Base Word
מוֹרָשָׁה
Short Definitiona possession
Long Definitiona possession
Derivationfeminine of H4180
International Phonetic Alphabetmo.rɔːˈʃɔː
IPA modmo̞w.ʁɑːˈʃɑː
Syllablemôrāšâ
Dictionmoh-raw-SHAW
Diction Modmoh-ra-SHA
Usageheritage, inheritance, possession
Part of speechn-f

ଯାତ୍ରା ପୁସ୍ତକ 6:8
ମୁଁ ଅବ୍ରହାମଙ୍କ, ଇସ୍ହାକ୍ ଏବଂ ଯାକୁବଙ୍କ ସହ ଯେଉଁ ମହତ୍ ପ୍ରତିଜ୍ଞା କରିଅଛି। ମୁଁ ପ୍ରତିଜ୍ଞା କରିଅଛି ତୁମ୍ଭମାନଙ୍କୁ ସହେି ଭୂମି ଦବୋ ପାଇଁ। ଏବଂ ତୁମ୍ଭମାନଙ୍କୁ ସହେି ଭୂମିକୁ ନଇୟିବୋକୁ। ଏହା ତୁମ୍ଭମାନଙ୍କର ହବେ। ମୁଁ ସଦାପ୍ରଭୁ ଅଟେ।'

ଦିତୀୟ ବିବରଣ 33:4
ମାଶାେ ଆମ୍ଭକକ୍ସ୍ଟ ନୀଯମଗକ୍ସ୍ଟଡିକ ଶିକ୍ଷା ଦେଲେ, ତାହା ୟାକକ୍ସ୍ଟବର ଲୋକମାନଙ୍କର ଚିରସ୍ଥାଯୀ ଅଧିକାର।

ଯିହିଜିକଲ 11:15
ହେ ମନୁଷ୍ଯ ପୁତ୍ର, ୟିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତ ରେ ସମଗ୍ର ଇଶ୍ରାୟେଲମାନଙ୍କୁ ୟିରୁଶାଲମର ଅଧିବାସୀମାନେ କହିଲେ, 'ସଦାପ୍ରଭୁଙ୍କଠାରୁ ଦୂ ରଇେ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ର ରେ ଆମ୍ଭଙ୍କୁ ଦିଆୟାଇଛି।'

ଯିହିଜିକଲ 25:4
ତେଣୁ ମୁଁ ତୁମ୍ଭମାନଙ୍କୁ ପୂର୍ବ ଦେଶୀଯ ସନ୍ତାନଗଣଙ୍କୁ ସମ୍ପତ୍ତି ରୂପେ ହସ୍ତ ରେ ସମର୍ପଣ କରିବି। ଏବଂ ସମାନେେ ତୁମ୍ଭମାନଙ୍କ ମଧିଅରେ ଛାଉଣୀ ସ୍ଥାପନ କରିବେ ଓ ତୁମ୍ଭମାନଙ୍କ ମଧିଅରେ ନିଜ ନିଜ ବାସସ୍ଥାନ ନିର୍ମାଣ କରିବେ। ସମାନେେ ମଧ୍ଯ ତୁମ୍ଭମାନଙ୍କର ଫଳ ଭୋଜନ କରିବେ ଓ ତୁମ୍ଭମାନଙ୍କର ଦୁଗ୍ଧ ପାନ କରିବେ।

ଯିହିଜିକଲ 25:10
ମୁଁ ସହେି ନଗରଗୁଡ଼ିକୁ ପୂର୍ବଦେଶୀଯ ଲୋକମାନଙ୍କୁ ହସ୍ତାନ୍ତର କରିବି। ଯେଉଁମାନେ ଅମ୍ ନୋନୀଯମାନଙ୍କୁ ଅତିକ୍ରମ କରିବେ। ତେଣୁକରି ଅମ୍ନୋନୀଯମାନେ ଏକ ଗୋଷ୍ଠୀ ବୋଲି ଆଉ ସ୍ମରଣ କରାୟିବ ନାହିଁ।

ଯିହିଜିକଲ 33:24
ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'

ଯିହିଜିକଲ 36:2
ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। 'ଶତ୍ରୁଗଣ ତୁମ୍ଭ ବିଷଯ ରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସହେି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।'

ଯିହିଜିକଲ 36:3
ତେଣୁ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ବଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହାଇେଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହାଇେଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।'

ଯିହିଜିକଲ 36:5
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଇର୍ଷା ରେ ଜଳିୟାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧ ରେ ଓ ଇଦୋମ ବିରୁଦ୍ଧ ରେ କହିଛି, କାରଣ ସମାନଙ୍କେ ହୃଦଯ ରେ ମନ୍ଦ ଖୁସି ନଇେ ମାରେ ଦେଶକୁ ଅଧିକାର କଲେ। ସମାନେେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்