Base Word | |
מְדִינָה | |
Short Definition | properly, a judgeship, i.e., jurisdiction; by implication, a district (as ruled by a judge); generally, a region |
Long Definition | province, district |
Derivation | from H1777 |
International Phonetic Alphabet | mɛ̆.d̪ɪi̯ˈn̪ɔː |
IPA mod | mɛ̆.diːˈnɑː |
Syllable | mĕdînâ |
Diction | meh-dee-NAW |
Diction Mod | meh-dee-NA |
Usage | (× every) province |
Part of speech | n-f |
ପ୍ରଥମ ରାଜାବଳୀ 20:14
ତହୁଁ ଆହାବ୍ କହିଲେ, କାହାଦ୍ବାରା ପରାଜିତ କରାଇବେ?
ପ୍ରଥମ ରାଜାବଳୀ 20:15
ତେଣୁ ଆହାବ୍ ପ୍ରଦେଶର ୟୁବା ଅଧିପତିମାନଙ୍କୁ ଏକତ୍ରୀତ କରି ଗଣିଲେ। ସମାନଙ୍କେ ସଂଖ୍ଯା 232 ହେଲା। ତା'ପରେ ଇଶ୍ରାୟେଲର ସୈନ୍ଯମାନଙ୍କୁ ଏକତ୍ରୀତ କରି ଗଣି ଦେଖିଲେ, ସମାନଙ୍କେ ସଂଖ୍ଯା 7,000 ହେଲା।
ପ୍ରଥମ ରାଜାବଳୀ 20:17
ପ୍ରଦେଶର ୟୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବିନହଦଦ୍ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିଯାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ।
ପ୍ରଥମ ରାଜାବଳୀ 20:19
ଏହା ମଧିଅରେ ପ୍ରଦେଶର ୟୁବା ଅଧିପତିମାନେ ସେ ଆକ୍ରମଣର ନତେୃତ୍ବ ନେଲେ ଓ ଇଶ୍ରାୟେଲର ସୈନ୍ଯମାନେ ତାଙ୍କର ଅନୁସରଣ କଲେ।
ଏଜ୍ରା 2:1
ପ୍ରଦେଶର ଏହି ଲୋକମାନେ ୟୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫରେି ଆସିଲେ। ଅତୀତ ରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନଇୟୋଇଥିଲେ। ସହେି ଲୋକମାନେ ୟିରୁଶାଲମ ଓ ଯିହୁଦାକୁ ଫରେି ଆସିଲେ। ପ୍ରେତ୍ୟକକ ଲୋକେ ସମାନଙ୍କେର ନିଜ ନିଜ ସହରକୁ ଫରେି ଆସିଲେ।
ନିହିମିୟା 1:3
ସେତବେେଳେ ସମାନେେ ମାେତେ କହିଲେ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ ସହେି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନ ରେ ଅଛନ୍ତି, କାରଣ ୟିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡି଼ ଦିଆୟାଇଛି।
ନିହିମିୟା 7:6
ଯେଉଁମାନେ ବନ୍ଦୀରୂପେ ଥିଲେ, ସମାନଙ୍କେ ମଧ୍ଯରୁ ପ୍ରଦେଶୀଯ ଏହି ସନ୍ତାନଗଣ ପ୍ରେତ୍ୟକକ ୟିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫରେି ଆସିଲେ। ବାବିଲର ରାଜା ନବୂଖଦ୍ନିତ୍ସର ୟିହୁଦୀଯମାନଙ୍କୁ କରାଯତ କରିଥିଲେ।
ନିହିମିୟା 11:3
ପ୍ରଦେଶର ଏହି ପ୍ରଧାନବର୍ଗ ୟିରୁଶାଲମ ରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇଶ୍ରାୟେଲର ଅନ୍ୟ ନଗର ରେ ଲୋକମାନେ, ଯାଜକମାନେ, ଲବେୀୟମାନେ, ନଥୀନୀଯମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରେତ୍ୟକକ ନିଜ ନିଜ ନଗର ରେ ବାସ କଲେ।
ଏଷ୍ଟର ବିବରଣ 1:1
ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶ ଉପରେ ରାଜତ୍ବ କଲେ।
ଏଷ୍ଟର ବିବରଣ 1:3
ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ।
Occurences : 53
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்