କରିସାରିବା ପରେ ଛାଉଣୀକୁ ଫରେି ଆସିଲା। କିନ୍ତୁ ତାଙ୍କର ପରିଚାରକ ସର୍ବଦା ତମ୍ବୁ ରେ ରହୁଥିଲେ। ସହେି ପରିଚାରକର ନାମ ଥିଲା ଯିହାଶୂେୟ, ସେ ଥିଲେ ନୂନର ପୁତ୍ର।

ଗଣନା ପୁସ୍ତକ 14:44
ତଥାପି ସମାନେେ ପର୍ବତ ଶୃଙ୍ଗ ଉପରକୁ ୟିବାକୁ ହୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ଓ ମାଶାେ ସମାନଙ୍କେ ସହିତ ଗଲେ ନାହିଁ।

ଯିହୋଶୂୟ 1:8
ସର୍ବଦା ଏହି ବ୍ଯବସ୍ଥା ପୁସ୍ତକ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ବିଚଳିତ ନ ହେଉ। ଦିନ ରାତି ଏହି ନିଯମ ପୁସ୍ତକକକ୍ସ୍ଟ ପଠନ କର। ତବେେ ତୁମ୍ଭେ ନିଶ୍ଚିତ ହାଇପୋରିବ। ଏହି ନିଯମକକ୍ସ୍ଟ ପାଳନ କର, ଯାହା ଏହି ପୁସ୍ତକକରେ ଲଖାେ ହାଇେ ଅଛି। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭେ ବକ୍ସ୍ଟଦ୍ଧିମାନ ଓ ପ୍ରେତ୍ୟକକ କାର୍ୟ୍ଯ ରେ କୃତକାର୍ୟ୍ଯ ହବେ, ଯାହା ତୁମ୍ଭେ କରିବ।

ବିଚାରକର୍ତାମାନଙ୍କ ବିବରଣ 6:18
ମୁ ପ୍ରାର୍ଥନା କରୁଛି ଯେ, ମୁ ଆପଣାର ନବୈେଦ୍ଯ ଆଣି ଆପଣଙ୍କ ସମ୍ମକ୍ସ୍ଟଖ ରେ ନରଖିବା ପର୍ୟ୍ଯନ୍ତ ଏହି ସ୍ଥାନରକ୍ସ୍ଟ ପ୍ରସ୍ଥାନ କରିବ ନାହିଁ।

ଆୟୁବ ପୁସ୍ତକ 23:12
ମୁଁ ସବୁବେଳେ ପରମେଶ୍ବରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ବରଙ୍କ ମୁଖରୁ ନିସୃତ ବାଣୀକୁ ମାରେ ପ୍ରିଯ ଖାଦ୍ୟଠାରୁ ଅଧିକ ଭଲ ପାଇଛି।

ଗୀତସଂହିତା 55:11
ଅପରାଧ ସବୁଠାରେ ପ୍ରଚଳିତ ଅଛି। ଅରାଜକତା ପ୍ରତାରଣା ସର୍ବସାଧାରଣ ସ୍ଥାନ କବେେ ଛାଡ଼ି ନାହିଁ।

ହିତୋପଦେଶ 17:13
ଯେଉଁ ଲୋକ ଭଲ ବଦଳ ରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କବେେ ଛାଡ଼ିବ ନାହିଁ।

ଯିଶାଇୟ 22:25
ସଦେିନ ସହେି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନ ରେ ବିଦ୍ଧ ହାଇେଥିଲା ତାହା ଦୁର୍ବଳ ହାଇଯେିବ ଓ ଭାଙ୍ଗି ତଳେ ପଡ଼ିୟିବ। ସହେି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥି ରେ ଟଙ୍ଗା ୟାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହାଇଯେିବ। ତା'ପ ରେ ମୁଁ ଯାହା କହୁଛି ଏହା ଘଟିବ।' କାରଣ ସଦାପ୍ରଭୁ ଏହା କହି ଅଛନ୍ତି।

ଯିଶାଇୟ 46:7
ସମାନେେ ତାହାକୁ ସ୍କନ୍ଧ ରେ ବହନ କରି ନିଅନ୍ତି। ତାକୁ ନଇେ ତା'ର ସ୍ଥାନ ରେ ରଖନ୍ତି। ସେ ସ୍ଥାନ ରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦବେ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்