Base Word
מָגוֹר
Short Definitiona fright (objective or subjective)
Long Definitionfear, terror
Derivationor (Lamentations 2:22) מָגוּר; from H1481 in the sense of fearing
International Phonetic Alphabetmɔːˈɡor
IPA modmɑːˈɡo̞wʁ
Syllablemāgôr
Dictionmaw-ɡORE
Diction Modma-ɡORE
Usagefear, terror
Part of speechn-m

ଗୀତସଂହିତା 31:13
ମୁଁ ଲୋକମାନେ କହୁଥିବା ସହେି ଭୟଙ୍କର କଥାସବୁ ଶୁଣେ, ସମାନେେ ମାେ ବିରୁଦ୍ଧରେ ଯୋଜନା କରୁଛନ୍ତି। ସମାନେେ ମାେତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।

ଯିଶାଇୟ 31:9
ଆଉ ତା'ର ଶୈଳ ଅନ୍ତର୍ହିତ ହବେ। ତା'ର ଅଧିପତିମାନେ ଧ୍ବଜା ଛାଡ଼ି ପଳାଯନ କରିବେ।

ଯିରିମିୟ 6:25
ଘରୁ ବାହାରି କ୍ଷେତ୍ରକୁ ୟାଅ ନାହିଁ କିଅବା ରାସ୍ତା ରେ ଗମନ କର ନାହିଁ। କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ରହିଛି।

ଯିରିମିୟ 20:4
କାରଣ ସଦାପ୍ରଭୁ କହନ୍ତି, 'ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା, ଯେ ତୁମ୍ଭ ପାଇଁ ଯାହା ଘଟିବ, ସେଥି ରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହବେେ। ଏବଂ ସମାନେେ ସମାନଙ୍କେର ଶତ୍ରୁଗଣର ଖଡ୍ଗ ରେ ନିହତ ହବେେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତ ରେ ଦବୋ, ତା'ପ ରେ ସମାନଙ୍କେୁ ବନ୍ଦୀ କରି ବାବିଲକୁ ନଇୟିବୋ ଓ ସମାନଙ୍କେୁ ସଠାେ ରେ ହତ୍ଯା କରାୟିବ।

ଯିରିମିୟ 20:10
ମୁଁ ବହୁବାର ଅପବାଦ ଶୁଣିଅଛି। ମାରେ ଚତୁର୍ଦ୍ଦିଗ ରେ ଆଶଙ୍କା ଅଛି। ଏପରିକି ମାରେ ମିତ୍ରମାନେ ମଧ୍ଯ ମାରେ ଦୋଷ ଦେଖନ୍ତି ଓ ଲୋକମାନେ ମାରେ ତ୍ରୁଟିକୁ ଅପେକ୍ଷା କରନ୍ତି। ସମାନେେ ଅଭିଯୋଗ କରି କହନ୍ତି, ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ମିଥ୍ଯା ଓ ମନ୍ଦକଥା କହିବା, ତୁମ୍ଭମାନେେ ମଧ୍ଯ ତାହା କହିବ। ତାହା ହେଲେ ଆମ୍ଭମାନେେ ତାକୁ ପରାସ୍ତ କରିବା ଓ ତା' ଉପ ରେ ପ୍ରତିଶାଧେ ନଇେପାରିବା।

ଯିରିମିୟ 46:5
ଆମ୍ଭେ କ'ଣ ଦେଖୁଅଛୁ ? ସମାନେେ ଉଦବିଗ୍ନ ହାଇେ ପଛକୁ ଫରେୁଛନ୍ତି। ସମାନଙ୍କେର ବୀରଗଣ ପରାସ୍ତ ହାଇେଛନ୍ତି ଓ ପଛକୁ ନ ଚାହିଁ ଶୀଘ୍ର ଶୀଘ୍ର ପଳାଯନ କରୁଛନ୍ତି। ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ଭରି ୟାଇଛି। ସଦାପ୍ରଭୁ ଏହିସବୁ କହନ୍ତି।

ଯିରିମିୟ 49:29
ଲୋକମାନେ ସମାନଙ୍କେର ତମ୍ବୁ ଓ ପଶୁପଲକୁ ନଇେଯିବେ। ସମାନଙ୍କେର ୟବନିକା, ସମାନଙ୍କେର ୟାବତୀଯ ପାତ୍ର ଓ ଓଟ ପଲକୁ ସମାନେେ ନିଜ ପାଇଁ ନଇେଯିବେ। ଆଉ ' ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ବୋଲି' ସମାନେେ ଉଚ୍ଚସ୍ବର ରେ କହିବେ।

ଯିରିମିୟଙ୍କ ବିଳାପ 2:22
ତୁମ୍ଭେ ମାରେ ଚତୁର୍ଦ୍ଦିଗରୁ ଭୟକୁ ଆହ୍ବାନ କରୁଅଛି, ସତେ ଯେପରି ସମାନଙ୍କେୁ କୌଣସି ଉତ୍ସବକୁ ନିମନ୍ତ୍ରଣ କରାୟାଇଛି। ସଦାପ୍ରଭୁଙ୍କ କୋର୍ଧର ଦିନ ରେ କହେି ରକ୍ଷା ପାଇଲେ ନାହିଁ କି କହେି ଅବଶିଷ୍ଟ ରହିଲେ ନାହିଁ। ଯେଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ ସମାନଙ୍କେୁ ସଂହାର କରିଅଛି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்