Base Word
מוֹצָא
Short DefinitionMotsa, the name of two Israelites
Long Definitionson of Caleb by Ephah his concubine
Derivationthe same as H4161
International Phonetic Alphabetmoˈt͡sˤɔːʔ
IPA modmo̞wˈt͡sɑːʔ
Syllablemôṣāʾ
Dictionmoh-TSAW
Diction Modmoh-TSA
UsageMoza
Part of speechn-pr-m

ପ୍ରଥମ ବଂଶାବଳୀ 2:46
କାଲବଙ୍କେର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମାେତ୍ସା ଓ ଗା ସେସଙ୍କର ମାତା ଥିଲେ। ହାରଣ ଗା ସେସଙ୍କର ପିତା ଥିଲେ।

ପ୍ରଥମ ବଂଶାବଳୀ 8:36
ଆହସ୍ ୟିହୋଯାଦାଙ୍କ ପିତା ଥିଲେ। ଯିହାୟୋଦାରଦା ଆଲମେତ୍, ଅସ୍ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମାେତସାଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 8:37
ମାେତ୍ସା ବିନିଯାଙ୍କ ପିତା ଥିଲେ। ରାଫା ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ ସେଲ୍, ଇଲୀଯାସାଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:42
ଆହସ୍ ୟାରହଙ୍କ ପିତା ଥିଲେ। ୟାରହ ଆଲମେତ, ଅସ୍ମାବତ୍ ଓ ସିମ୍ରି। ସିମ୍ରି ମାେତସାଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 9:43
ମାେତସା ବିନିଯାଙ୍କ ପିତା ଥିଲେ ଏବଂ ରଫାଯ ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରଫାଯଙ୍କର ପୁତ୍ର ଥିଲେ। ଏବଂ ଆତ୍ ସେଲ ଇଲୀଯାସଙ୍କ ପୁତ୍ର ଥିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்